ରୁଷ ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତ୍ତି ସମୟରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ
December 05th, 02:00 pm
ଆଜି ଭାରତ - ରୁଷ ୨୩ତମ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ପୁଟିନଙ୍କୁ ସ୍ୱାଗତ କରି ମୁଁ ବହୁତ ଖୁସି ଅନୁଭବ କରୁଛି। ଆମର ଦ୍ୱିପାକ୍ଷିକ ସମ୍ପର୍କ ଅନେକ ଐତିହାସିକ ମାଇଲଖୁଣ୍ଟ ଦେଇ ଗତି କରୁଥିବା ସମୟରେ ସେ ଭାରତ ଗସ୍ତରେ ଆସିଛନ୍ତି। ଠିକ୍ ୨୫ ବର୍ଷ ପୂର୍ବେ, ରାଷ୍ଟ୍ରପତି ପୁଟିନ ଆମର ରଣନୈତିକ ସହଭାଗୀତାର ମୂଳଦୁଆ ସ୍ଥାପନ କରିଥିଲେ। ୧୫ ବର୍ଷ ପୂର୍ବେ, ୨୦୧୦ ମସିହାରେ, ଆମର ସହଭାଗୀତାକୁ ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ରଣନୀତିକ ଭାଗିଦାରୀର ମାନ୍ୟତା ମିଳିଥିଲା।PM Modi’s remarks during the joint press meet with Russian President Vladimir Putin
December 05th, 01:50 pm
PM Modi addressed the joint press meet with President Putin, highlighting the strong and time-tested India-Russia partnership. He said the relationship has remained steady like the Pole Star through global challenges. PM Modi announced new steps to boost economic cooperation, connectivity, energy security, cultural ties and people-to-people linkages. He reaffirmed India’s commitment to peace in Ukraine and emphasised the need for global unity in the fight against terrorism.ଫଳାଫଳ ତାଲିକା: ମାଲେସିଆ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଅନୱର ଇବ୍ରାହିମଙ୍କ ଭାରତ ଗସ୍ତ
August 20th, 04:49 pm
ଶ୍ରମିକଙ୍କ ଚୟନ, ନିଯୁକ୍ତି ଏବଂ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସରକାର ଏବଂ ମାଲେସିଆ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ରମାଲେସିଆ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ୍ ବିବୃତି
August 20th, 12:00 pm
ପ୍ରଧାନମନ୍ତ୍ରୀ ହେବା ପରେ ଅନୱର ଇବ୍ରାହିମଙ୍କର ଏହା ହେଉଛି ପ୍ରଥମ ଭାରତ ଗସ୍ତ । ମୁଁ ଖୁସି ଯେ ମୋର ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ଆପଣଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ପାଇଛି ।Submarine OFC project connecting Andaman-Nicobar to rest of the world is a symbol of our commitment towards ease of living: PM
August 10th, 12:35 pm
PM Narendra Modi launched the submarine Optical Fibre Cable facility in Andaman and Nicobar Islands via video conferencing. In his address the PM said, This submarine OFC project that connects Andaman Nicobar Islands to the rest of the world is a symbol of our commitment towards ease of living. Thousands of families in Andaman-Nicobar will now get its access, the residents will reap the benefits of internet connectivity.PM Modi launches submarine Optical Fibre Cable facility in Andaman and Nicobar Islands
August 10th, 10:14 am
PM Narendra Modi launched the submarine Optical Fibre Cable facility in Andaman and Nicobar Islands via video conferencing. In his address the PM said, This submarine OFC project that connects Andaman Nicobar Islands to the rest of the world is a symbol of our commitment towards ease of living. Thousands of families in Andaman-Nicobar will now get its access, the residents will reap the benefits of internet connectivity.ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ଅବସରରେ ଭାରତ ଓ ଜାପାନ ମଧ୍ୟରେ ସ୍ୱାକ୍ଷରିତ ଘୋଷଣାନାମା/ଚୁକ୍ତି ତାଲିକା
October 29th, 06:46 pm
ଘୋଷଣାନାମା : 29 ଅକ୍ଟୋବର 2018ରେ ଅନୁମୋଦନର ସାଧନ ଦାଖଲ କରି ଜାପାନ ଅନ୍ତର୍ଜାତୀୟ ସୌର ମେଣ୍ଟରେ ସାମିଲ ହେବା ଲାଗି ଘୋଷଣା କରିଛି । ବର୍ତ୍ତମାନ ସୁଦ୍ଧା 70ଟି ଦେଶ ଅନ୍ତର୍ଜାତୀୟ ସୌର ମେଣ୍ଟ ବ୍ୟବସ୍ଥା ଚୁକ୍ତି (ଆଇଏସଏଏଫଏ)ରେ ସ୍ୱାକ୍ଷର କରିଛନ୍ତି ଏବଂ 47ଟି ଦେଶ ଏହାକୁ ଅନୁମୋଦନ କରିଛନ୍ତି । ଆଇଏସଏଏଫଏ ସ୍ୱାକ୍ଷର କରିବାରେ 71ତମ ଏବଂ ଏହାକୁ ଅନୁମୋଦନ କରିବାରେ 48ତମ ରାଷ୍ଟ୍ର ହୋଇଛି ଜାପାନ ।ଜାପାନ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି
October 29th, 03:45 pm
ଏଠାରେ ଟୋକିଓରେ ଏବଂ ଏଥିପୂର୍ବରୁ ୟାମାନାଶୀରେ ଏବଂ ନିଜ ଘରେ ଯେଉଁ ଆତ୍ମୀୟତାର ସହିତ ପ୍ରଧାନମନ୍ତ୍ରୀ ଆବେ ମୋର ସ୍ୱାଗତ କଲେ, ତାହା ମୋର ଏହି ଜାପାନ ଗସ୍ତର ସଫଳତାକୁ ଆହୁରି ଅବିସ୍ମରଣୀୟ କରିଦେଇଛି ।ସାଙ୍ଗ୍ରି ଲା ବାର୍ତ୍ତାଳାପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
June 01st, 07:00 pm
ଆପଣଙ୍କ ବନ୍ଧୁତା ପାଇଁ , ଭାରତ- ସିଙ୍ଗାପୁର ସହଭାଗୀତା ଏବଂ ଏହି କ୍ଷେତ୍ରର ଉତ୍ତମ ଭବିଷ୍ୟତ ସକାଶେ ଆପଣଙ୍କ ନେତୃତ୍ୱ ନିମନ୍ତେ ଆପଣଙ୍କୁ ଅଶେଷ ଧନ୍ୟବାଦ ।India will remain steadfast in shared pursuit of regional, strategic political and economic priorities within EAS framework: PM Modi
September 08th, 01:14 pm
PM Modi addressed 11th East Asia Summit today in Laos. PM said competing geo-politics, traditional and non-traditional challenges threaten peace, stability and prosperity of the region. Talking against terrorism, the PM said terrorism is the most serious challenge to open and pluralistic societies and combating it would require collective effort. PM Modi said India will remain steadfast in shared pursuit of regional, strategic political and economic priorities within EAS framework.