ଲାଲକିଲ୍ଲାର ପ୍ରାଚୀରରୁ ୮୦ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
August 15th, 07:00 am
ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ 80ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି 140 କୋଟି ଭାରତୀୟଙ୍କ ଶକ୍ତି ଏବଂ ସଂକଳ୍ପ ଦ୍ୱାରା ପରିଚାଳିତ 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ବିଷୟରେ କହିଥିଲେ। ଶାନ୍ତି ଆଇନ, ରେଳ ବିଦ୍ୟୁତିକରଣ, ଭାରତର ବାଣିଜ୍ୟ କାରବାର, ନକ୍ସଲବାଦର ସମାପ୍ତି ଏବଂ ଆହୁରି ଅନେକ ପ୍ରମୁଖ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । 'ଶକ୍ତି କି ସପ୍ତଧାର'କୁ ଆପଣାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।PM Modi addresses the nation from the ramparts of Red Fort on the occasion of 80th Independence Day
August 15th, 06:50 am
PM Modi today addressed the nation from the ramparts of the Red Fort on the occasion of the 80th Independence Day. In his speech, he presented a detailed report card of India’s progress across manufacturing, digital growth and citizen delivery over the past 12 years. He also unveiled the transformative Sapta Dhara, comprising seven key sectors for achieving national ambitions.80ତମ ସ୍ୱାଧୀନତା ଦିବସ ପାଳନ କଲା ଭାରତ
August 15th, 06:45 am
ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ 80ତମ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି 140 କୋଟି ଭାରତୀୟଙ୍କ ଶକ୍ତି ଏବଂ ସଂକଳ୍ପ ଦ୍ୱାରା ପରିଚାଳିତ 2047 ସୁଦ୍ଧା ଏକ ବିକଶିତ ଭାରତ ଗଠନର ସ୍ୱପ୍ନ ବିଷୟରେ କହିଥିଲେ। ଶାନ୍ତି ଆଇନ, ରେଳ ବିଦ୍ୟୁତିକରଣ, ଭାରତର ବାଣିଜ୍ୟ କାରବାର, ନକ୍ସଲବାଦର ସମାପ୍ତି ଏବଂ ଆହୁରି ଅନେକ ପ୍ରମୁଖ ପଦକ୍ଷେପ ଉପରେ ସେ ଆଲୋକପାତ କରିଥିଲେ । 'ଶକ୍ତି କି ସପ୍ତଧାର'କୁ ଆପଣାଇବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ ।ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
July 02nd, 01:30 pm
ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ତାକାଇଚିଙ୍କୁ ଭାରତରେ ସ୍ୱାଗତ ଜଣାଇ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହା ତାଙ୍କର ପ୍ରଥମ ଭାରତ ଗସ୍ତ।Cabinet approves Price Stabilization Fund for Scheduled Indian Airlines towards ATF pricing
June 03rd, 03:12 pm
The Union Cabinet chaired by PM Modi has approved a ₹10,000 crore ATF price stabilisation support mechanism to shield Indian airlines from global fuel volatility amid the West Asia crisis. The move will help maintain stable air connectivity, reduce fare volatility, support regional routes under UDAN and strengthen aviation-linked sectors including tourism, logistics and hospitality.ହାଇଦ୍ରାବାଦରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
January 28th, 06:00 pm
କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ ରାମ ମୋହନ ନାଇଡୁ, ମୁରଲୀଧର ମୋହୋଲ, ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ସମ୍ମାନନୀୟ ମନ୍ତ୍ରୀଗଣ, ବିଶ୍ୱ ବିମାନ କ୍ଷେତ୍ରର ବରିଷ୍ଠ ଅଧିକାରୀ, ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିଗଣ, ସମ୍ମାନିତ ପ୍ରତିନିଧିଗଣ, ମହିଳା ଏବଂ ସଜ୍ଜନଗଣ!ହାଇଦ୍ରାବାଦରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
January 28th, 05:45 pm
ପ୍ରରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲଙ୍ଗାନାର ହାଇଦ୍ରାବାଦରେ ୱିଙ୍ଗସ୍ ଇଣ୍ଡିଆ ୨୦୨୬ କାର୍ଯ୍ୟକ୍ରମରେ ଏକ ସମାବେଶକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତୁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍ୟୋଗ କ୍ଷେତ୍ରର ଅଗ୍ରଣୀ ବିଶେଷଜ୍ଞ ଏବଂ ନିବେଶକମାନଙ୍କୁ ସ୍ୱାଗତ କରି କହିଥିଲେ ଯେ, ବିମାନ ଶିଳ୍ପର ପରବର୍ତ୍ତୀ ଯୁଗ ଆକାଂକ୍ଷାରେ ପରିପୂର୍ଣ୍ଣ ଏବଂ ଭାରତ ଏକ ପ୍ରମୁଖ ଖେଳାଳି ଭାବରେ ମୁଣ୍ଡ ଟେକିବାରେ ଲାଗିଛି। ସେ ବିମାନ ନିର୍ମାଣ, ପାଇଲଟ୍ ତାଲିମ, ଉନ୍ନତ ବିମାନ ଗତିଶୀଳତା ଏବଂ ବିମାନ ଲିଜ୍ କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ବିପୁଳ ସୁଯୋଗ ଉପରେ ଆଲୋକପାତ କରିଥିଲେ। ସମସ୍ତ ଅଂଶୀଦାରଙ୍କ ପାଇଁ ୱିଙ୍ଗସ୍ ଇଣ୍ଡିଆ ସମ୍ମିଳନୀର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।ଭାରତ ଉପରେ ଚଳିତ ସପ୍ତାହରେ ବିଶ୍ୱ
March 20th, 12:22 pm
ଆକାଶରୁ ସମୁଦ୍ର ପର୍ଯ୍ୟନ୍ତ, କୃତ୍ରିମ ବୁଦ୍ଧିଠାରୁ ଆରମ୍ଭ କରି ପ୍ରାଚୀନ କାରିଗରୀ ପର୍ଯ୍ୟନ୍ତ, ଏହି ସପ୍ତାହରେ ଭାରତର କାହାଣୀ ସମ୍ପ୍ରସାରଣ, ସଫଳତା ଏବଂ ସାହସିକ ପଦକ୍ଷେପର । ବଢୁଥିବା ବିମାନ ଚଳାଚଳ ଶିଳ୍ପ, ଭାରତ ମହାସାଗରରେ ବୈଜ୍ଞାନିକ ଉନ୍ମୋଚନ, ଏକ ଐତିହାସିକ ଉପଗ୍ରହ ଉତକ୍ଷେପଣ ଏବଂ ଏଆଇ ଚାକିରିରେ ବୃଦ୍ଧି - ଭାରତ ଆତ୍ମବିଶ୍ୱାସର ସହ ଭବିଷ୍ୟତରେ ପାଦ ରଖିଛି । ଇତିମଧ୍ୟରେ ଆର୍ମେନିଆ ସହ ସମ୍ପର୍କ ଗଭୀର ହେବା ସହ ଏକ ପ୍ରମୁଖ ଏରୋସ୍ପେସ୍ ଫାର୍ମ ଭାରତୀୟ ଉପକୂଳ ଉପରେ ନଜର ରଖିଛି ଏବଂ କାରିଗରମାନେ ଐତିହ୍ୟ ଖେଳନା ନିର୍ମାଣରେ ନୂଆ ଜୀବନ ନିଶ୍ୱାସ ନେଉଛନ୍ତି। ଆସନ୍ତୁ ସେହି କାହାଣୀଗୁଡ଼ିକୁ ଦେଖିବା ଯାହା ଭାରତର ଅବିସ୍ମରଣୀୟ ଉନ୍ନତିକୁ ବର୍ଣ୍ଣନା କରେ ।ସି-୨୯୫ ବିମାନ କାରଖାନାର ଉଦ୍ ଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 28th, 10:45 am
ମହାମହିମ ପେଡ୍ରୋ ସାଞ୍ଚେଜ୍, ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଜୀ, ଭାରତର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଜୀ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଏସ ଜୟଶଙ୍କର ଜୀ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ରଭାଇ ପଟେଲ, ସ୍ପେନ୍ ଏବଂ ରାଜ୍ୟ ସରକାରଙ୍କ ମନ୍ତ୍ରୀଗଣ, ଏୟାରବସ୍ ଏବଂ ଟାଟା ଟିମ୍ର ସମସ୍ତ ସହଯୋଗୀ, ମହିଳା ଏବଂ ଭଦ୍ରଲୋକ!ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ଶ୍ରୀ ପେଡ୍ରୋ ସାଞ୍ଚେଜ୍ ମିଳିତ ଭାବେ ଗୁଜରାଟର ଭଦୋଦରା ଠାରେ ସି- ୨୯୫ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସକୁ ଉଦଘାଟନ କରିଛନ୍ତି
October 28th, 10:30 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ଶ୍ରୀ ପେଡ୍ରୋ ସାଞ୍ଚେଜ୍ ଆଜି ଗୁଜରାଟର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ୍ ସିଷ୍ଟମ୍ ଲିମିଟେଡ୍ (ଟିଏଏସଏଲ) କ୍ୟାମ୍ପସରେ ସି- ୨୯୫ ବିମାନ ଉତ୍ପାଦନ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସକୁ ମିଳିତ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ପ୍ରଦର୍ଶିତ ପ୍ରଦର୍ଶନୀକୁ ଉଭୟ ପ୍ରଧାନମନ୍ତ୍ରୀ ମଧ୍ୟ ବୁଲି ଦେଖିଥିଲେ।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ
February 05th, 05:44 pm
ମୁଁ ଦେଖୁଛି ଯେ ଆପଣମାନଙ୍କ ମଧ୍ୟରୁ ଅନେକ ଲୋକ ନିର୍ବାଚନ ଲଢ଼ିବାର ମଧ୍ୟ ସାହସ ହରାଇଛନ୍ତି । ଏବଂ ମୁଁ ଶୁଣିଛି ଯେ ଅନେକ ଲୋକ ଗତଥର ସିଟ୍ ପରିବର୍ତ୍ତନ କରିଥିଲେ ଏବଂ ଏଥର ମଧ୍ୟ ସିଟ୍ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି । ଏବଂ ମୁଁ ଶୁଣିଛି ଯେ ଅନେକ ଲୋକ ବର୍ତ୍ତମାନ ଲୋକସଭା ପରିବର୍ତ୍ତେ ରାଜ୍ୟସଭାକୁ ଯିବାକୁ ଚାହୁଁଛନ୍ତି, ତେଣୁ ପରିସ୍ଥିତିର ଆକଳନ କରିବା ପରେ ସେମାନେ ନ୍ଖକ୍ସ ନିଜର ବାଟ ଖୋଜୁଛନ୍ତି ।ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ
February 05th, 05:43 pm
ପ୍ରଧାନମନ୍ତ୍ରୀ ଗୃହରେ ସେନ୍ଗୋଲ ବିଷୟରେ ଉଲ୍ଲେଖ କରି ନିଜର ଅଭିଭାଷଣ ଆରମ୍ଭ କରିଥିଲେ, ଯାହାକି ଗର୍ବ ଓ ଗୌରବର ସହିତ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲା। ଯେତେବେଳେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ଦେବା ପାଇଁ ନୂତନ ଗୃହରେ ପହଞ୍ଚିଥିଲେ, ଅନ୍ୟ ସାଂସଦମାନେ ତାଙ୍କ ନେତୃତ୍ୱକୁ ଅନୁସରଣ କରିଥିଲେ । ଏହି ପରମ୍ପରା ଗୃହର ମର୍ଯ୍ୟାଦାକୁ ବହୁଗୁଣିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ । ସେ କହିଥିଲେ ଯେ ୭୫ତମ ସାଧାରଣତନ୍ତ୍ର ଦିବସ, ନୂତନ ସଂସଦ ଭବନ ଏବଂ ସେନଗୋଲର ଆଗମନ ଏକ ଅତ୍ୟନ୍ତ ପ୍ରଭାବଶାଳୀ ଘଟଣା ଥିଲା । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ଗୃହର ସଦସ୍ୟମାନେ ସେମାନଙ୍କର ବିଚାର ଓ ଚିନ୍ତାଧାରା ବ୍ୟକ୍ତ କରିଥିବାରୁ ସେ ଧନ୍ୟବାଦ ଅର୍ପଣ କରିଥିଲେ।କର୍ଣ୍ଣାଟକର ଶିମୋଗା ଠାରେ ବିଭିନ୍ନ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ଏବଂ ଉଦ୍ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣର ମୂଳପାଠ୍ୟ
February 27th, 12:45 pm
ଏକ ଭାରତ ଶ୍ରେଷ୍ଠ ଭାରତ ନିମନ୍ତେ ଏଭଳି ସମର୍ପଣ ଭାବ ରଖୁଥିବା ରାଷ୍ଟ୍ରକବି କୁଭେମ୍ପୁଙ୍କ ମାଟିକୁ ମୁଁ ଶ୍ରଦ୍ଧାର ସହିତ ପ୍ରଣାମ କରୁଛି । ଆଜି ମୋତେ ପୁଣି ଥରେ କର୍ଣ୍ଣାଟକର ବିକାଶ ସହିତ ଜଡିତ ହଚାର ହଜାର କୋଟି ଟଙ୍କାର ପ୍ରକଳ୍ପ ଗୁଡିକୁ ଲୋକର୍ପଣ କରିବା ନିମନ୍ତେ ଏବଂ ଶିଳାନ୍ୟାସ କରିବା ପାଇଁ ସୌଭାଗ୍ୟ ମିଳିଛି ।କର୍ଣ୍ଣାଟକର ଶିବମୋଗାରେ ୩୬୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
February 27th, 12:16 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଶିବମୋଗଗା ଠାରେ ୩୬୦୦ କୋଟିରୁ ଅଧିକ ମୂଲ୍ୟର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ ଶିବମୋଗା ବିମାନବନ୍ଦରର ଉଦଘାଟନ କରିବା ସହ ସୁବିଧାଗୁଡ଼ିକ ବୁଲି ଦେଖିଥିଲେ । ଶିବମୋଗାରେ ଦୁଇଟି ରେଳ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଯେଉଁଥିରେ ଶିବମୋଗା - ଶିକାରିପୁରା – ରାନେବେନୁର ନୂତନ ରେଳ ଲାଇନ ଏବଂ କୋଟେଗାଙ୍ଗୁରୁ ରେଳ ଡବା ଡିପୋ ଅନ୍ତର୍ଭୁକ୍ତ । ୨୧୫ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଏକାଧିକ ସଡକ ବିକାଶ ପ୍ରକଳ୍ପର ବିକାଶ ପାଇଁ ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ସେ ମଧ୍ୟ ଜଳ ଜୀବନ ମିଶନ ଅଧୀନରେ ୯୫୦ କୋଟିରୁ ଅଧିକ ମୂଲ୍ୟର ବହୁମୁଖୀ ଗ୍ରାମ୍ୟ ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେ ଶିବମୋଗା ସହରରେ ୮୯୫ କୋଟିରୁ ଅଧିକ ମୂଲ୍ୟର ୪୪ ଟି ସ୍ମାର୍ଟ ସିଟି ପ୍ରକଳ୍ପର ଉଦଘାଟନ କରିଥିଲେ ।ବିମାନ ଚଳାଚଳ କ୍ଷେତ୍ର ଲୋକଙ୍କ ନିକଟତର ହେବା ସହିତ ଜାତୀୟ ବିକାଶକୁ ଆଗେଇ ନେଉଛି : ପ୍ରଧାନମନ୍ତ୍ରୀ
February 22nd, 12:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘରୋଇ ବିମାନ ବନ୍ଦର ବୃଦ୍ଧି ସହିତ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ୪.୪୫ ଲକ୍ଷରେ ପହଞ୍ଚିଛି ଯାହା କି କୋଭିଡ ପରବର୍ତ୍ତୀ ସମୟରେ ସର୍ବାଧିକ ତାହାକୁ ପ୍ରଶଂସା କରିଛନ୍ତି ।ଗୋଆର ମୋପାଠାରେ ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
December 11th, 06:45 pm
ଗୋଆର ଲୋକମାନଙ୍କୁ ଏବଂ ଦେଶର ଲୋକମାନଙ୍କୁ ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଏହି ଭବ୍ୟ ବିମାନବନ୍ଦର ପାଇଁ ବହୁତ- ବହୁତ ଶୁଭେଚ୍ଛା । ବିଗତ 8 ବର୍ଷ ମଧ୍ୟରେ ଯେତେବେଳେ ମଧ୍ୟ ଆପଣମାନଙ୍କ ଗହଣକୁ ଆସିବାର ସୁଯୋଗ ମିଳିଛି, ସେତେବେଳେ ଗୋଟିଏ କଥା ମୁଁ ନିଶ୍ଚିତ ଭାବେ ଦୋହରାଇଛି । ଆପଣମାନେ ଯେଉଁ ଭଲ ପାଇବା, ଯେଉଁ ଆଶୀର୍ବାଦ ଆମକୁ ଦେଇଛନ୍ତି, ତାହାକୁ ମୁଁ ସୁଧ ସମେତ ଫେରାଇବି, ବିକାଶ କରି ଫେରାଇବି । ଏହି ଆଧୁନିକ ବିମାନବନ୍ଦର ଟର୍ମିନାଲ ସେହି ସ୍ନେହ ଓ ଭଲ ପାଇବାକୁ ଫେରାଇବାର ହେଉଛି ଏକ ପ୍ରୟାସ । ମୁଁ ଏହି କଥା ପାଇଁ ମଧ୍ୟ ଖୁସି ଯେ ଏହି ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ନାମ ମୋର ପ୍ରିୟ ସହଯୋଗୀ ଏବଂ ଗୋଆର ସୁପୁତ୍ର, ସ୍ୱର୍ଗୀୟ ମନୋହର ପାରିକର ମହାଶୟଙ୍କ ନାମରେ ରଖାଯାଇଛି । ଏବେ ମନୋହର ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରର ନାମ ମାଧ୍ୟମରେ ପାରିକର ମହାଶୟଙ୍କର ନାମ, ଏହି ବିମାନ ବନ୍ଦର ଦେଇ ଯାତାୟାତ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ମୃତିରେ ରହିବ ।PM inaugurates greenfield International Airport in Mopa, Goa
December 11th, 06:35 pm
PM Modi inaugurated Manohar International Airport, Goa. The airport has been named after former late Chief Minister of Goa, Manohar Parrikar Ji. PM Modi remarked, In the last 8 years, 72 airports have been constructed compared to 70 in the 70 years before that. This means that the number of airports has doubled in the country.Make in India, Make for the Globe: PM Modi in Vadodara, Gujarat
October 30th, 02:47 pm
PM Modi laid the foundation stone of the C-295 Aircraft Manufacturing Facility in Vadodara, Gujarat. The Prime Minister remarked, India is moving forward with the mantra of ‘Make in India, Make for the Globe’ and now India is becoming a huge manufacturer of transport aircrafts in the world.PM lays foundation stone of C-295 Aircraft Manufacturing Facility in Vadodara, Gujarat
October 30th, 02:43 pm
PM Modi laid the foundation stone of the C-295 Aircraft Manufacturing Facility in Vadodara, Gujarat. The Prime Minister remarked, India is moving forward with the mantra of ‘Make in India, Make for the Globe’ and now India is becoming a huge manufacturer of transport aircrafts in the world.ଉତ୍ତରପ୍ରଦେଶରେ କୁଶୀନଗର ଆନ୍ତର୍ଜାତୀୟ ବିମାନବନ୍ଦରର ଉଦ୍ଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନର ମୁଖ୍ୟାଂଶ
October 20th, 10:33 am
ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ ଜୀ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, କେନ୍ଦ୍ରମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଜୀ, ଶ୍ରୀ କିରଣ ରିଜିଜ୍ଜୁ ଜୀ, ଶ୍ରୀ କିଷନ ରେଡ୍ଡୀ ଜୀ, ଜେନେରାଲ ବି.କେ. ସିଂ ଜୀ, ଶ୍ରୀ ଅର୍ଜୁନରାମ ମେଘୱାଲ ଜୀ, ଶ୍ରୀ ଶ୍ରୀପଦ ନାୟକ ଜୀ, ଶ୍ରୀମତୀ ମିନାକ୍ଷୀ ଲେଖି ଜୀ, ୟୁପି ସରକାରରେ ମନ୍ତ୍ରୀ ଶ୍ରୀ ନନ୍ଦଗୋପାଳ ନନ୍ଦୀ ଜୀ, ସଂସଦରେ ମୋର ସାଥୀ ଶ୍ରୀ ବିଜୟ କୁମାର ଦୁବେ ଜୀ, ବିଧାୟକ ଶ୍ରୀ ରଜନୀକାନ୍ତମଣି ତ୍ରିପାଠୀ ଜୀ, ବିଭିନ୍ନ ଦେଶର ରାଷ୍ଟ୍ରଦୂତ-କୁଟନୀତିଜ୍ଞ, ଅନ୍ୟାନ୍ୟ ଜନପ୍ରତିନିଧି ବୃନ୍ଦ,