୨୦-୨୧ ଡିସେମ୍ବରରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

December 19th, 02:29 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୦-୨୧ରେ ଆସାମ ଗସ୍ତ କରିବେ । ଡିସେମ୍ବର ୨୦, ପ୍ରାୟ ୩ଟା ସମୟରେ, ପ୍ରଧାନମନ୍ତ୍ରୀ ଗୌହାଟୀରେ ପହଞ୍ଚିବା ପରେ ଲୋକପ୍ରିୟ ଗୋପୀନାଥ ବରଦୋଲୋଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ର୍ଟମିନାଲ କୋଠାର ପରିଦର୍ଶନ ଏବଂ ଉଦ୍‌ଘାଟନ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ।