PM to visit Tamil Nadu and Puducherry on 1st March

February 27th, 04:40 pm

PM Modi will visit Tamil Nadu and Puducherry on 1st March 2026. He will launch various development projects worth over Rs. 2,700 crore aimed at strengthening infrastructure, urban services, industrial development, education, healthcare and sustainable growth in Puducherry. Thereafter, he will travel to Madurai and launch infrastructure projects worth over Rs. 4,400 crore. He will also perform darshan and pooja at Arulmigu Subramaniyaswamy Temple, Tirupparankundram in Madurai.

Social Media Corner 25 February 2018

February 25th, 07:27 pm

Your daily dose of governance updates from Social Media. Your tweets on governance get featured here daily. Keep reading and sharing!

ପୁଡୁଚେରୀର ଅରୋଭିଲରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

February 25th, 12:58 pm

ଅରୋଭିଲର ସୁବର୍ଣ୍ଣ ଜୟନ୍ତୀ ସପ୍ତାହ ଅବସରରେ ଏଠି ଉପସ୍ଥିତ ହୋଇଥିବାରୁ ମୁଁ ଖୁସି । ଭାରତର ଆଧ୍ୟାତ୍ମିକ ନେତୃତ୍ୱରେ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ଆଜି ଆମ୍ଭମାନଙ୍କୁ ପ୍ରେରଣା ଯୋଗାଇଆସୁଛି ।

ପ୍ରଧାନମନ୍ତ୍ରୀ ଆଗାମୀ ଦୁଇଦିନ ମଧ୍ୟରେ ଗସ୍ତ କରିବେ ଦୁଇଟି ରାଜ୍ୟ ଓ ଦୁଇ କେନ୍ଦ୍ରଶାସିତ ଅଂଚଳ

February 23rd, 04:13 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦୁଇଦିନ ମଧ୍ୟରେ ଦୁଇଟି ରାଜ୍ୟ – ଗୁଜରାଟ ଓ ତାମିଲନାଡୁ ଏବଂ ଦୁଇଟି କେନ୍ଦ୍ରଶାସିତ ଅଂଚଳ ଦାମନ ଏବଂ ଡିୟୁ ତଥା ପୁଡୁଚେରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।