Cabinet approves railway project in Bihar worth Rs. 2,192 crore

September 24th, 03:05 pm

The Cabinet Committee on Economic Affairs, chaired by PM Modi, has approved the doubling of the Bakhtiyarpur–Rajgir railway line in Bihar at a cost of ₹2,192 crore. This multi-tracking project, covering four districts of Bihar, will boost freight capacity, reduce congestion, and lower emissions. The project will support India’s journey toward becoming more efficient, sustainable, and Aatmanirbhar.

ପ୍ରଧାନମନ୍ତ୍ରୀ ଅଗଷ୍ଟ ୨୨ରେ ବିହାର ଓ ପଶ୍ଚିମ ବଙ୍ଗ ଗସ୍ତରେ ଯିବେ

August 20th, 03:02 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୨୨ ତାରିଖରେ ବିହାର ଓ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ସେ ବିହାରର ଗୟାଠାରେ ପୂର୍ବାହ୍ନ ପ୍ରାୟ ୧୧ଟାରେ ୧୩ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ସେ ମଧ୍ୟ ଦୁଇଟି ଟ୍ରେନର ଶୁଭାରମ୍ଭ କରିବେ ଏବଂ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାପରେ ସେ ଗଙ୍ଗା ନଦୀରେ ଅଉଣ୍ଟା-ସିମାରିଆ ପୋଲ ପ୍ରକଳ୍ପର ଉଦଘାଟନ କରିବାକୁ ସେଠାକୁ ଗସ୍ତ କରିବେ ।

ବିହାରରେ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ ଅବସରରେରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

September 21st, 12:13 pm

ବିହାରର ରାଜ୍ୟପାଳ ଶ୍ରୀ ଫାଗୁ ଚୌହାନ ମହୋଦୟ, ବିହାରର ମୁଖ୍ୟମନ୍ତ୍ରୀ ଶ୍ରୀମାନ ନୀତିଶ କୁମାର ମହାଶୟ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ରବି ଶଙ୍କର ପ୍ରସାଦ ମହାଶୟ, ଶ୍ରୀ ବି.କେ ସିଂହ ମହାଶୟ, ଶ୍ରୀ ଆର.କେ ସିଂହ ମହାଶୟ, ବିହାରର ଉପ-ମୁଖ୍ୟମନ୍ତ୍ରୀ ଭାଇ ସୁଶୀଲ ମହାଶୟ, ଅନ୍ୟ ମନ୍ତ୍ରୀଗଣ, ସାଂସଦ ଏବଂ ବିଧାୟକଗଣ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ !

ବିହାରରେ 14 ହଜାର କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

September 21st, 12:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି 14 ହଜାର କୋଟି ଟଙ୍କା ବ୍ୟୟରେ ବିହାରର 9ଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ ଭିଡିଓ କନଫରେନ୍ସ ମାଧ୍ୟମରେ କରିଛନ୍ତି । ଏହାଛଡା ରାଜ୍ୟର ସମସ୍ତ ଗ୍ରାମକୁ ଇଣ୍ଟରନେଟ ସେବା ଯୋଗାଇଦେବା ପାଇଁ ଅପ୍ଟିକାଲ ଫାଇବର ପଦ୍ଧତିର ମଧ୍ୟ ଉଦ୍ଘାଟନ କରିଛନ୍ତି ।

ବିହାରରେ 14,000 କୋଟି ଟଙ୍କାରୁ ଅଧିକ 9ଟି ରାଜପଥ ପ୍ରକଳ୍ପର ଆଧାରଶିଳା ରଖିବେ ପ୍ରଧାନମନ୍ତ୍ର

September 19th, 05:48 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର, 21 ସେପ୍ଟେମ୍ବର 2020ରେ ଭିଡିଓ କନଫରେନ୍ସ ଜରିଆରେ ବିହାରରେ ନଅଟି ରାଜପଥ ପ୍ରକଳ୍ପ ପାଇଁ ଆଧାରଶିଳା ରଖିବେ।

ବିହାରର ମୋକାମାଠାରେ ନମାମି ଗଙ୍ଗେ ଓ ଜାତୀୟ ରାଜପଥ ପ୍ରକଳ୍ପସମୂହର ଶିଳାନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

October 14th, 02:17 pm

ସାରା ଦେଶ ଦିପାବଳୀ ପାଳନ ପାଇଁ ପ୍ରସ୍ତୁତି କରୁଛି । ଛଠ୍ ପୂଜା ପାଇଁ ମଧ୍ୟ ପ୍ରସ୍ତୁତି ଚାଲୁ ରହିଛି । ଆପଣ ସମସ୍ତଙ୍କୁ ଦିପାବଳୀ ଆଉ ଛଠ୍ ପୂଜା ପାଇଁ ମୋ ତରଫରୁ ଆଗୁଆ ଶୁଭକାମନା ଦେଉଛି ଆଉ ଏହି ପବିତ୍ର ପର୍ବ ଅବସରରେ ପାଖାପାଖି ତିନି ଲକ୍ଷ ପଚସ୍ତରୀ ହଜାର କୋଟି କୋଟି ଟଙ୍କାର ବିକାଶର ଉପହାର ଆଜି ଏହି ବିହାର ମାଟିକୁ ମିଳୁଛି ।

ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ, ମୋକାମାରେ ଆୟୋଜିତ ସାଧାରଣ ସଭାରେ ଉଦ୍ବୋଧନ

October 14th, 02:14 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାରର ମୋକାମାଠାରେ ନମାମି ଗଙ୍ଗେ କାର୍ଯ୍ୟକ୍ରମ ଅଧୀନରେ 4ଟି ସ୍ୱେରେଜ ପ୍ରକଳ୍ପ ଏବଂ 4ଟି ରାଜପଥ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ 3700 କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।

ଆସନ୍ତାକାଲି ବିହାର ଗସ୍ତ କରିବେ ପ୍ରଧାନମନ୍ତ୍ରୀ

October 13th, 04:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର 14, 2017ରେ ବିହାର ଗସ୍ତରେ ଯିବେ ।