Prime Minister condoles demise of Pasala Krishna Bharathi
March 23rd, 11:55 pm
The Prime Minister, Shri Narendra Modi has expressed deep sorrow over the passing of Pasala Krishna Bharathi, a devoted Gandhian who dedicated her life to nation-building through Mahatma Gandhi’s ideals.ଆନ୍ଧ୍ର ପ୍ରଦେଶର ଭୀମାବରମଠାରେ ଅଲ୍ଲୁରୀ ସୀତାରାମ ରାଜୁଙ୍କ ୧୨୫ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
July 04th, 11:01 am
ମଣ୍ୟମ୍ ବୀରୁଡ଼ୁ, ତେଲୁଗୁ ଜାତି ଯୁଗପୁରୁଷୁଡ଼ୁ, ‘ତେଲୁଗୁ ବୀର ଲେବାରା, ଦୀକ୍ଷ ବୁନୀ ସାଗରା’ ସ୍ୱତନ୍ତ୍ର ସଂଗ୍ରାମମଲୋ, ଯାବତ୍ ଭାରତା- ବନିକେ, ସ୍ପୂର୍ତ୍ତିଧାୟ-କଂଗା, ନିଲିଚିନ- ଅ,ମନା ନାୟକୁଡ଼ୁ, ଅଲ୍ଲୁରୀ ସୀତାରାମ ରାଜୁ, ପୁଟ୍ଟୀ-ନ ଇ ନେଲ ମୀଦା, ମନ ମନ୍ଦରମ୍, କଳୁସୁକୋବଡ଼ମ୍, ମନ ଅଦୁ୍ରଷ୍ଟମ୍ ।PM launches year-long 125th birth anniversary celebration of legendary freedom fighter Alluri Sitarama Raju in Bhimavaram, Andhra Pradesh
July 04th, 11:00 am
PM Modi launched year-long 125th birth anniversary celebration of legendary freedom fighter Alluri Sitarama Raju in Bhimavaram, Andhra Pradesh. Terming Alluri Sitarama Raju a symbol of India’s culture, tribal identity, valour, ideals and values, the PM remarked that from the birth of Sitaram Raju Garu to his sacrifice, his life journey is an inspiration to all of us.ଜୁଲାଇ ୪ରେ ପ୍ରଧାନମନ୍ତ୍ରୀଙ୍କ ଭୀମାଭରମ ଓ ଗାନ୍ଧୀନଗର ଗସ୍ତ
July 01st, 12:16 pm
ପ୍ରଧାନମନ୍ତ୍ରୀ ଜୁଲାଇ ୪ତାରିଖ ଦିନ ଆନ୍ଧ୍ରପ୍ରଦେଶର ଭୀମାଭରମ ଓ ଗୁଜରାଟର ଗାନ୍ଧୀନଗର ଗସ୍ତରେ ଯିବେ । ପ୍ରାୟ ପୂର୍ବାହ୍ନ ୧୧ଟାବେଳେ ପ୍ରଧାନମନ୍ତ୍ରୀ ଭୀମାଭରମଠାରେ ବର୍ଷେ ବ୍ୟାପୀ ପାଳିତ ହେବାକୁ ଥିବା କିମ୍ବଦନ୍ତୀ ପୁରୁଷ ତଥା ସ୍ୱାଧୀନତା ସଂଗ୍ରାମୀ ଆଲୁରୀ ସୀତାରାମ ରାଜୁଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ଉଦ୍ଘାଟନ କରିବେ । ପରେ ପ୍ରାୟ ଅପରାହ୍ନ ୪ଟା ୩୦ମିନିଟ୍ରେ ଗାନ୍ଧିନଗରଠାରେ ପ୍ରଧାନମନ୍ତ୍ରୀଙ୍କୁ ଡିଜିଟାଲ ଇଣ୍ଡିଆ ସପ୍ତାହ-୨୦୨୨ର ଉଦ୍ଘାଟନ କରିବେ ।