ଫଳାଫଳ ସୂଚୀ: ମାଳଦ୍ୱୀପକୁ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଗସ୍ତ
July 26th, 07:19 am
ମାଳଦ୍ୱୀପକୁ ୪,୮୫୦ କୋଟି ଟଙ୍କାର ଋଣ ସହାୟତା (ଏଲଓସି)ର ବିସ୍ତାରPrime Minister meets the President of Maldives
July 25th, 08:48 pm
PM Modi has met Malpes President Muizzu in Male. Both the leaders took stock of the progress in the implementation of the India-Malpes Joint Vision for a ‘Comprehensive Economic and Maritime Security Partnership’ and also witnessed exchange of 6 MOUs. The PM reiterated India’s commitment to further deepen ties with Malpes in keeping with its Neighbourhood First’ and Vision MAHASAGAR policies.ୟୁକ୍ରେନକୁ ଭୀଷ୍ମ କ୍ୟୁବ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ
August 23rd, 06:33 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁକ୍ରେନ୍ ସରକାରଙ୍କୁ ଚାରିଟି ଭୀଷ୍ମ (ଭାରତ ହେଲଥ ଇନିସିଏଟିଭ୍ ଫର୍ ସହଯୋଗ ହିତ ଏବଂ ମୈତ୍ରୀ) କ୍ୟୁବ୍ ପ୍ରଦାନ କରିଛନ୍ତି। ୟୁକ୍ରେନର ରାଷ୍ଟ୍ରପତି ମହାମହିମ ଶ୍ରୀ ଭୋଲୋଦିମିର ଜେଲେନସ୍କି ମାନବିକ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆହତଙ୍କ ଶୀଘ୍ର ଚିକିତ୍ସା କରିବା ସହ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଏହା ସହାୟକ ହେବ।