ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବର୍ଜିସ୍ ଦେଶାଇ, ନିଜ ପୁସ୍ତକର ଏକ କପି ଭେଟି ଦେଲେ

November 18th, 07:29 pm

ପ୍ରସିଦ୍ଧ ଆଇନଜୀବୀ ଶ୍ରୀ ବର୍ଜିସ୍ ଦେଶାଇ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ସାକ୍ଷାତ ସମୟରେ ଶ୍ରୀ ଦେଶାଇ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପୁସ୍ତକର ଏକ କପି ଭେଟି ଦେଇଛନ୍ତି ।