ଉତ୍ତର ପ୍ରଦେଶର ବାରାଣସୀରେ ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

April 28th, 05:30 pm

ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ଏହାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ , ସଂସଦରେ ମୋର ସହଯୋଗୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ନୀତିନ ନବୀନ , ଉତ୍ତର ପ୍ରଦେଶର ସାଂସଦ ଏବଂ ୟୁପି ବିଜେପି ସଭାପତି ଶ୍ରୀଯୁକ୍ତ ପଙ୍କଜ ଚୌଧୁରୀ , ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷା ଭଉଣୀ ପୁନମ ମୌର୍ଯ୍ୟ , ମଞ୍ଚରେ ଉପସ୍ଥିତ କାଶୀର ମହିଳା ପରିଷଦର ଏବଂ ଗ୍ରାମମୁଖ୍ୟମାନେ, ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ଏଠାରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିବା ମୋର ମା, ଭଉଣୀ ଏବଂ ଝିଅମାନେ। ଆପଣମାନଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା।

ବାରଣାସୀରେ ମହିଳା ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

April 28th, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରଣାସୀରେ ଏକ ସମ୍ମିଳନୀରେ ମହିଳାମାନଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଥିଲେ, ଯେଉଁଠାରେ ସେ ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଥିଲେ।

PM to visit Uttar Pradesh on 28-29 April

April 26th, 03:46 pm

PM Modi will visit Uttar Pradesh on 28-29 April. During the visit, he will participate in a Mahila Sammelan and also launch various development projects worth around ₹6,350 crore in Varanasi. Later, he will perform darshan and pooja at the Shri Kashi Vishwanath Temple and inaugurate the Ganga Expressway in Hardoi. The expressway will drive holistic economic growth across the state.

Uttar Pradesh is no longer just a land of possibilities but of competence and accomplishments: PM Modi in Varanasi

April 11th, 11:00 am

PM Modi laid the foundation stone and inaugurated various development projects worth over Rs 3,880 crore in Varanasi. The PM exclaimed that in the last 10 years, the development of Banaras has gained a new momentum. He emphasized the strengthening of connectivity through infrastructure projects, the campaign to provide tap water to every household, and the expansion of education, health, and sports facilities.

PM Modi lays foundation stone, inaugurates development works worth over Rs 3,880 crore in Varanasi,Uttar Pradesh

April 11th, 10:49 am

PM Modi laid the foundation stone and inaugurated various development projects worth over Rs 3,880 crore in Varanasi. The PM exclaimed that in the last 10 years, the development of Banaras has gained a new momentum. He emphasized the strengthening of connectivity through infrastructure projects, the campaign to provide tap water to every household, and the expansion of education, health, and sports facilities.

ଉତ୍ତରପ୍ରଦେଶର ବାରଣାସୀରେ କୃଷକ ସମ୍ମାନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 18th, 05:32 pm

ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ମୋର ସହଯୋଗୀ ଶିବରାଜ ସିଂହ ଚୌହାନ, ଭାଗୀରଥ ଚୌଧୁରୀ ଜୀ, ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ, ବିଧାନ ପରିଷଦର ସଦସ୍ୟ ତଥା ଭାରତୀୟ ଜନତା ପାର୍ଟି ସଭାପତି ଶ୍ରୀ ଭୂପେନ୍ଦ୍ର ଚୌଧୁରୀଜୀ, ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀଗଣ, ଜନପ୍ରତିନିଧି ଗଣ ଏବଂ ବିଶାଳ ସଂଖ୍ୟାରେ ଏଠାକୁ ଆସିଥିବା ମୋର କୃଷକ ଭାଇ ଭଉଣୀମାନେ କାଶୀର ମୋ ପରିବାର ସଦସ୍ୟ, ନିର୍ବାଚନ ଜିତିବା ପରେ ଆଜି ମୁଁ ପ୍ରଥମ ଥର ପାଇଁ ବନାରସ ଗସ୍ତ ଆସିଛି। କାଶୀ ଜନତା ଜନାର୍ଦ୍ଦନଙ୍କୁ ମୋର ପ୍ରଣାମ ।

ଉତ୍ତରପ୍ରଦେଶର ବାରାଣସୀରେ କିଷାନ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

June 18th, 05:00 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀଠାରେ ଆୟୋଜିତ କୃଷକ ସମ୍ମାନ ସମ୍ମିଳନୀକୁ ସମ୍ବୋଧିତ କରିବା ସହ ପ୍ରାୟ ୯.୨୬ କୋଟି ହିତାଧିକାରୀ କୃଷକଙ୍କୁ ୨୦,୦୦୦ କୋଟି ରୁ ଅଧିକ ଟଙ୍କାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ)ର ସପ୍ତଦଶ କିସ୍ତି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ମାଧ୍ୟମରେ ହସ୍ତାନ୍ତର କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ହଜାରରୁ ଅଧିକ ମହିଳାଙ୍କୁ କୃଷି ସଖୀ ଭାବେ ପ୍ରମାଣପତ୍ର ପ୍ରଦାନ କରିଥିଲେ। ବୈଷୟିକ ଜ୍ଞାନକୌଶଳ ଜରିଆରେ ସାରା ଦେଶର କୃଷକଙ୍କୁ ଏହି କାର୍ଯ୍ୟକ୍ରମ ସହ ଯୋଡାଯାଇଥିଲା ।

ବାରଣାସୀରେ ଭୋଟରଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

May 30th, 02:32 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତ୍ତା ଜରିଆରେ ନିଜ ସଂସଦୀୟ କ୍ଷେତ୍ର ବାରାଣସୀର ଭୋଟରଙ୍କ ସହ ଯୋଗାଯୋଗ କରିଛନ୍ତି। ବାବା ବିଶ୍ୱନାଥଙ୍କ ଅସୀମ କୃପା ଓ କାଶୀବାସୀଙ୍କ ଆଶୀର୍ବାଦ ଯୋଗୁଁ ହିଁ ଏହି ସହରର ପ୍ରତିନିଧିତ୍ୱ ସମ୍ଭବ ହୋଇପାରିଛି ବୋଲି ସେ ପ୍ରକାଶ କରିଛନ୍ତି। ଏହି ନିର୍ବାଚନକୁ ଏକ ନୂତନ କାଶୀ ସହିତ ଏକ ନୂତନ ଏବଂ ବିକଶିତ ଭାରତ ଗଠନର ଏକ ସୁଯୋଗ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କାଶୀବାସିନ୍ଦା, ବିଶେଷକରି ଯୁବକ, ମହିଳା ଏବଂ କୃଷକମାନଙ୍କୁ ଜୁନ୍ ୧ ତାରିଖରେ ରେକର୍ଡ ସଂଖ୍ୟକ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରିଥିଲେ ।

ଘର ଭଳି, ମହିଳାଙ୍କ ବିନା ଦେଶ ଚାଲିପାରିବ ନାହିଁ: ବାରାଣସୀ, ୟୁପିରେ ମୋଦି

May 21st, 06:00 pm

ବାରଣାସୀରେ ଆୟୋଜିତ ମହିଳା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନାରସବାସୀଙ୍କ ଉପରେ ତାଙ୍କର ଅତୁଟ ବିଶ୍ୱାସକୁ ଦୋହରାଇଥିଲେ ଏବଂ ଗତ ଦଶନ୍ଧି ମଧ୍ୟରେ ମହିଳା ସଶକ୍ତୀକରଣ ଏବଂ ବିକାଶ ଦିଗରେ ତାଙ୍କ ସରକାର କରିଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର ସମୟରେ ସେମାନଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ମଧ୍ୟ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ।

ଉତ୍ତରପ୍ରଦେଶର ବାରଣାସୀରେ ମହିଳା ସମ୍ମିଳନୀକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

May 21st, 05:30 pm

ବାରଣାସୀରେ ଆୟୋଜିତ ମହିଳା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନାରସବାସୀଙ୍କ ଉପରେ ତାଙ୍କର ଅତୁଟ ବିଶ୍ୱାସକୁ ଦୋହରାଇଥିଲେ ଏବଂ ଗତ ଦଶନ୍ଧି ମଧ୍ୟରେ ମହିଳା ସଶକ୍ତୀକରଣ ଏବଂ ବିକାଶ ଦିଗରେ ତାଙ୍କ ସରକାର କରିଥିବା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଚାର ସମୟରେ ସେମାନଙ୍କ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ମଧ୍ୟ ଉପସ୍ଥିତ ଲୋକଙ୍କୁ ଅନୁରୋଧ କରିଥିଲେ।

As long as Modi is alive, no one can take away ST-SC-OBC reservation: PM Modi in Banaskantha

May 01st, 04:30 pm

Prime Minister Narendra Modi addressed a public meeting in Banaskantha, Gujarat, marking the celebration of Gujarat's Foundation Day. PM Modi began his speech by expressing gratitude for the opportunity to seek blessings for his third term in the central government, emphasizing the significance of Gujarat in his political journey.

PM Modi addresses public meetings in Banaskantha and Sabarkantha, Gujarat

May 01st, 04:00 pm

Prime Minister Narendra Modi addressed public meetings in Banaskantha and Sabarkantha, Gujarat, marking the celebration of Gujarat's Foundation Day. PM Modi began his speech by expressing gratitude for the opportunity to seek blessings for his third term in the central government, emphasizing the significance of Gujarat in his political journey.

India is the Future: PM Modi

February 26th, 08:55 pm

Prime Minister Narendra Modi addressed the News 9 Global Summit in New Delhi today. The theme of the Summit is ‘India: Poised for the Big Leap’. Addressing the gathering, the Prime Minister said TV 9’s reporting team represents the persity of India. Their multi-language news platforms made TV 9 a representative of India's vibrant democracy, the Prime Minister said. The Prime Minister threw light on the theme of the Summit - ‘India: Poised for the Big Leap’, and underlined that a big leap can be taken only when one is filled with passion and enthusiasm.

PM addresses News 9 Global Summit

February 26th, 07:50 pm

Prime Minister Narendra Modi addressed the News 9 Global Summit in New Delhi today. The theme of the Summit is ‘India: Poised for the Big Leap’. Addressing the gathering, the Prime Minister said TV 9’s reporting team represents the persity of India. Their multi-language news platforms made TV 9 a representative of India's vibrant democracy, the Prime Minister said. The Prime Minister threw light on the theme of the Summit - ‘India: Poised for the Big Leap’, and underlined that a big leap can be taken only when one is filled with passion and enthusiasm.

ସମବାୟ କ୍ଷେତ୍ରରେ ଥିବା ବହୁମୁଖୀ ଉଦ୍ୟୋଗର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ ମୋଦୀ

February 24th, 10:36 am

ଆଜି ଭାରତ ମଣ୍ଡପମ ବିକଶିତ ଭାରତର ଅମୃତ ଯାତ୍ରା ଅବସରରେ ମିଳିଥିବା ଅଭିଜ୍ଞତାର ଏକ ସାକ୍ଷୀ। ସମବାୟରୁ ସମୃଦ୍ଧିର ଯେଉଁ ସଂକଳ୍ପ ଦେଇ ନେଇଛି, ଏହାକୁ ସାକାର କରିବା ଦିଗରେ ଆମେ ଆଜି ଆଗକୁ ବଢ଼ିଚାଲିଛୁ। କୃଷି ଏବଂ କୃଷକଙ୍କ ମୂଳଦୁଆ ମଜଭୁତ କରିବା ପାଇଁ ସମବାୟର ଶକ୍ତି ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ। ଏହି ବିଚାରକୁ ନେଇ ଆମେ ଅଲଗା ସମବାୟ ମନ୍ତ୍ରଣାଳୟ ଗଠନ କରିଛୁ। ଏବେ ଏହି ବିଚାରଧାରାକୁ ନେଇ ଆଜିର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଜି ଆମେ ଆମ କୃଷକମାନଙ୍କ ପାଇଁ ବିଶ୍ବର ସବୁଠାରୁ ବଡ଼ ଶସ୍ୟ ଭଣ୍ଡାର ଯୋଜନା ଅନ୍ୟ ଅର୍ଥରେ ଭଣ୍ଡାରଣ ଯୋଜନା ଆରମ୍ଭ କରୁଛୁ। ଏହା ପରେ ପରେ ଦେଶର ପ୍ରତି କୋଣରେ ହଜାର ହଜାର ଓୟାର ହାଉସ (ଭଣ୍ଡାର ଗୃହ) ନିର୍ମାଣ କରାଯିବ। ହଜାର ହଜାର ଗୋଦାମ ମଧ୍ୟ ନିର୍ମାଣ କରାଯିବ। ଆଜି 18 ହଜାର ପେକ୍ସର କମ୍ପ୍ୟୁଟର ଶିକ୍ଷା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଏହି ସମସ୍ତ କାର୍ଯ୍ୟ ଦେଶର କୃଷିକୁ ଆଧୁନିକ ବୈଷୟିକ ଜ୍ଞାନକୌଶଳ ସହିତ ସଂଯୁକ୍ତ କରିବ। ମୁଁ ଏହି ସମସ୍ତ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ଏବଂ ଭବିଷ୍ୟତଦ୍ରଷ୍ଟା ପରିଣାମ ରହିଥବା କାର୍ଯ୍ୟକୁ ନେଇ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି ଏବଂ ଅନେକ ଶୁଭକାମନା ମଧ୍ୟ ଦେଉଛି।

ପ୍ରଧାନମନ୍ତ୍ରୀ ସମବାୟ କ୍ଷେତ୍ର ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଉଦଘାଟନ କରିଛନ୍ତି ଏବଂ ଶିଳାନ୍ୟାସ କରିଛନ୍ତି

February 24th, 10:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ସମବାୟ କ୍ଷେତ୍ର ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପର ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ୧୧ ଟି ରାଜ୍ୟର ୧୧ଟି ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ)ରେ ଚାଲିଥିବା 'ସମବାୟ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା' ର ପାଇଲଟ୍ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ଏହି ପଦକ୍ଷେପ ଅଧୀନରେ ଗୋଦାମ ଏବଂ ଅନ୍ୟାନ୍ୟ କୃଷି ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ଅତିରିକ୍ତ ୫୦୦ଟି ପ୍ୟାକ୍ସର ଶିଳାନ୍ୟାସ କରିଥିଲେ ।

Banas Kashi Sankul will give a boost to the income of more than 3 lakh farmers: PM Modi

February 23rd, 02:45 pm

Prime Minister Narendra Modi inaugurated and laid the foundation stone for multiple development projects worth more than Rs 13,000 crore in Varanasi. Addressing the gathering, the Prime Minister expressed gratitude for being present in Kashi once again and recalled being elected as the Parliamentarian of the city 10 years ago. He said that in these 10 years, Banaras has transformed him into a Banarasi.

ବାରାଣସୀରେ ୧୩,୦୦୦ କୋଟି ରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ

February 23rd, 02:28 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣସୀରେ ୧୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ ବାରାଣସୀର କରଖିଆଓଁସ୍ଥିତ ୟୁପିଏସଆଇଡିଏ ଆଗ୍ରୋ ପାର୍କରେ ନିର୍ମିତ ବନାସକଣ୍ଠା ଜିଲ୍ଲା ସମବାୟ ଦୁଗ୍ଧ ଉତ୍ପାଦକ ସଂଘ ଲିମିଟେଡର ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ୍ ବନାସ କାଶୀ ସଂକୁଳ ପରିଦର୍ଶନ କରିବା ସହ ଗାଈ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ନିଯୁକ୍ତି ପତ୍ର ଏବଂ ଜିଆଇ-ଅନୁମୋଦିତ ଉପଭୋକ୍ତା ପ୍ରମାଣପତ୍ର ମଧ୍ୟ ପ୍ରଦାନ କରିଥିଲେ। ସଡ଼କ, ରେଳ, ବିମାନ ଚଳାଚଳ, ପର୍ଯ୍ୟଟନ, ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ନଗର ଉନ୍ନୟନ ଓ ପରିମଳ ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରକୁ ଆଜିର ବିକାଶ ମୂଳକ ପ୍ରକଳ୍ପ ଗୁଡ଼ିକ ପରିପୂର୍ଣ୍ଣ କରୁଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍‌'

August 27th, 11:30 am

ମୋର ପ୍ରିୟ ପରିବାରଜନ, ନମସ୍କାର । ‘ମନ୍ କି ବାତ୍‌’ର ଅଗଷ୍ଟ ମାସର ଅଧ୍ୟାୟରେ ଆପଣମାନଙ୍କୁ ପୁଣି ଥରେ ବହୁତ ବହୁତ ସ୍ୱାଗତ । ଅତୀତରେ କେବେ ଶ୍ରାବଣ ମାସରେ ଦୁଇ ଦୁଇ ଥର ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ହୋଇଥିବା ମୋର ମନେ ପଡ଼ୁନି, କିନ୍ତୁ ଏଥର ତାହା ହେଉଛି । ଶ୍ରାବଣ ଅର୍ଥାତ୍ ମହାଦେବଙ୍କ ମାସ, ଉତ୍ସବ ଏବଂ ଉଲ୍ଲାସର ମାସ । ଚନ୍ଦ୍ରଯାନର ସଫଳତା ଏହି ଉତ୍ସବର ଖୁସିକୁ ବହୁ ଗୁଣ ବୃଦ୍ଧି କରିଦେଇଛି । ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠକୁ ପହଂଚିବାର ତିନି ଦିନରୁ ଅଧିକ ସମୟ ହେଲାଣି । ଏହା ଏତେ ବଡ଼ ସଫଳତା ଯେ, ଏହା ବିଷୟରେ ଯେତେ ଆଲୋଚନା କଲେ ମଧ୍ୟ ତାହା କମ୍ ହେବ । ଆଜି ଆପଣଙ୍କ ସହିତ କଥା ହେଉଥିବାବେଳେ ମୋର ଗୋଟିଏ ପୁରୁଣା କବିତାର କିଛି ପଂକ୍ତି ମନେ ପଡ଼ୁଛି . . .

ଗୁଜରାଟର ଦିଓଦରସ୍ଥିତ ବନସ ଡାଏରୀରେ ବିଭିନ୍ନ ବିକାଶମୂଳକ ପଦକ୍ଷେପର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୂଳ ପାଠ

April 19th, 11:02 am

ଆପଣମାନେ ସମସ୍ତେ ଭଲରେ ଅଛନ୍ତି । ଏବେ ଆପଣମାନଙ୍କୁ କ୍ଷମା ମାଗି ପ୍ରାରମ୍ଭରେ ମତେ ଟିକେ ହିନ୍ଦୀ କହିବାକୁ ପଡିବ । କାରଣ ଏହି ଗଣମାଧ୍ୟମ ବନ୍ଧୁମାନଙ୍କର ଅନୁରୋଧ ଥିଲା, ଯେ ଆପଣ ହିନ୍ଦୀରେ କଥା ହେଲେ ଭଲ ହେବ, ତେଣୁ ମୁଁ ଅନୁଭବ କଲି ଯେ ସବୁ ତ ନୁହେଁ, କିନ୍ତୁ କିଛି ସେମାନଙ୍କର କଥା ବି ମାନି ନିଆଯାଉ ।