ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଗସ୍ତ କରିବେ ଓଡିଶା, ଝାଡଖଣ୍ଡ

January 04th, 06:18 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଜାନୁୟାରୀ 05, 2019ରେ ଓଡିଶା ଓ ଝାଡଖଣ୍ଡ ଗସ୍ତ କରିବେ ।