Uttar Pradesh is no longer just a land of possibilities but of competence and accomplishments: PM Modi in Varanasi
April 11th, 11:00 am
PM Modi laid the foundation stone and inaugurated various development projects worth over Rs 3,880 crore in Varanasi. The PM exclaimed that in the last 10 years, the development of Banaras has gained a new momentum. He emphasized the strengthening of connectivity through infrastructure projects, the campaign to provide tap water to every household, and the expansion of education, health, and sports facilities.PM Modi lays foundation stone, inaugurates development works worth over Rs 3,880 crore in Varanasi,Uttar Pradesh
April 11th, 10:49 am
PM Modi laid the foundation stone and inaugurated various development projects worth over Rs 3,880 crore in Varanasi. The PM exclaimed that in the last 10 years, the development of Banaras has gained a new momentum. He emphasized the strengthening of connectivity through infrastructure projects, the campaign to provide tap water to every household, and the expansion of education, health, and sports facilities.Now every senior citizen of the country above the age of 70 years will get free treatment: PM Modi
October 29th, 01:28 pm
PM Modi launched, inaugurated and laid the foundation stone for multiple projects related to the health sector worth around Rs 12,850 crore at All India Institute of Ayurveda (AIIA) in New Delhi. Noting that the progress of a nation is directly proportional to the health of its citizens, PM Modi outlined the five pillars of health policy.୧୨,୮୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
October 29th, 01:00 pm
ଧନନ୍ତରୀ ଜୟନ୍ତୀ ଏବଂ ନବମ ଆୟୁର୍ବେଦ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ (ଏଆଇଆଇଏ)ରେ ପ୍ରାୟ ୧୨,୮୫୦ କୋଟି ଟଙ୍କାର ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ, ଉଦଘାଟନ ଏବଂ ଶିଳାନ୍ୟାସ କରିଛନ୍ତି ।ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କାର୍ଯ୍ୟ ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
December 25th, 04:31 pm
ପ୍ରଥମେ, ଆପଣ ସମସ୍ତଙ୍କୁ ଖ୍ରୀଷ୍ଟମାସର ଅନେକ ଅନେକ ଶୁଭେଚ୍ଛା! ଭାରତ ଓ ଭାରତୀୟତା ଉପରେ ବିଶ୍ୱାସ ରଖିଥିବା କୋଟି କୋଟି ଲୋକଙ୍କ ପାଇଁ ଆଜିର ଦିନ ପ୍ରେରଣା ସାଜିଛି। ଆଜି ମହାମନା ମଦନ ମୋହନ ମାଲବ୍ୟଙ୍କ ଜୟନ୍ତୀ । ଆଜି ହେଉଛି ଅଟଳଜୀଙ୍କ ଜୟନ୍ତୀ । ଏହି ପବିତ୍ର ଦିବସ ଅବସରରେ ମୁଁ ମହାମନା ମାଲବ୍ୟଜୀଙ୍କ ଚରଣକୁ ପ୍ରଣାମ କରିବା ସହ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଅଟଳଜୀଙ୍କ ଜୟନ୍ତୀ ଅବସରରେ ଦେଶ ସୁଶାସନ ଦିବସ ପାଳନ କରୁଛି। ସୁଶାସନ ଦିବସ ଅବସରରେ ମୁଁ ସମସ୍ତ ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି ।ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ୧୬୨ତମ ଜୟନ୍ତୀ ଅବସରରେ ' ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତି' ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ
December 25th, 04:30 pm
ମହାମନା ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ୧୬୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ 'ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ସଂଗୃହୀତ କୃତି' ର ପ୍ରଥମ ଶୃଙ୍ଖଳାର ୧୧ଟି ଖଣ୍ଡକୁ ଉନ୍ମୋଚନ କରିଛନ୍ତି । ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କୁ ମଧ୍ୟ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ପ୍ରତିଷ୍ଠାତା ପଣ୍ଡିତ ମଦନ ମୋହନ ମାଲବ୍ୟ ଆଧୁନିକ ଭାରତର ନିର୍ମାତା ମାନଙ୍କ ମଧ୍ୟରେ ଏକ ଅଗ୍ରଣୀ ସ୍ଥାନ ଅଧିକାର କରିଛନ୍ତି । ସେ ଜଣେ ଉଚ୍ଚକୋଟୀର ବିଦ୍ୱାନ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାବରେ ବେଶ୍ ସ୍ମରଣୀୟ , ଯିଏ ଲୋକ ମାନଙ୍କ ମଧ୍ୟରେ ଜାତୀୟ ଚେତନା ସୃଷ୍ଟି କରିବା ପାଇଁ କଠୋର ପରିଶ୍ରମ ମଧ୍ୟ କରିଥିଲେ ।ଆୟୁଷ୍ମାନ ଭବ ଅଭିଯାନର ସଫଳତାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
October 16th, 09:22 pm
ଆୟୁଷ୍ମାନ ଭବ ଅଭିଯାନରେ ୮୦,୦୦୦ରୁ ଅଧିକ ଲୋକ ନିଜ ଅଙ୍ଗଦାନ ପାଇଁ ସଂକଳ୍ପ ନେଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ଅଙ୍ଗଦାନ ଅଭିଯାନର ସଫଳତାକୁ ପ୍ରଶଂସା କରିଛନ୍ତି ।