Chief Minister of Assam meets Prime Minister

August 20th, 09:42 pm

Chief Minister of Assam, Shri Himanta Biswa Sarma met Prime Minister, Shri Narendra Modi today in New Delhi.

ଆସାମରେ ଏନ୍ଏଚ୍-୧୫ର ୧୩୫.୮୭ କିମି ଅଂଶକୁ ୪-ଲେନ୍‌ରେ ପରିଣତ କରିବାକୁ ₹୮,୯୭୦.୨୦ କୋଟିର ପ୍ରକଳ୍ପ ଅନୁମୋଦିତ

August 06th, 04:12 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆସାମର ୧୫ ନମ୍ବର ଜାତୀୟ ରାଜପଥରେ ୧୩୫.୮୭୧ କିଲୋମିଟର ଦୀର୍ଘ, ୪-ଲେନ୍ ବିଶିଷ୍ଟ ପ୍ରବେଶ-ନିୟନ୍ତ୍ରିତ ଗୁଆହାଟୀ-ତେଜପୁର କରିଡରର ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପଟି ଏନଏଚ (ଓ) ଅଧୀନରେ ମୋଟ ୮,୯୭୦.୨୦ କୋଟି ଟଙ୍କାର ବ୍ୟୟ ଅଟକଳରେ 'ବିଲ୍ଡ-ଅପରେଟ୍-ଟ୍ରାନ୍ସଫର' (ବିଓଟି) ଟୋଲ୍ ମୋଡ୍‌ରେ ନିର୍ମାଣ କରାଯିବ।

Prime Minister reviews flood situation in Assam with MPs from the state

July 28th, 02:12 pm

The Prime Minister, Shri Narendra Modi, met Members of Parliament from Assam and discussed the prevailing flood situation in various parts of the state.

India-New Zealand relationship built on enduring friendship, shared values, common commitment: PM Modi in Auckland

July 11th, 01:15 pm

PM Modi addressed a vibrant community event in Auckland, praising the Indian diaspora as a strong bridge between India and New Zealand. He highlighted the elevation of bilateral ties to a Strategic Partnership, celebrated 100 years of sporting ties between the two countries and underscored the shared heritage and deepening partnership between the two nations.

ନ୍ୟୁଜିଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

July 11th, 12:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅକ୍ଲାଣ୍ଡଠାରେ ଆୟୋଜିତ “କିଆ ଓରା ମୋଦୀ” କାର୍ଯ୍ୟକ୍ରମରେ ନ୍ୟୁଜିଲ୍ୟାଣ୍ଡରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି। ଏହି ସମାରୋହରେ ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଶ୍ରୀ କ୍ରିଷ୍ଟୋଫର ଲକ୍ସନ ମଧ୍ୟ ସାମିଲ ହୋଇଥିଲେ। ପ୍ରାୟ ୧୦,୦୦୦ରୁ ଅଧିକ ପ୍ରବାସୀ ଭାରତୀୟଙ୍କ ଉପସ୍ଥିତି ଯୋଗୁଁ ଏହି ସମାବେଶ ଆନ୍ତରିକତା, ଶକ୍ତି ଏବଂ ବେଶ୍ ଉତ୍ସାହରେ ପରିପୂର୍ଣ୍ଣ ଥିଲା।

‘ମନ କି ବାତ୍’ର ୧୩୫ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

June 28th, 11:30 am

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କ ସହ ଯୋଡ଼ିହୋଇ ମୋତେ ବହୁତ ଖୁସି ଲାଗୁଛି । ୨୦୨୬ ବର୍ଷର ପ୍ରଥମାର୍ଦ୍ଧ ବିତିବାକୁ ବସିଲାଣି । ଏହି ୬ ମାସରେ ଆମେ ‘ମନ୍ କି ବାତ୍’ରେ ଦେଶବାସୀଙ୍କ ଅନେକ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଛୁ । ଜୁନରେ ମଧ୍ୟ ଦେଶ ଏଭଳି କିଛି ଉପଲବଧି ହାସଲ କରିଛି, ଯାହା ପ୍ରତ୍ୟେକ ଦେଶବାସୀଙ୍କୁ ଗର୍ବିତ କରୁଛି । ଏହି ସଫଳତାଗୁଡ଼ିକ ଦେଶର ସୁରକ୍ଷା ଏବଂ ଆତ୍ମନିର୍ଭରଶୀଳତା ସହ ଜଡ଼ିତ । ନିକଟରେ ମୋତେ କୋଲକାତାରେ ନୌବାହିନୀ ସହ ଜଡ଼ିତ ଗୋଟିଏ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଲା । ସେଠାରେ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଏବଂ ଆଇଏନ୍ଏସ୍ ଅଗ୍ରୟକୁ ଭାରତୀୟ ନୌବାହିନୀରେ ସାମିଲ କରାଗଲା । ଏହି ଜାହାଜଗୁଡ଼ିକର ଡିଜାଇନ୍ ଏବଂ ଉତ୍ପାଦନ, ସବୁକିଛି ସ୍ୱଦେଶୀ ।

Prime Minister congratulates people of Assam on commendable environmental feat

June 05th, 11:42 pm

Prime Minister Shri Narendra Modi today extended his heartiest congratulations to the people of Assam, especially the state’s Nari Shakti, for achieving a commendable feat in environmental conservation. The Prime Minister remarked that the state's Nari Shakti has taken a lead in this significant effort, which is aimed at building a sustainable planet.

From waste to wealth: PM Modi showcases Surat’s green development model

June 05th, 04:30 pm

At the launch of development projects in Surat, Gujarat, PM Modi called upon all elected representatives of local bodies to work even harder for the state's progress. Expressing pride in Surat being one of the cleanest cities in the country, he lauded the continuous efforts of all stakeholders. He credited Gujarat for its significant contribution to India's energy self-reliance, noting that the state produces one-fifth (50 GW) of the nation's 250 GW renewable energy capacity.

PM Modi inaugurates, dedicates to the nation and lays the foundation stone of multiple development projects worth over ₹18,800 crore in Surat, Gujarat

June 05th, 04:16 pm

At the launch of development projects in Surat, Gujarat, PM Modi called upon all elected representatives of local bodies to work even harder for the state's progress. Expressing pride in Surat being one of the cleanest cities in the country, he lauded the continuous efforts of all stakeholders. He credited Gujarat for its significant contribution to India's energy self-reliance, noting that the state produces one-fifth (50 GW) of the nation's 250 GW renewable energy capacity.

ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ

May 30th, 06:04 pm

ଆସାମର ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।

ନେଦରଲ୍ୟାଣ୍ଡରେ ଭାରତୀୟ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 16th, 01:30 pm

ଏତେ ସ୍ନେହ। ଏତେ ବଡ଼ ଉତ୍ସାହ। ସତ କହିବାକୁ ଗଲେ, ଗୋଟିଏ ମୁହୂର୍ତ୍ତ ପାଇଁ ମୁଁ ପ୍ରାୟ ଭୁଲି ଯାଇଥିଲି ଯେ, ମୁଁ ନେଦରଲ୍ୟାଣ୍ଡରେ ଅଛି। ଏହା ଏପରି ଅନୁଭବ ହେଉଛି ଯେପରି ଭାରତରେ କୌଣସି ସ୍ଥାନରେ ଏକ ଉତ୍ସବ ଚାଲିଛି!

ନେଦରଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

May 16th, 01:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହେଗରେ ଏକ ଭାରତୀୟ ସମ୍ପ୍ରଦାୟର ସ୍ୱାଗତ ସମାରୋହରେ ଯୋଗଦେଇଥିଲେ। ସେଠାରେ ପହଞ୍ଚିବା ପରେ, ନେଦରଲ୍ୟାଣ୍ଡରେ ବସବାସ କରୁଥିବା ଭାରତୀୟ ପ୍ରବାସୀ ଓ ଭାରତର ବନ୍ଧୁମାନଙ୍କର ଏକ ବିଶାଳ ସମାବେଶ ତାଙ୍କୁ ଭବ୍ୟ ଓ ଉତ୍ସାହପୂର୍ଣ୍ଣ ସ୍ୱାଗତ ଜଣାଇଥିଲା।

ଗୁଜରାଟର ଭଦୋଦରାରେ ସର୍ଦ୍ଦାରଧାମ ଛାତ୍ରାବାସର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ

May 11th, 06:15 pm

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଗୁଜରାଟର ଭଦୋଦରାଠାରେ ସର୍ଦ୍ଦାରଧାମ ହଷ୍ଟେଲ ଉଦଘାଟନ କରିଛନ୍ତି । ସୋମନାଥ ମନ୍ଦିରର ୭୫ ତମ ଅଭିଷେକ ବାର୍ଷିକୀ ପାଳନ କରିବା ମୁହୂର୍ତ୍ତରେ ଭଦୋଦରାର ସର୍ଦ୍ଦାର ଧାମରେ ଏକ ବିଶିଷ୍ଟ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକ ସ୍ମୃତି ସହିତ ଶିକ୍ଷାନୁଷ୍ଠାନ ଉଦଘାଟନ କରିବାର ଶୁଭ ସଂଯୋଗକୁ ଚିହ୍ନିତ କରିଛନ୍ତି । ଶିକ୍ଷାଦାନ ସହାୟତା ଯୋଜନାର ଶୁଭାରମ୍ଭ କରିବା ସହିତ ଡକ୍ଟର ଦୁଷ୍ୟନ୍ତ ଏବଂ ଦକ୍ଷ ପଟେଲ ସୌଧର ଉଦଘାଟନ ଏବଂ ଏକାଧିକ ଶିକ୍ଷାଗତ ପ୍ରକଳ୍ପ ପାଇଁ ଭୂମି ପୂଜନ ସମାରୋହ ଆୟୋଜନ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ପଦକ୍ଷେପଗୁଡ଼ିକୁ ଯୁବକମାନଙ୍କ ଭବିଷ୍ୟତ କ୍ୟାରିୟର ପାଇଁ ଲଞ୍ଚ ପ୍ୟାଡ୍ ଭାବରେ ସେ ବର୍ଣ୍ଣନା କରିଛନ୍ତି । କିଛି ଘଣ୍ଟା ପୂର୍ବରୁ, ମୁଁ ପ୍ରଭାସ ପଟନଠାରେ ସୋମନାଥ ଅମୃତ ମହୋତ୍ସବ ପାଳନ କରୁଥିଲି ଏବଂ ବର୍ତ୍ତମାନ ଏଠାରେ ଆମେ ପରିବର୍ତ୍ତନଶୀଳ ଶିକ୍ଷାନୁଷ୍ଠାନଗୁଡ଼ିକର ଉଦଘାଟନ କରୁଛୁ, ଏହି ସମନ୍ୱୟ ଐତିହ୍ୟ ଏବଂ ପ୍ରଗତି କିପରି ଏକାଠି ଆଗକୁ ବଢ଼ିବ ତାହାର ଏକ ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

ଗୁଜୁରାଟର ଭଦୋଦରାଠାରେ ସର୍ଦ୍ଦାରଧାମ ହଷ୍ଟେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

May 11th, 06:00 pm

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ଗୁଜରାଟର ଭଦୋଦରାଠାରେ ସର୍ଦ୍ଦାରଧାମ ହଷ୍ଟେଲ ଉଦଘାଟନ କରିଛନ୍ତି । ସୋମନାଥ ମନ୍ଦିରର ୭୫ ତମ ଅଭିଷେକ ବାର୍ଷିକୀ ପାଳନ କରିବା ମୁହୂର୍ତ୍ତରେ ଭଦୋଦରାର ସର୍ଦ୍ଦାର ଧାମରେ ଏକ ବିଶିଷ୍ଟ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଧ୍ୟାତ୍ମିକ ସ୍ମୃତି ସହିତ ଶିକ୍ଷାନୁଷ୍ଠାନ ଉଦଘାଟନ କରିବାର ଶୁଭ ସଂଯୋଗକୁ ଚିହ୍ନିତ କରିଛନ୍ତି । ଶିକ୍ଷାଦାନ ସହାୟତା ଯୋଜନାର ଶୁଭାରମ୍ଭ କରିବା ସହିତ ଡକ୍ଟର ଦୁଷ୍ୟନ୍ତ ଏବଂ ଦକ୍ଷ ପଟେଲ ସୌଧର ଉଦଘାଟନ ଏବଂ ଏକାଧିକ ଶିକ୍ଷାଗତ ପ୍ରକଳ୍ପ ପାଇଁ ଭୂମି ପୂଜନ ସମାରୋହ ଆୟୋଜନ କରିଥିଲେ ପ୍ରଧାନମନ୍ତ୍ରୀ। ଏହି ପଦକ୍ଷେପଗୁଡ଼ିକୁ ଯୁବକମାନଙ୍କ ଭବିଷ୍ୟତ କ୍ୟାରିୟର ପାଇଁ ଲଞ୍ଚ ପ୍ୟାଡ୍ ଭାବରେ ସେ ବର୍ଣ୍ଣନା କରିଛନ୍ତି । କିଛି ଘଣ୍ଟା ପୂର୍ବରୁ, ମୁଁ ପ୍ରଭାସ ପଟନଠାରେ ସୋମନାଥ ଅମୃତ ମହୋତ୍ସବ ପାଳନ କରୁଥିଲି ଏବଂ ବର୍ତ୍ତମାନ ଏଠାରେ ଆମେ ପରିବର୍ତ୍ତନଶୀଳ ଶିକ୍ଷାନୁଷ୍ଠାନଗୁଡ଼ିକର ଉଦଘାଟନ କରୁଛୁ, ଏହି ସମନ୍ୱୟ ଐତିହ୍ୟ ଏବଂ ପ୍ରଗତି କିପରି ଏକାଠି ଆଗକୁ ବଢ଼ିବ ତାହାର ଏକ ପ୍ରତୀକ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

People are fed up off Congress and BRS' politics of nepotism: PM Modi in Hyderabad

May 10th, 06:05 pm

PM Modi addressed a massive public rally in Hyderabad, Telangana, where he spoke on India’s rising global stature, the significance of BJP’s recent electoral victories and the country’s collective responsibility during ongoing global economic and geopolitical challenges.

PM Modi’s massive rally in Hyderabad focuses on self-reliance and a Viksit Telangana

May 10th, 06:00 pm

PM Modi addressed a massive public rally in Hyderabad, Telangana, where he spoke on India’s rising global stature, the significance of BJP’s recent electoral victories and the country’s collective responsibility during ongoing global economic and geopolitical challenges.

From Gangotri to Gangasagar… the lotus is blooming everywhere: PM Modi from BJP HQ

May 04th, 07:01 pm

PM Modi addressed the karyakartas at the BJP HQ following resounding victories in West Bengal, Assam and Puducherry, calling the moment historic, emotional and a powerful affirmation of trust in democracy and performance-driven governance. Dressed in traditional Bengali attire with a dhoti, the Prime Minister’s appearance reflected a deep cultural connect and symbolised the significance of Bengal’s landmark mandate.

PM Modi addresses at the BJP HQ after sweeping victories across states

May 04th, 07:00 pm

PM Modi addressed the karyakartas at the BJP HQ following resounding victories in West Bengal, Assam and Puducherry, calling the moment historic, emotional and a powerful affirmation of trust in democracy and performance-driven governance. Dressed in traditional Bengali attire with a dhoti, the Prime Minister’s appearance reflected a deep cultural connect and symbolised the significance of Bengal’s landmark mandate.

ଆସ୍ଥା ପୁନର୍ବାର ସ୍ଥାପିତ କଲା ଆସାମ: ବିଜେପି-ଏନଡିଏର ହ୍ୟାଟ୍ରିକ୍ ବିଜୟ!

May 04th, 06:39 pm

ଆସାମ ବିଧାନସଭା ନିର୍ବାଚନରେ ବିଜେପି-ଏନଡିଏ ପୁଣି ଥରେ ନିର୍ଣ୍ଣାୟକ ଜନାଦେଶ ହାସଲ କରି ରାଜ୍ୟରେ ଏକ ଉଲ୍ଲେଖନୀୟ ବିଜୟ ହାସଲ କରିଛି। ଏହି ବିଜୟ ବିକାଶ ଉପରେ ମେଣ୍ଟର ଧ୍ୟାନ ଏବଂ ଲୋକଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏହାର ପ୍ରତିବଦ୍ଧତା ପାଇଁ ଲୋକଙ୍କ ଅତୁଟ ସମର୍ଥନକୁ ପ୍ରତିଫଳିତ କରୁଛି ।

ବଙ୍ଗଳାର ଶକ୍ତି ସାରା ବିଶ୍ୱରେ ଜଣାଶୁଣା, କିନ୍ତୁ ଟିଏମସି ଏହାକୁ ଦୁର୍ନୀତିରେ ଫସାଇ ଦେଇଛି: ମଥୁରାପୁରରେ ପ୍ରଧାନମନ୍ତ୍ରୀ ମୋଦୀ

April 23rd, 01:00 pm

ପଶ୍ଚିମବଙ୍ଗର ମଥୁରାପୁରରେ ଏକ ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ବିଜେପିର 11 ବର୍ଷର ବିକାଶକୁ ଟିଏମସିର 15 ବର୍ଷର ମିଛ ଏବଂ ବିଶ୍ୱାସଘାତକତା ସହିତ ତୁଳନା କରିଥିଲେ। ଟିଏମସିର ସିଣ୍ଡିକେଟ ସଂସ୍କୃତିକୁ ଟାର୍ଗେଟ କରି ସେ ଚାକିରି, ଜମି, ରାସନ ଏବଂ ମଣ୍ଡିରେ ବ୍ୟାପକ କଟ ମନି ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ମହିଳା ଏବଂ ଯୁବକମାନଙ୍କ ଦ୍ୱାରା ପରିଚାଳିତ ସମଗ୍ର ବଙ୍ଗଳାରେ ପରିବର୍ତ୍ତନର ଏକ ଦୃଢ଼ ଲହରୀ ଦୃଶ୍ୟମାନ ହେଉଛି।