ପ୍ରଧାନମନ୍ତ୍ରୀ ଦିଲ୍ଲୀର ଭଗବାନ ମହାବୀର ବନସ୍ଥଳୀ ଉଦ୍ୟାନରେ ଏକ ଚାରା ରୋପଣ କଲେ: ‘ ମା’ଙ୍କ ନାମରେ ଏକ ଗଛ’ ଅଭିଯାନକୁ ଆଗେଇ ନେବା ଲକ୍ଷ୍ୟରେ ଆରାବଳୀ ଗ୍ରୀନ୍ ୱାଲ ପ୍ରକଳ୍ପ ଅନ୍ତର୍ଗତ ଆରାବଳୀ ପର୍ବତ ଶୃଙ୍ଖଳାକୁ ପୁନର୍ବାର ସମ୍ପୂର୍ଣ୍ଣ ବନକ୍ଷେତ୍ର କରିବାକୁ ସଂକଳ୍ପ ନେଲେ

June 05th, 01:33 pm

ବିଶ୍ୱ ପରିବେଶ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୃକ୍ଷରୋପଣ ଅଭିଯାନରେ ଭାଗ ନେଲେ ଏବଂ ଦିଲ୍ଲୀର ଭଗବାନ ମହାବୀର ବନସ୍ଥଳୀେ ଉଦ୍ୟାନରେ ଏକ ଚାରାରୋପଣ କରି ‘ଏକ ପେଡ଼ ମା କେ ନାମ’ (ମା’ଙ୍କ ନାମରେ ଏକ ଗଛ) ଅଭିଯାନକୁ ଆଗକୁ ବଢ଼ାଇବା ଉଦେ୍ଦଶ୍ୟରେ ଏହି ଅଭିଯାନକୁ ବ୍ୟାପକ ବନାଇବାକୁ ସଂକଳ୍ପ ନେଲେ ।