ପ୍ରଧାନମନ୍ତ୍ରୀ ବିଶିଷ୍ଟ ସ୍ଥପତି ଶ୍ରୀ ବାଲକ୍ରିଷ୍ଣା ଦୋସିଙ୍କୁ ବ୍ରିଟେନର ରୟାଲ ଗୋଲ୍ଡ ମେଡାଲ ୨୦୨୨ ପୁରସ୍କାର ପାଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି

December 10th, 02:56 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ସ୍ଥପତି ଶ୍ରୀ ବାଲକ୍ରିଷ୍ଣା ଦୋସିଙ୍କ ସହ କଥା ହୋଇଛନ୍ତି ଏବଂ ତାଙ୍କୁ ୨୦୨୨ ରୟାଲ ଗୋଲ୍ଡ ମେଡାଲ ପୁରସ୍କାର ପାଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।