ମନ କୀ ବାତରେ ଡିଜିଟାଲ ଜନଗଣନା 2027 ରେ ଭାଗ ନେବାକୁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

April 26th, 11:30 am

ଚଳିତ ମାସର ମନ୍ କୀ ବାତ୍ ଏପିସୋଡରେ ପ୍ରଧାନମନ୍ତ୍ରୀ ମୋଦୀ ଆଣବିକ ଏବଂ ପବନ ଶକ୍ତି କ୍ଷେତ୍ରରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ସେ ଭଗବାନ୍ ବୁଦ୍ଧଙ୍କ ଶିକ୍ଷା, ବିଟିଂ ରିଟ୍ରିଟ୍ ସମାରୋହ, ପ୍ରକୃତି ସଂରକ୍ଷଣ, ବାଉଁଶ କ୍ଷେତ୍ର, ପ୍ରାଚୀନ ଗ୍ରନ୍ଥ ଏବଂ ଗାଣିତିକ ଅଲିମ୍ପିଆଡ୍ କାର୍ଯ୍ୟକ୍ରମ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ଆଲୋକପାତ କରିଥିଲେ । ଚାଲିଥିବା ଡିଜିଟାଲ ଜନଗଣନା ଅଭିଯାନ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ବିଟିଂ ରିଟ୍ରିଟ୍ ୨୦୨୬ର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

January 29th, 04:46 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଟିଂ ରିଟ୍ରିଟ୍ ୨୦୨୬ର ଝଲକ ସେୟାର କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ବିଭିନ୍ନ ବ୍ୟାଣ୍ଡର ପ୍ରଦର୍ଶନ ସ୍ମରଣୀୟ ଥିଲା।

ଭାରତର ସମୃଦ୍ଧ ସାମରିକ ଐତିହ୍ୟର ଶକ୍ତିକୁ ଦର୍ଶାଉଛି ବିଟିଂ ରିଟ୍ରିଟ୍ ସମାରୋହ : ପ୍ରଧାନମନ୍ତ୍ରୀ

January 29th, 09:51 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ବିଟିଂ ରିଟ୍ରିଟ୍ ସମାରୋହ ଗଣତନ୍ତ୍ର ଦିବସ ସମାରୋହର ସମାପ୍ତିର ପ୍ରତୀକ। ଏହା ଭାରତର ସମୃଦ୍ଧ ସାମରିକ ଐତିହ୍ୟର ଶକ୍ତିକୁ ପ୍ରଦର୍ଶିତ କରିଥାଏ। ଶ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ପ୍ରତିରକ୍ଷା ପାଇଁ ଉତ୍ସର୍ଗୀକୃତ ଆମର ସଶସ୍ତ୍ର ବାହିନୀ ପାଇଁ ଆମେ ଅତ୍ୟନ୍ତ ଗର୍ବିତ।

ବିଟିଂ ରିଟ୍ରିଟ୍ ସମାରୋହର କିଛି ବିଶେଷ ମୁହୂର୍ତ୍ତ, ଯେଉଁଥିରେ ସଶସ୍ତ୍ର ବାହିନୀ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କୁ ଏକ ନିଆରା ଢ଼ଙ୍ଗରେ ସମ୍ମାନିତ କରିଛନ୍ତି : ପ୍ରଧାନମନ୍ତ୍ରୀ

January 30th, 07:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଟିଂ ରିଟ୍ରିଟ୍ ସମାରୋହର କିଛି ବିଶେଷ ମୁହୂର୍ତ୍ତ ର ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ସଶସ୍ତ୍ର ବାହିନୀ ଭାରତର ସ୍ୱାଧୀନତା ସଂଗ୍ରାମୀଙ୍କୁ ଏକ ନିଆରା ଢ଼ଙ୍ଗରେ ସମ୍ମାନିତ କରିଛନ୍ତି ।

ବିଟିଂ ରିଟ୍ରିଟ ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

January 29th, 10:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଟିଂ ରିଟ୍ରିଟ ଉତ୍ସବରେ ଯୋଗ ଦେଇଛନ୍ତି ।

ବିଟିଂ ରିଟ୍ରିଟ୍ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

January 29th, 08:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଟିଂ ରିଟ୍ରିଟ୍ ସମାରୋହରେ ଯୋଗ ଦେଇଥିଲେ।

‘ବିଟିଂ ଦ ରିଟ୍ରିଟ’ ସମାରୋହର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ

January 29th, 09:15 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ବିଟିଂ ଦ ରିଟ୍ରିଟ’ ସମାରୋହର ଝଲକ ଶେୟାର କରିଛନ୍ତି ।