ପ୍ରତ୍ୟେକ ଲକ୍ଷ୍ୟ ହାସଲ ପାଇଁ ଏକତା ଉପରେ ଗୁରୁତ୍ୱାରୋପ କରି ସଂସ୍କୃତ 'ସୁଭାଶିତମ୍ ’ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
June 30th, 11:00 am
ସୁଭାଶିତମ୍ ଗୁରୁତ୍ୱାରୋପ କରେ ଯେ ଯେତେବେଳେ ଆମର ସଂକଳ୍ପ, ଚିନ୍ତାଧାରା ଏବଂ ଭାବନା ଏକାକାର ହୁଏ, ପ୍ରତ୍ୟେକ ପ୍ରୟାସ ସଫଳ ହୁଏ, ଏବଂ ଭାରତବର୍ଷର ପ୍ରତ୍ୟେକ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ଏକତା ସହିତ ଆଗକୁ ବଢ଼ିବା ଉଚିତ୍।Prime Minister greets everyone on Mahashivratri
February 15th, 11:02 am
The Prime Minister, Shri Narendra Modi greeted everyone on the occasion of Mahashivratri, today. “May Adidev Mahadev always keeps his grace upon everyone. May all be blessed with well-being and may our Bharatvarsh sit enthroned at the peak of prosperity”, Shri Modi said.