IFS Officer Trainees of 2025 Batch call on PM Modi
August 24th, 07:13 pm
During the interaction with the Officer Trainees of the 2025 Batch of IFS, PM Modi called upon them to build strong grassroots-level engagement in their countries of posting and deepen India’s connection with local communities. He also emphasised the importance of strengthening the digital presence of Indian Missions and urged the Officer Trainees to work towards making India a more attractive global tourism destination.ତ୍ରିନିଦାଦ ଏବଂ ଟୋବାଗୋରେ ‘ଭାରତ କୋ ଜାନିୟେ’ କୁଇଜ୍ର ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
July 04th, 09:03 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଏବଂ ଟୋବାଗୋରେ ‘ଭାରତ କୋ ଜାନିୟେ’ (ଭାରତକୁ ଜାଣନ୍ତୁ) କୁଇଜର ବିଜେତା ଯୁବପିଢ଼ି ଶଙ୍କର ରାମଜତନ, ନିକୋଲାସ ମରାଜ ଏବଂ ଭିନ୍ସ ମହତୋଙ୍କୁ ଭେଟିଛନ୍ତି ।ଭାରତ କୋ ଜାନିୟେ କ୍ୱିଜରେ ଅଂଶ ଗ୍ରହଣ କରିବାକୁ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
November 23rd, 09:15 am
ଭାରତ କୋ ଜାନିୟେ (Know India) କ୍ୱିଜରେ ଅଂଶ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରବାସୀ ଭାରତୀୟ ଏବଂ ବିଭିନ୍ନ ଦେଶର ବନ୍ଧୁମାନଙ୍କୁ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଏହି କ୍ୱିଜ୍ ଭାରତ ଏବଂ ବିଶ୍ୱବ୍ୟାପୀ ଥିବା ପ୍ରବାସୀ ଭାରତୀୟଙ୍କ ମଧ୍ୟରେ ସମ୍ପର୍କକୁ ଗଭୀର କରିବ । ଏହା ମଧ୍ୟ ଭାରତର ସମୃଦ୍ଧ ଐତିହ୍ୟ ଏବଂ ବିବିଧ ସଂସ୍କୃତିକୁ ପୁନଃଖୋଜିବାର ଏକ ଚମତ୍କାର ଉପାୟ ।