India is building the capacity to design and manufacture at every level of the semiconductor value chain: PM Modi in Sanand, Gujarat

March 31st, 01:05 pm

PM Modi inaugurated the Kaynes Semicon plant in Sanand, Gujarat, marking the commencement of production at the facility. Congratulating the leadership of Kaynes Technology, the Gujarat government, and all the workers at the plant, the PM expressed pride that an Indian company has entered the semiconductor chip manufacturing space. He highlighted that this milestone truly embodies the mantra of 'Make in India, Make for the World.'

PM Modi inaugurates the Kaynes Semicon Plant at Sanand, Gujarat

March 31st, 01:00 pm

PM Modi inaugurated the Kaynes Semicon plant in Sanand, Gujarat, marking the commencement of production at the facility. Congratulating the leadership of Kaynes Technology, the Gujarat government, and all the workers at the plant, the PM expressed pride that an Indian company has entered the semiconductor chip manufacturing space. He highlighted that this milestone truly embodies the mantra of 'Make in India, Make for the World.'

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

January 14th, 06:51 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନୂତନ ଭାବେ ଘୋଷଣା ହୋଇଥିବା ଅମୃତ ଭାରତ ଟ୍ରେନ ସାରା ଦେଶରେ ଯାତ୍ରୀଙ୍କୁ ଆରାମଦାୟକ ସେବା ଯୋଗାଇ ଦେବା ସହିତ ରେଳ ଯୋଗାଯୋଗରେ ସୁଧାର ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

PM hails the passage of Online Gaming Bill, 2025

August 22nd, 09:36 am

The Prime Minister, Shri Narendra Modi has welcomed the passage of The Promotion and Regulation of Online Gaming Bill, 2025 by both Houses of Parliament.

କାଶ୍ମୀର ଘାଟିରେ ପ୍ରଥମ ମାଲଗାଡ଼ି ଆଗମନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା, କହିଲେ ବାଣିଜ୍ୟ ଓ ସମ୍ପର୍କ ପାଇଁ ମହାନ୍ ଦିନ

August 09th, 06:04 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀର ଘାଟିକୁ ପ୍ରଥମ ମାଲଗାଡ଼ିର ଆଗମନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା କରିବା ସହ କହିଛନ୍ତି, ଏହି ଅଞ୍ଚଳକୁ ରାଷ୍ଟ୍ରୀୟ ମାଲ୍ ପରିବହନ ନେଟୱର୍କ ସହ ଯୋଡ଼ିବା ଦିଗରେ ଏହା ଏକ ମାଇଲଖୁଣ୍ଟ ।

ଇଲେକ୍ଟ୍ରୋନିକ୍ସ ରପ୍ତାନିରେ ଭାରତର ଅଗ୍ରଗତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

August 05th, 03:30 pm

ଇଲେକ୍ଟ୍ରୋନିକ୍ସ ରପ୍ତାନି ଭାରତର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି । ଇଲେକ୍ଟ୍ରୋନିକ୍ସ ରପ୍ତାନି ବିଶ୍ୱସ୍ତରରେ ଶୀର୍ଷ ୩ଟି ସ୍ଥାନ ମଧ୍ୟରେ ପହଞ୍ଚଛି । ଅଭିନବ ଯୁବ ଶକ୍ତିଙ୍କୁ ଶ୍ରୀ ମୋଦୀ ଏହାର ଶ୍ରେୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ଭାରତ ଏକ ଗତି ଜାରି ରଖିବାକୁ ପ୍ରତିଶ୍ରୁତିବଦ୍ଧ ।

ପଶ୍ଚିମବଙ୍ଗ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

June 17th, 12:58 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳକୁ ଯାଇଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ସହାୟତା କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରାଯାଇଛି ।

Viksit Bharat Ambassadors Meetup for 'Viksit Bharat, Viksit Mumbai' in Ghatkopar East

May 17th, 04:14 pm

Viksit Bharat Ambassadors met at Bhatia Wadi in Ghatkopar East, Mumbai, to engage with the local diamond merchant and traders community. Over 300 members from the area joined the event, which was honoured by the presence of Sh. Ashwini Vaishnaw, Union Minister for Railways, Communications, and IT. A free-flowing exchange took place, with participants voicing their suggestions and experiences directly to the Minister.

ପୋଷ୍ଟ ଅଫିସ ନିର୍ମାଣରେ ୩ଡି ପ୍ରିଣ୍ଟିଂ ପ୍ରଯୁକ୍ତି ବ୍ୟବହାରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

April 12th, 07:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବେଙ୍ଗଲୁରୁରେ ପୋଷ୍ଟ ଅଫିସ ନିର୍ମାଣରେ ୩ଡି ପ୍ରିଣ୍ଟିଂ ପ୍ରଯୁକ୍ତି ବ୍ୟବହାରକୁ ପ୍ରଶଂସା କରିଛନ୍ତି ।

ଭୋପାଳ ଏବଂ ନୂଆଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

April 01st, 03:51 pm

ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମାନ ମଙ୍ଗୁଭାଇ ପଟେଲ, ମୁଖ୍ୟମନ୍ତ୍ରୀ ଭାଇ ଶିବରାଜ ମହାଶୟ, ରେଳମନ୍ତ୍ରୀ ଅଶ୍ୱିନୀ ମହାଶୟ, ଅନ୍ୟ ସମସ୍ତ ମହାନୁଭବ, ଆଉ ବିଶାଳ ସଂଖ୍ୟାରେ ଆସିଥିବା ଭୋପାଳର ମୋର ପ୍ରିୟ ଭାଇ ଓ ଭଉଣୀମାନେ !

ମଧ୍ୟପ୍ରଦେଶର ଭୋପାଳ କମଳାପତି ଷ୍ଟେସନଠାରେ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରାର କଲେ ଶୁଭାରମ୍ଭ

April 01st, 03:30 pm

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି (୦୧.୦୪.୨୦୨୩) ମଧ୍ୟପ୍ରଦେଶର ଭୋପାଳସ୍ଥିତ ରାଣୀକମଳପତି ଷ୍ଟେସନରୁ ଭୋପାଳ-ନୂଆଦିଲ୍ଲୀ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ ସ୍ଥଳରେ ପହଞ୍ଚି ରାଣୀ କମଳାପତି -ନୂଆଦିଲ୍ଳୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ନିରୀକ୍ଷଣ କରିବା ସହ ପିଲା ଓ ଟ୍ରେନର କର୍ମଚାରୀଙ୍କ ସହ ମତ ବିନିମୟ କରିଥିଲେ ।