ଦଶମ ଏସିଆ ପ୍ରଶାନ୍ତ ବଧିର କ୍ରୀଡ଼ା-୨୦୨୪ରେ ଐତିହାସିକ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
December 10th, 08:19 pm
କୁଆଲୁଲୁମ୍ପୁର ଠାରୁ ଅନୁଷ୍ଠିତ ହେଉଥିବା ଦଶମ ଏସିଆ ପ୍ରଶାନ୍ତ ବଧିର କ୍ରୀଡ଼ା-୨୦୨୪ରେ ଐତିହାସିକ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି ।