ସେପ୍ଟେମ୍ବର ୨୬ରେ “ବିହାରର ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା”ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

September 25th, 06:44 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୬ ସକାଳ ପ୍ରାୟ ୧୧ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାରର ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’ର ଶୁଭାରମ୍ଭ କରିବେ । କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ବିହାରର ୭୫ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ୧୦-୧୦ ହଜାର ଟଙ୍କା, ଅର୍ଥାତ ୭,୫୦୦ କୋଟି ଟଙ୍କା ହସ୍ତାନ୍ତରିତ କରିବେ ।

ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

August 23rd, 10:10 pm

ମୁଁ ୱାର୍ଲ୍ଡ ଲିଡର୍ସ ଫୋରମକୁ ଆସିଥିବା ସମସ୍ତ ଅତିଥିଙ୍କୁ ଅଭିନନ୍ଦନ କରୁଛି । ଏହା ଫୋରମର ଉଚିତ ସମୟ, ତେଣୁ ଆପଣମାନଙ୍କୁ ପ୍ରଶଂସା କରୁଛି । ଏହି ଗତ ସପ୍ତାହରେ ମୁଁ ଲାଲକିଲ୍ଲାରୁ ପରବର୍ତ୍ତୀ ପିଢ଼ି ସଂସ୍କାର ବିଷୟ କହିଥିଲି, ଏବେ ଏହି ଫୋରମ ସେହି ଉଚ୍ଛ୍ୱାସକୁ ବହୁମୁଖୀ ଭୂମିକାରେ କାର୍ଯ୍ୟକାରୀ କରୁଛି ।

ନୂଆଦିଲ୍ଲୀରେ ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

August 23rd, 05:43 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଇକୋନୋମିକ ଟାଇମ୍ସ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଓ୍ବାର୍ଲ୍ଡ ଲିଡର୍ସ ଫୋରମରେ ଯୋଗ ଦେଇଥିବା ସମ୍ମାନିତ ଅତିଥିମାନଙ୍କୁ ସ୍ବାଗତ କରିଥିଲେ । ଏକ ପ୍ରକୃଷ୍ଟ ସମୟରେ ଏହି ଫୋରମର ଆୟୋଜନ ହୋଇଥିବା ପ୍ରକାଶ କରି ଶ୍ରୀ ମୋଦୀ ଏହାର ଆୟୋଜକମାନଙ୍କୁ ପ୍ରସଂଶା କରିଥିଲେ । ସେ କହିଥିଲେ ଯେ ଗତ ସପ୍ତାହରେ ସେ ଲାଲକିଲ୍ଲାରୁ ପରବର୍ତ୍ତି ପିଢିର ସଂସ୍କାର କଥା କହିଥିଲେ ଓ ଏହି ଫୋରମ ଉକ୍ତ ଚିନ୍ତାଧାରାର ଶକ୍ତିକୁ ବହୁଗୁଣିତ କରିବା ଲାଗି କାମ କରୁଛି ।

ଟିଭି-9 ଶିଖର ସମ୍ମିଳନୀ 2025ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

March 28th, 08:00 pm

ଶ୍ରୀମାନ ରାମେଶ୍ୱର ଗାରୁ ଜୀ, ରାମୁ ଜୀ, ବରୁଣ ଦାସ ଜୀ, ଟିଭି-9ର ପୂରା ଟିମ୍, ମୁଁ ଆପଣଙ୍କ ନେଟୱାର୍କର ସମସ୍ତ ଦର୍ଶକଙ୍କୁ, ଏଠାରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି ଶିଖର ସମ୍ମିଳନୀ ପାଇଁ ଅଭିନନ୍ଦନ ଜଣାଉଛି।

Prime Minister Shri Narendra Modi addresses TV9 Summit 2025

March 28th, 06:53 pm

PM Modi participated in the TV9 Summit 2025. He remarked that India now follows the Equi-Closeness policy of being equally close to all. He emphasized that the world is eager to understand What India Thinks Today. PM remarked that India's approach has always prioritized humanity over monopoly. “India is no longer just a ‘Nation of Dreams’ but a ‘Nation That Delivers’”, he added.

କମ୍‌ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣ (ପିଟୁଏମ) ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି

March 19th, 04:05 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ୨୦୨୪-୨୫ ବର୍ଷ ପାଇଁ ‘ବ୍ୟକ୍ତିରୁ ବ୍ୟବସାୟୀଙ୍କୁ (ପିଟୁଏମ) କମ୍ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନା’କୁ ନିମ୍ନ ମତେ ମଞ୍ଜୁର କରାଯାଇଛି :

କାନପୁର ମେଟ୍ରୋ ପ୍ରକଳ୍ପ ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

December 28th, 01:49 pm

ଭାରତ ମାତାଙ୍କର ଜୟ ହେଉ, ଭାରତ ମାତାଙ୍କର ଜୟ ହେଉ । ଉତରପ୍ରଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ହରଦୀପ ପୁରୀ ଜୀ, ଏଠାକାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜୀ, ସାଧ୍ୱୀ ନିରଞ୍ଜନ ଜ୍ୟୋତି ଜୀ, ଭାନୁପ୍ରତାପ ବର୍ମା ଜୀ, ଉତରପ୍ରଦେଶର ମନ୍ତ୍ରୀ ଶ୍ରୀ ସତୀଶ ମହାନା ଜୀ, ନୀଳିମା କଟିୟାର ଜୀ, ରଣବେନ୍ଦ୍ର ପ୍ରତାପ ଜୀ, ଲଖନ ସିଂହ ଜୀ, ଅଜିତ ପାଲ୍ ଜୀ, ଏଠାରେ ଉପସ୍ଥିତ ସମସ୍ତ ଆଦରଣୀୟ ସାଂସଦ, ସମସ୍ତ ଶ୍ରଦ୍ଧେୟ ବିଧାୟକଗଣ, ଅନ୍ୟ ସମସ୍ତ ଜନପ୍ରତିନିଧି ଏବଂ ମୋର ପ୍ରିୟ ଭାଇ ଏବଂ ଭଉଣୀମାନେ! ଋଷି ମୁନି ମାନଙ୍କର ତପସ୍ଥଳୀ, ସ୍ୱାଧୀନତା ସଂଗ୍ରାମୀ ଏବଂ କ୍ରାନ୍ତିବୀର ମାନଙ୍କର ପ୍ରେରଣା ସ୍ଥଳୀ, ସ୍ୱାଧୀନ ଭାରତର ଓøଦ୍ୟୋଗିକ ସାମର୍ଥ୍ୟକୁ ଶକ୍ତି ପ୍ରଦାନ କରୁଥିବା ଏହି କାନପୁରକୁ ମୋର ଶତ ଶତ ପ୍ରଣାମ । ଏହି କାନପୁର ହେଉଛି ସେହି ସ୍ଥାନ ଯାହା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ସୁନ୍ଦର ସିଂହ ଭଣ୍ଡାରୀ ଜୀ ଏବଂ ଅଟଳ ବିହାରୀ ବାଜପେୟୀ ଜୀଙ୍କ ଭଳି ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱଙ୍କୁ ଗଢ଼ିବା କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ଏବଂ ଆଜି କେବଳ କାନପୁର ଖୁସି ଅଛି, ସେମିତି ନୁହେଁ, ବରୁଣ ଦେବତା ମଧ୍ୟ ଏହି ଖୁସିରେ ସାମିଲ୍ ହେବା ନିମନ୍ତେ ମନ ବଳେଇଛନ୍ତି ।

କାନପୁର ମେଟ୍ରୋ ରେଳ ପ୍ରକଳ୍ପକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

December 28th, 01:46 pm

ପ୍ରଧାନମନ୍ତ୍ରୀଶ୍ରୀ ନରେନ୍ଦ୍ର ମୋଦୀ ଆଜି କାନପୁର ମେଟ୍ରୋ ରେଳ ପ୍ରକଳ୍ପକୁ ଉଦ୍ଘାଟନ କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ କାନପୁର ମେଟ୍ରୋରେଳ ପ୍ରକଳ୍ପକୁ ପରିଦର୍ଶନ କରିବ ।ସହ ଆଇଆଇଟି ମେଟ୍ରୋ ଷ୍ଟେସନ ଠାରୁ ଗୀତା ନଗର ପର୍ଯ୍ୟନ୍ତ ମେଟ୍ରୋ ରେଳଯାତ୍ରା କରିଛନ୍ତି ।ଏହି ଅବସରରେ ପ୍ରଧାନମନ୍ତ୍ରୀ ବୀନା- ପାଙ୍କି ମଲଟିପ୍ରଡକ୍ଟ ପାଇପଲାଇନ୍ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି ।ଏହି ପାଇପ ଲାଇନ୍ ମଧ୍ୟ ପ୍ରଦେଶର ବୀନା ତୈଳ ବିଶୋଧନାଗାର ଠାରୁ କାନପୁରର ପାଙ୍କି ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛିଏବଂଏହା ଫଳରେ ବୀନା ବିଶୋଧନାଗାର କ୍ଷେତ୍ରର ପେଟ୍ରୋଲିୟମ୍‌ଜାତ ପଦାର୍ଥ ଏହି କ୍ଷେତ୍ରରେ ସହଜରେ ଉପଲବ୍ଧ ହୋଇପାରିବ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ ।

ଅଖିଳ ଭାରତ ମେୟର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦତ୍ତ ଉଦ୍‌ବୋଧନ

December 17th, 05:32 pm

ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଉତ୍ତର ପ୍ରଦେଶର ଯଶସ୍ୱୀ ମୁଖ୍ୟମନ୍ତ୍ରୀ ତଥା ଜନସାଧାରଣଙ୍କ ଉପଯୋଗୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ର କ୍ୟାବିନେଟର ମୋର ସହଯୋଗୀ ଶ୍ରୀ ହରଦୀପ ସିଂହ ପୁରୀଜୀ, ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରୀ ଶ୍ରୀ ଆଶୁତୋଷ ଟଣ୍ଡନଜୀ, ନୀଳକଣ୍ଠ ତିୱାରୀଜୀ, ଅଖିଳ ଭାରତ ମେୟର ପରିଷଦର ଅଧ୍ୟକ୍ଷ ଶ୍ରୀ ନବୀନ ଜୈନଜୀ, କାଶରୀରେ ଉପସ୍ଥିତ ଏବଂ ଦେଶର କୋଣ ଅନୁକୋଣରୁ ଯୋଡ଼ି ହୋଇଥିବା ସମସ୍ତ ମେୟର ସାଥୀଗଣ, ଅନ୍ୟ ମହାନୁଭବଗଣ, ଭାଇ ଏବଂ ଭଉଣୀଗଣ,

ସର୍ବଭାରତୀୟ ମେୟର ସମ୍ମିଳନୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌‌ଘାଟିତ ମହାନଗରୀଗୁଡିକୁ ଅଧିକ ଜୀବନ୍ତ କରିବାକୁ ମେୟରମାନେ ଅନେକ ପଦକ୍ଷେପ ନେଇପାରିବେ

December 17th, 10:09 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସର୍ବଭାରତୀୟ ମେୟର ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ ଏହି ଅବସରରେ ଉପସ୍ଥିତ ଥିଲେ ।

ଡିସେମ୍ବର ୧୨ରେ ବ୍ୟାଙ୍କ ଜମାରାଶି ବୀମା କାର୍ଯ୍ୟକ୍ରମ ଅବସରରେ ଜମାକାରୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

December 11th, 09:55 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୨, ୨୦୨୧ ମଧ୍ୟାହ୍ନ ୧୨ଟା ବେଳେ ବିଜ୍ଞାନ ଭବନ ଠାରେ “ଡିପୋଜିଟର୍ସ ଫାଷ୍ଟ: ଗ୍ୟାରେଣ୍ଟେଡ ଟାଇମ-ବାଉଣ୍ଡ ଡିପୋଜିଟ ଇନସ୍ୟୁରାନ୍ସ ପେମେଣ୍ଟ ଅପ ଟୁ ଫାଇଭ ଲାଖ ରୁପିଜ (ପ୍ରଥମେ ଜମାକାରୀ: ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମୟବଦ୍ଧ ଜମାରାଶି ବୀମା ନିଶ୍ଚୟତା)” କାର୍ଯ୍ୟକ୍ରମରେ ଉଦବୋଧନ ଦେବେ ।

ନିର୍ବାଧ ଋଣ ପ୍ରବାହ ଏବଂ ଆର୍ଥିକ ବିକାଶ ପାଇଁ ସମନ୍ୱୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

November 18th, 12:31 pm

ଦେଶର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଜୀ, ଅର୍ଥ ରାଜ୍ୟ ମନ୍ତ୍ରୀ ଶ୍ରୀ ପଙ୍କଜ ଚୌଧୁରୀ ଜୀ, ଡକ୍ଟର ଭାଗବତ କରାଡ ଜୀ, ଆରବିଆଇ ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତା ଦାସ ଜୀ, ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ସମସ୍ତ ବିଶିଷ୍ଟ ବ୍ୟକ୍ତି, ଭାରତୀୟ ଉଦ୍ୟୋଗ ଜଗତର ସମସ୍ତ ସମ୍ମାନିତ ସାଥୀ, କାର୍ଯ୍ୟକ୍ରମ ସହିତ ଯୋଡ଼ି ହୋଇଥିବା ଅନ୍ୟ ସମସ୍ତ ମହାନୁଭବ, ଭାଇ ଓ ଭଉଣୀମାନେ ।

ପ୍ରଧାନମନ୍ତ୍ରୀ "ବାଧାମୁକ୍ତ ଋଣ ପ୍ରବାହ ଏବଂ ଆର୍ଥିକ ବିକାଶ ପାଇଁ ସୁଯୋଗ ସ୍ଥାପନ” ସମ୍ପର୍କିତ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି

November 18th, 12:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ବାଧାମୁକ୍ତ ଋଣ ପ୍ରବାହ ଏବଂ ଆର୍ଥିକ ବିକାଶ ପାଇଁ ସୁଯୋଗ ସ୍ଥାପନ” ଉପରେ ଆୟୋଜିତ ସମ୍ମିଳନୀର ଉଦ୍‍ଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ।

ନଭେମ୍ବର ୧୮ରେ ‘ବାଧାମୁକ୍ତ ଋଣ ପ୍ରବାହ ଏବଂ ଆର୍ଥିକ ବିକାଶ ଲାଗି ସମନ୍ୱୟ ସ୍ଥାପନ’ ଉପରେ ସମ୍ମିଳନୀରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

November 18th, 12:10 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୮ ନଭେମ୍ବର, ୨୦୨୧ ଦିନ ୧୨ଟା ସମୟରେ ନୂଆଦିଲ୍ଲୀର ଅଶୋକ ହୋଟେଲ ଠାରେ ‘ବାଧାମୁକ୍ତ ଋଣ ପ୍ରବାହ ଏବଂ ଆର୍ଥିକ ବିକାଶ ପାଇଁ ସମନ୍ୱୟ ସ୍ଥାପନ’ ବିଷୟବସ୍ତୁ ଉପରେ ଆୟୋଜିତ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଉଦବୋଧନ ଦେବେ।

ପ୍ରଥମ ଅଡିଟ୍ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

November 16th, 12:02 pm

ଆଜି ପ୍ରଥମ ଅଡିଟ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେଇଛନ୍ତି । ଏହି ଅବସରରେ ସେ ମଧ୍ୟ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଭାରତର କମ୍ପଟ୍ରୋଲର ଓ ଅଡିଟର ଜେନେରାଲ (ସିଏଜି) ଶ୍ରୀ ଗିରିଶଚନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।

74ତମ ସ୍ୱାଧୀନତା ଦିବସ ସମାରୋହ-ଅଗଷ୍ଟ 15, 2020 ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

August 15th, 02:49 pm

ଆଜି ଆମେ ସ୍ୱାଧୀନ ଭାରତରେ ଶାନ୍ତିରେ ନିଶ୍ୱାସ ନେଉଛୁ, ଏହା ପଛରେ ମା’ ଭାରତୀଙ୍କ ଲକ୍ଷ ଲକ୍ଷ ସନ୍ତାନଙ୍କ ତ୍ୟାଗ, ବଳିଦାନ ଓ ଦେଶକୁ ସ୍ୱାଧୀନ କରିବା ଲାଗି ସମର୍ପଣ ରହିଛି । ଆଜି ସେ ସମସ୍ତ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଶହୀଦମାନଙ୍କୁ ପ୍ରଣାମ କରିବାର ପର୍ବ ।

74ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀର ଉପରୁ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍‌ବୋଧନ

August 15th, 02:38 pm

ମୋର ପ୍ରିୟ ଦେଶବାସୀ, ଆଜିର ଏହି ଶୁଭ ଅବସରରେ ଆପଣମାନଙ୍କୁ ମୁଁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରୁଛି ।

India celebrates 74th Independence Day

August 15th, 07:11 am

Prime Minister Narendra Modi addressed the nation on the occasion of 74th Independence Day. PM Modi said that 130 crore countrymen should pledge to become self-reliant. He said that it is not just a word but a mantra for 130 crore Indians. “Like every young adult in an Indian family is asked to be self-dependent, India as nation has embarked on the journey to be Aatmanirbhar”, said the PM.

No matter how much the ‘Mahamilawati’ groups come together, the Chowkidaar is going to stay alert of their corrupt actions: PM

February 08th, 01:02 pm

Prime Minister Narendra Modi addressed a public meeting in Raigarh, Chhattisgarh today.

PM Modi addresses public meeting in Raigarh, Chhattisgarh

February 08th, 01:01 pm

Prime Minister Narendra Modi addressed a public meeting in Raigarh, Chhattisgarh today.