ପ୍ରଗତିର ୫୦ତମ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ

December 31st, 08:11 pm

31.12.25 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଇସିଟି-ସକ୍ଷମ ବହୁମୁଖୀ ପ୍ଲାଟଫର୍ମ - ପ୍ରୋ-ଆକ୍ଟିଭ୍ ଗଭର୍ଣ୍ଣାନ୍ସ ଏବଂ ସମୟୋପଯୋଗୀ କାର୍ଯ୍ୟାନ୍ୱୟନ ପାଇଁ ପ୍ରଗତିର ୫୦ତମ ବୈଠକର ଅଧ୍ୟକ୍ଷତା କରିଥିଲେ, ଯାହା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦଶନ୍ଧି ଧରି ସହଯୋଗ, ଫଳାଫଳ-ଚାଳିତ ଶାସନ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ମାଇଲଖୁଣ୍ଟ ଦର୍ଶାଏ ଯେ କିପରି ପ୍ରଯୁକ୍ତିବିଦ୍ୟା-ସକ୍ଷମ ନେତୃତ୍ୱ, ବାସ୍ତବ-ସମୟ ତଦାରଖ ଏବଂ ନିରନ୍ତର କେନ୍ଦ୍ର-ରାଜ୍ୟ ସହଯୋଗ ଜାତୀୟ ପ୍ରାଥମିକତାକୁ ଭୂମିରେ ମାପଯୋଗ୍ୟ ଫଳାଫଳରେ ପରିଣତ କରିଛି।

ଛତିଶଗଡରେ ଉନ୍ନୟନପ୍ରକଳ୍ପ ସମୂହର ଶୁଭାରମ୍ଭ ଅବସରରେ ଭିଲାଇଠାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

June 14th, 02:29 pm

ଭାରତ ମାତା କୀ ଜୟ, ଭିଲାଇ ଇସ୍ପାତ କାରଖାନା ଛତିଶଗଡ଼ ମହତାରୀ କେ କୋରା ଅନ୍ମୋଲ ରତନ ହୈ ।

ପ୍ରଧାନମନ୍ତ୍ରୀଙ୍କ ଛତିଶଗଡ଼ ଗସ୍ତ; ନୂଆ-ରାୟପୁରରେ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରର ଉଦ୍ଘାଟନ; ରାଷ୍ଟ୍ରକୁ ଉତ୍ସର୍ଗ କଲେ ସଂପ୍ରସାରିତ ଭିଲାଇ ଇସ୍ପାତ କାରଖାନା

June 14th, 02:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ ଗସ୍ତ କରିଛନ୍ତି । ଏହି ଅବସରରେ ସେ ନୂଆ-ରାୟପୁର ସ୍ମାର୍ଟ ସିଟି ଲାଗି ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ସଂପର୍କରେ ଅଧିକାରୀମାନେ ତାଙ୍କୁ ଅବଗତ କରାଇଥିଲେ ।

ଆସନ୍ତାକାଲି ଛତିଶଗଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

June 13th, 11:49 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୁନ 14 ଗୁରୁବାର ଦିନ ଛତିଶଗଡ ଗସ୍ତ କରିବେ ।

​PM's interaction through PRAGATI

May 25th, 06:04 pm