ଫେବୃୟାରୀ ୨୫ ତାରିଖରେ ‘ବାରିସୁ କନ୍ନଡ ଡିମ୍‍ ଡିମାଭା’ ସାଂସ୍କୃତିକ ମହୋତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 23rd, 05:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ ୨୫, ୨୦୨୩ ଅପରାହ୍ନ ୫ଟାରେ ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ‘ବାରିସୁ କନ୍ନଡ aଡିମ୍‍ ଡିମାଭା’ ସାଂସ୍କୃତିକ ମହୋତ୍ସବକୁ ଉଦଘାଟନ କରିବେ । ଏହି ଅବସରରେ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ ।