ଏସୀୟ ସ୍କ୍ୱାଶ୍ ମିକ୍ସଡ ଡବଲ୍ସ ଦଳର ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ବିଜେତା ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
July 01st, 03:03 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ ସ୍କ୍ୱାଶ୍ ମିକ୍ସଡ ଡବଲ୍ସ ଦଳର ସ୍ୱର୍ଣ୍ଣପଦକ ବିଜେତା ସଦସ୍ୟ ଦୀପିକା ପଲ୍ଲିକଲ ଓ ସାନ୍ଧୁ ହରିନ୍ଦର ଏବଂ କାଂସ୍ୟ ପଦକ ବିଜେତା ଅନହତ ସିଂହ ଓ ଅଭୟ ସିଂହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।