ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ସ୍ମାରକୀ ଉପହାରସମୂହର ନିଲାମୀ ଶେଷ; ଜନସାଧାରଣଙ୍କ ମଧ୍ୟରେ ବିଶେଷ ଆଗ୍ରହ ପରିଲକ୍ଷିତ; ନିଲାମୀରୁ ସଂଗୃହୀତ ରାଶି “ନମାମୀ ଗଙ୍ଗେ”ରେ ଖର୍ଚ୍ଚ ହେବ
February 10th, 09:43 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏପର୍ଯ୍ୟନ୍ତ ନିଜ କାର୍ଯ୍ୟକାଳ ମଧ୍ୟରେ ମିଳିଥିବା ସ୍ମାରକୀ ଉପହାରଗୁଡିକର 15 ଦିନିଆ ନିଲାମୀ ପ୍ରକ୍ରିୟା ଶନିବାର ସଂଧ୍ୟାରେ ଶେଷ ହୋଇଛି ।