ମନର କଥା (୧୩୭ତମ ଅଧ୍ୟାୟ) ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କୀ ବାତ୍’

August 30th, 11:30 am

ମନର କଥା (୧୩୭ତମ ଅଧ୍ୟାୟ) ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କୀ ବାତ୍’

ଆଷାଢ଼ୀ ଏକାଦଶୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

July 25th, 11:35 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପବିତ୍ର ଆଷାଢ଼ୀ ଏକାଦଶୀ ଅବସରରେ ଆଜି ଶୁଭେଚ୍ଛା ଜଣାଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ଏହି ଶୁଭ ଦିବସ ହେଉଛି ଭକ୍ତି ଏବଂ କରୁଣାର ଚିରନ୍ତନ ବାର୍ତ୍ତା।

ଆଷାଢ଼ୀ ଏକାଦଶୀର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

July 06th, 07:59 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଷାଢ଼ୀ ଏକାଦଶୀଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆମେ ଭଗବାନବିଟ୍ଠଲଙ୍କ ନିକଟରେ ପ୍ରାର୍ଥନା କରିବା ସହ ଆମ ସମସ୍ତଙ୍କ ଉପରେତାଙ୍କର ନିରନ୍ତର ଆଶୀର୍ବାଦ କାମନା କରୁଛୁ ବୋଲି ଶ୍ରୀ ମୋଦୀକହିଛନ୍ତି ।

ଆଷାଢ଼ୀ ଏକାଦଶୀରେ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

July 17th, 09:35 am

“ଆଷାଢ଼ୀ ଏକାଦଶୀରେ ଶୁଭେଚ୍ଛା! ଆମ ଉପରେ ଭଗବାନ ବିଠଲଙ୍କ ଆଶୀର୍ବାଦ ସର୍ବଦା ଥାଉ ଏବଂ ସୁଖ ଓ ସମୃଦ୍ଧିଭରା ଏକ ସମାଜ ଗଠନ ପାଇଁ ପ୍ରେରଣା ଦେଉଥାଉ । ଏହି ପର୍ବ ଆମ ଭିତରେ ଭକ୍ତି, ବିନମ୍ରତା ଓ କରୁଣା ଭରିଦେଉ । ଏକ ଲଗନରେ ସମାଜର ଅତ୍ୟନ୍ତ ଗରିବମାନଙ୍କ ସେବା ପାଇଁ ଆମକୁ ପ୍ରୋତ୍ସାହିତ କରୁଥାଉ” ।

ଆଷାଢ଼ୀ ଏକାଦଶୀରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

June 29th, 09:55 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଷାଢ଼ୀ ଏକାଦଶୀ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଷାଢୀ ଏକାଦଶୀ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

July 10th, 09:10 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଷାଢୀ ଏକାଦଶୀ ଅବସରରେ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀ ମୋଦୀ ପୂର୍ବର ମନ କି ବାତର ଏକ ଛୋଟ ଉଦ୍ଧୃତାଂଶ ମଧ୍ୟ ସେୟାର କରିଥିଲେ ଯେଉଁଥିରେ ସେ ୱାର୍କରୀ ପରମ୍ପରା ଏବଂ ପନ୍ଦରପୁରର ଈଶ୍ୱରତା ବିଷୟରେ କହିଥିଲେ ।

ଆଷାଢ଼ୀ ଏକାଦଶୀ ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

July 20th, 10:40 am

ଆଷାଢ଼ୀ ଏକାଦଶୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।