Barak Valley will become a major logistics and trade hub for the North East: PM Modi in Silchar, Assam

March 14th, 11:10 am

Launching multiple development projects worth ₹23,550 crore in Silchar, Assam, PM Modi said the projects will further empower Barak Valley as a logistics hub for the entire North East. He laid the foundation stone for the Shillong–Silchar High-Speed Corridor, noting it will boost local industry, agriculture and tourism. He cautioned that the hard-won era of peace and progress must be protected from regressive forces.

PM Modi inaugurates and lays foundation stones for various development projects worth ₹23,550 crore in Silchar, Assam

March 14th, 10:45 am

Launching multiple development projects worth ₹23,550 crore in Silchar, Assam, PM Modi said the projects will further empower Barak Valley as a logistics hub for the entire North East. He laid the foundation stone for the Shillong–Silchar High-Speed Corridor, noting it will boost local industry, agriculture and tourism. He cautioned that the hard-won era of peace and progress must be protected from regressive forces.

ଦିଲ୍ଲୀ ଚିତ୍ତରଞ୍ଜନ ପାର୍କ ଦୁର୍ଗାପୂଜା ଉତ୍ସବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ

September 30th, 09:24 pm

ମହାଅଷ୍ଟମୀର ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ, ଚିତ୍ତରଞ୍ଜନ ପାର୍କ ଦୁର୍ଗା ପୂଜା ଉତ୍ସବରେ ସାମିଲ ହୋଇଥିଲେ ।

ମୁମ୍ବାଇରେ ଅଭିଜାତ ମରାଠୀ ଭାଷା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

October 05th, 07:05 pm

ମହାରାଷ୍ଟ୍ରର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ, ମୁଖ୍ୟମନ୍ତ୍ରୀ ଶ୍ରୀମାନ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ଅଜିତ ପାୱାର, କେନ୍ଦ୍ରରେ ଥିବା ମୋର ସମସ୍ତ ସହଯୋଗୀ, ଅନେକ ପିଢି ଧରି ନିଜର ଗାୟକିର ଛାପ ଛାଡିଥିବା ଆଶା ପ୍ରସିଦ୍ଦ ଅଭିନେତା ଭାଇ ସଚିନ, ନାମଦେବ କାମ୍ବଲେ, ସଦାନନ୍ଦ ମୋରେ ଜୀ, ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଭାଇ ଦୀପକ, ମଙ୍ଗଳପ୍ରଭାତ ଲୋଧା, ମଙ୍ଗଲପ୍ରଭାତ ଲୋଧା, ବିଜେପିର ମୁମ୍ବାଇ ସଭାପତି ଭାଇ ଆଶିଷ, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଭାଇ ଏବଂ ଭଉଣୀମାନେ !

Prime Minister Shri Narendra Modi participates in Abhijat Marathi language program in Mumbai, Maharashtra

October 05th, 07:00 pm

Addressing the gathering, the Prime Minister remarked that the Marathi language has officially been granted the status of a classical langPrime Minister Narendra Modi participated in the Abhijat Marathi Language program in Mumbai, Maharashtra. Addressing the gathering, PM Modi remarked that the Marathi language has officially been granted the status of a classical language by the Central Government. PM Modi emphasized the significance of this moment, describing it as a golden milestone in the history of the Marathi language as he acknowledged the long-standing aspirations of Marathi-speaking people and expressed delight in contributing towards fulfilling Maharashtra's dream.uage by the Central Government. Shri Modi emphasized the significance of this moment, describing it as a golden milestone in the history of the Marathi language as he acknowledged the long-standing aspirations of Marathi-speaking people and expressed delight in contributing towards fulfilling Maharashtra's dream.

ମରାଠୀ, ପାଲି, ପ୍ରାକୃତ, ଅହମୀୟ ଏବଂ ବଙ୍ଗାଳୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତାକୁ କ୍ୟାବିନେଟ୍ ଅନୁମୋଦନ

October 03rd, 09:38 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ମରାଠୀ, ପାଲି, ପ୍ରାକୃତ, ଅହମିୟା ଏବଂ ବଙ୍ଗଳା ଭାଷାରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦେବାକୁ ମଞ୍ଜୁର କରିଛି । ଶାସ୍ତ୍ରୀୟ ଭାଷାଗୁଡିକ ଭାରତର ଗଭୀର ତଥା ପ୍ରାଚୀନ ସାଂସ୍କୃତିକ ଐତିହ୍ୟର ସଂରକ୍ଷକ ଭାବରେ କାର୍ଯ୍ୟ କରେ, ଯାହା ପ୍ରତ୍ୟେକ ସମ୍ପ୍ରଦାୟର ଐତିହାସିକ ଏବଂ ସାଂସ୍କୃତିକ ମାଇଲ୍‌ଖୁଣ୍ଟ ଦର୍ଶାଇଥାଏ ।