ପ୍ରଧାନମନ୍ତ୍ରୀ ମୋଦୀ ମନ କୀ ବାତରେ ପଶ୍ଚିମ ଏସିଆ ସଙ୍କଟ ଦୂର କରିବା ପାଇଁ 140 କୋଟି ଭାରତୀୟଙ୍କ ଏକତା ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି
March 29th, 11:30 am
ଏହି ମାସର ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମ ଏସିଆ ବିବାଦ ବିଷୟରେ କହିଥିଲେ ଏବଂ ସଙ୍କଟ ଦୂର କରିବା ପାଇଁ ଏକତା ରହିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ନାଗରିକମାନଙ୍କୁ ଗୁଜବ ଦ୍ୱାରା ଭ୍ରମିତ ନ ହେବାକୁ ଏବଂ କେବଳ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଉପରେ ନିର୍ଭର କରିବାକୁ ନିବେଦନ କରିଥିଲେ। ପ୍ରଧାନମନ୍ତ୍ରୀ ଜ୍ଞାନ ଭାରତମ୍ ସର୍ଭେ, କ୍ରୀଡା ଏବଂ ଫିଟନେସ୍, ଜଳ ସଂରକ୍ଷଣ, ମାଛ ଚାଷ ଏବଂ ସୌରଶକ୍ତି ଭଳି ପ୍ରମୁଖ ବିଷୟବସ୍ତୁ ଉପରେ ମଧ୍ୟ ଆଲୋକପାତ କରିଥିଲେ।Cabinet approves 4 lane construction from Barabanki to Bahraich in Uttar Pradesh worth Rs.6969.04 crore
March 18th, 04:10 pm
The Cabinet Committee on Economic Affairs, chaired by PM Narendra Modi has approved construction of 4-Lane Access-Controlled National Highway-927 from Barabanki to Bahraich in Uttar Pradesh worth Rs.6969.04 crore. The project will bypass major habitations, increase average travel speeds, reduce travel time to about one hour, and improve overall road safety, fuel efficiency, and vehicle operating costs.ତୁଷ୍ଟୀକରଣ ଆଗରେ ମୁଣ୍ଡ ନୁଆଁଇଛନ୍ତି ଏସପି ଓ କଂଗ୍ରେସ: ୟୁପିର ବାରବାଙ୍କୀରେ ମୋଦୀ
May 17th, 12:23 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବାରବାଙ୍କୀରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରି ଚଳିତ ନିର୍ବାଚନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ବିଜେପିର ବିକାଶ ଓ ସଂସ୍କାର ଏଜେଣ୍ଡା ଜାରି ରଖିବା ପାଇଁ ନିର୍ଣ୍ଣାୟକ ଜନାଦେଶ ର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ସରକାରଙ୍କ ସଫଳତା ଏବଂ ବିରୋଧୀ ଦଳମାନଙ୍କ ସହିତ ସଂପୂର୍ଣ୍ଣ ମତଭେଦ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ବାରବାଙ୍କୀ ଏବଂ ମୋହନଲାଲଗଞ୍ଜବାସୀଙ୍କ ଆଶୀର୍ବାଦ ଏବଂ ସମର୍ଥନ ଲୋଡ଼ିଛନ୍ତି।ଉତ୍ତରପ୍ରଦେଶର ବାରବାଙ୍କୀ, ଫତେପୁର ଓ ହମିରପୁରରେ ଜନସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
May 17th, 11:10 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବାରବାଙ୍କୀ, ଫତେପୁର ଏବଂ ହମିରପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରି ଚଳିତ ନିର୍ବାଚନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ। ବିଜେପିର ବିକାଶ ଓ ସଂସ୍କାର ଏଜେଣ୍ଡାଜାରି ରଖିବା ପାଇଁ ନିର୍ଣ୍ଣାୟକ ଜନାଦେଶ ର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ସରକାରଙ୍କ ସଫଳତା ଏବଂ ବିରୋଧୀ ଦଳମାନଙ୍କ ସହିତ ସଂପୂର୍ଣ୍ଣ ମତଭେଦ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦୀ ବାରବାଙ୍କୀ ଏବଂ ମୋହନଲାଲଗଞ୍ଜବାସୀଙ୍କ ଆଶୀର୍ବାଦ ଏବଂ ସମର୍ଥନ ଲୋଡ଼ିଛନ୍ତି।ବାରାବାଙ୍କି ଠାରେ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ
July 25th, 01:38 pm
ବାରାବାଙ୍କି ଠାରେ ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେରେ ସଡକ ଦୁର୍ଘଟଣାଜନିତ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି । ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିବା ସହ ସ୍ଥାନୀୟ ପ୍ରଶାସନ ଯଥାସମ୍ଭବ ସହାୟତା ପ୍ରଦାନ କରୁଛି ବୋଲି ସେ କହିଛନ୍ତି ।Parivarvadi groups looted poor's ration, BJP ended their game: PM Modi in Barabanki
February 23rd, 12:44 pm
Prime Minister Narendra Modi addressed massive election rallies in Uttar Pradesh’s Barabanki and Kaushambi. Addressing the public meeting he said, “Development of people of Uttar Pradesh gives speed to development of India. The ability of the people of UP enhances the ability of the people of India. But for several decades in UP, the dynasty-oriented governments did not do justice to the ability of UP.”PM Modi campaigns in Uttar Pradesh’s Barabanki and Kaushambi
February 23rd, 12:40 pm
Prime Minister Narendra Modi addressed massive election rallies in Uttar Pradesh’s Barabanki and Kaushambi. Addressing the public meeting he said, “Development of people of Uttar Pradesh gives speed to development of India. The ability of the people of UP enhances the ability of the people of India. But for several decades in UP, the dynasty-oriented governments did not do justice to the ability of UP.”ମଧ୍ୟପ୍ରଦେଶର ଭୋପାଳ ଠାରେ ଦେଶ ଉଦେଶ୍ୟରେ ବିଭିନ୍ନ ରେଳ ପ୍ରକଳ୍ପଗୁଡ଼ିକର ଉତ୍ସର୍ଗୀକରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
November 16th, 01:23 pm
ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦିବେନ ପଟେଲ ଜୀ, ଉତ୍ତର ପ୍ରଦେଶର ଉତ୍ସାହୀ, ତେଜସ୍ୱୀ ଏବଂ କର୍ମଯାଗୀ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ୟୁପିର ଭାଜପା ଅଧ୍ୟକ୍ଷ ଶ୍ରୀ ଖତଂତ୍ର ଦେବ ଜୀ, ୟୁପି ସରକାରଙ୍କ ମନ୍ତ୍ରୀ ଶ୍ରୀ ଜୟ ପ୍ରତାପ ସିଂହ ଜୀ, ଶ୍ରୀ ଧର୍ମବୀର ପ୍ରଜାପତି ଜୀ, ସଂସଦରେ ଥିବା ମୋର ସାଥି ଭଉଣୀ ମେନକା ଗାନ୍ଧି ଜୀ, ଅନ୍ୟ ଜନ-ପ୍ରତିନିଧିଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ ।ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
November 16th, 01:19 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏଠାରେ ପୂର୍ବାଞ୍ଚଳ ଏକ୍ସପ୍ରେସୱେର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ସୁଲତାନପୁର ଜିଲ୍ଳାର ଏକ୍ସପ୍ରେସୱେରେ ଦୀର୍ଘ ୩.୨ କିଲୋମିଟର ଦୀର୍ଘ ଏୟାରଷ୍ଟ୍ରୀପ୍ରେ ଭାରତୀୟ ବାୟୁସେନାର ଚିତ୍ତାକର୍ଷକ ବିମାନ ଉଡ଼ାଣ ପ୍ରଦର୍ଶନକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉପଭୋଗ କରିଛନ୍ତି ।ନଭେମ୍ବର ୧୬ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତରପ୍ରଦେଶ ଗସ୍ତ ଓ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଉଦଘାଟନ
November 15th, 11:16 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଉତ୍ତର ପ୍ରଦେଶ ଗସ୍ତ କରି ସୁଲତାନପୁର ଜିଲ୍ଲାର କରୱାଲ ଖେରୀଠାରେ ଦିନ ସାଢ଼େ ଗୋଟାଏ ବେଳେ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ ।ବାରାବାଙ୍କି ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ
July 28th, 09:58 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରାବାଙ୍କିରେ ସଡକ ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁ ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି ।PM Modi addresses public rally in Barabanki, Uttar Pradesh
February 16th, 02:22 pm
ଉତ୍ତରପ୍ରଦେଶର ଜନତାଙ୍କ କଲ୍ୟାଣ ଆମର ପ୍ରଥମ ପ୍ରାଥମିକତା :ପ୍ରଧାନମନ୍ତ୍ରୀ ମୋଦୀ
February 16th, 02:20 pm
PM Modi addressed huge public meetings in Hardoi and Barabanki districts of Uttar Pradesh. Shri Modi opined that unless Samajwadi party, Bahujan Samaj Party and Congress are removed from Uttar Pradesh, the state would not develop. Prime Minister Modi said that the BJP was committed to empower the poor. he spoke at length about several government initiatives aimed at transforming lives of people.