‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

September 24th, 06:33 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

ବେଲଜିୟମର ରାଜା ଫିଲିପଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 27th, 08:59 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଲଜିୟମର ରାଜା ଫିଲିପଙ୍କ ସହ ଆଲୋଚନା କରିଛନ୍ତି । ନିକଟରେ ବେଲଜିୟମର ରାଜକୁମାରୀ ଆଷ୍ଟ୍ରିଡଙ୍କ ନେତୃତ୍ୱରେ ଭାରତ ଆସିଥିବା ବେଲଜିୟମ ଇକୋନୋମିକ୍ ମିସନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା, ବାଣିଜ୍ୟ ଓ ନିବେଶକୁ ପ୍ରୋତ୍ସାହିତ କରିବା,ନବାଚାର ଓ ସ୍ଥିରତା ଦିଗରେ ସହଭାଗିତାକୁ ଅଗେଇନେବା ପ୍ରସଙ୍ଗରେ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବେଲଜିୟମର ରାଜକୁମାରୀ ଆଷ୍ଟ୍ରିଡ

March 04th, 05:49 pm

ବେଲଜିୟମର ରାଜକୁମାରୀ ଆଷ୍ଟ୍ରିଡ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ରାଜକୁମାୀ ଆଷ୍ଟ୍ରିଡ ୨୦୨୫ ମାର୍ଚ୍ଚ ୧ରୁ ୮ ତାରିଖ ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ବେଲଜିଆନ ଇକୋନୋମିକ୍ ମିସନର ନେତୃତ୍ୱ ନେଇ ଭାରତ ଆସିଛନ୍ତି ।

ବେଲଜିୟମ୍‌ର ପ୍ରଧାନମନ୍ତ୍ରୀ ପଦବୀ ଗ୍ରହଣ କରିଥିବାରୁ ବାର୍ଟ ଡେ ୱେଭର୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

February 04th, 09:00 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଲ୍‌ଜିୟମ୍‌ର ପ୍ରଧାନମନ୍ତ୍ରୀ ପଦବୀ ଗ୍ରହଣ କରିଥିବାରୁ ଶ୍ରୀ ବାର୍ଟ ଡେ ୱେଭର୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଭାରତ-ବେଲ୍‌ଜିୟମ୍ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ବିଶ୍ୱ ପ୍ରସଙ୍ଗରେ ସହଯୋଗ ବୃଦ୍ଧି କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଶ୍ରୀ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ।

ବେଲଜିୟମ ପ୍ରଧାନମନ୍ତ୍ରୀ ଆଲେକଜାଣ୍ଡର ଡି କ୍ରୁଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

March 26th, 04:47 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଲଜିୟମର ପ୍ରଧାନମନ୍ତ୍ରୀ ଶ୍ରୀ ଆଲେକଜାଣ୍ଡର ଡି କ୍ରୁଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।

ୟୁଏନଜିଏର 74ତମ ଅଧିବେଶନ ଅବସରରେ ବେଲଜିୟମ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକର ପ୍ରେସ ବିଜ୍ଞପ୍ତି

September 26th, 09:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର 25, 2019ରେ ନ୍ୟୁୟର୍କଠାରେ ଆୟୋଜିତ ୟୁଏନଜିଏର 74ତମ ଅଧିବେଶନର ଉଚ୍ଚସ୍ତରୀୟ ବୈଠକ ଅବସରରେ ବେଲଜିୟମ ପ୍ରଧାନମନ୍ତ୍ରୀ ମିଷ୍ଟର ଚାର୍ଲ୍ସ ମାଇକେଲଙ୍କୁ ସାକ୍ଷାତ କରିଥିଲେ ।

Prime Minister meets His Majesty The King Philippe of Belgium

November 07th, 04:13 pm

Prime Minister Narendra Modi today met and held talks with His Majesty The King Philippe of Belgium.

Terrorism a challenge to entire humanity: PM Modi in Brussels

March 31st, 02:01 am



India is the lone light of hope amidst global slowdown: PM Modi at Community event in Brussels

March 31st, 02:00 am



PM Modi attends 13th India-EU Summit

March 30th, 10:28 pm



A combination of Belgian capacities & India’s economic growth can produce promising opportunities for both sides: PM

March 30th, 07:13 pm



Nothing is impossible, once efforts are coordinated: PM

March 30th, 07:12 pm



PM Modi pays homage to Brussels terror attack victims

March 30th, 05:00 pm



PM Modi meets leading Belgian Indologists in Brussels

March 30th, 03:45 pm



PM Modi meets Members of European and Belgian Parliament in Brussels

March 30th, 03:00 pm



PM Modi arrives in Brussels, Belgium

March 30th, 01:00 am



Share your ideas for the Prime Minister's community programme in Belgium now!

March 29th, 05:57 pm



Prime Minister’s statement prior to his departure to Belgium, USA and Saudi Arabia

March 29th, 01:05 pm



PM condemns the attacks in Brussels

March 22nd, 04:51 pm



PM greets the people of Belgium on their National Day

July 21st, 08:31 am