ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
February 08th, 11:19 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ମାଲେସିଆର ପ୍ରଧାନମନ୍ତ୍ରୀ ମହାମହିମ ଦାତୋ ସେରୀ ଅନୱର ଇବ୍ରାହିମ ପେରଡାନା ପୁତ୍ରା ପରିସରରେ ସ୍ୱାଗତ କରିଛନ୍ତି । ସେଠାରେ ତାଙ୍କୁ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏହା ପରେ, ଦୁଇ ନେତା ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସରକାରୀ ବାସଭବନ ସେରୀ ପେରଡାନାରେ ସୀମିତ ଏବଂ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି ।ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମିଳିତ ପ୍ରେସ ବିବୃତ୍ତି
February 08th, 08:35 am
ପ୍ରଥମେ, ମୁଁ ମୋର ଘନିଷ୍ଠ ବନ୍ଧୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ତାଙ୍କର ହୃଦୟସ୍ପର୍ଶୀ ଓ ଭବ୍ୟ ସ୍ୱାଗତ ପାଇଁ ସହୃଦୟତାର ସହିତ କୃତଜ୍ଞତା ଜଣାଉଛି। ଗତ ବର୍ଷ, ମୁଁ ଏସିଆନ୍ ଶିଖର ସମ୍ମିଳନୀ ପାଇଁ ମାଲେସିଆ ଯାତ୍ରା କରିପାରି ନଥିଲି। କିନ୍ତୁ ମୁଁ ମୋର ପ୍ରିୟ ବନ୍ଧୁଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ, ମୁଁ ଯଥାଶୀଘ୍ର ମାଲେସିଆ ଗସ୍ତ କରିବି। ଆଜି, ୨୦୨୬ର ମୋର ପ୍ରଥମ ବିଦେଶ ଯାତ୍ରାରେ, ମୁଁ ମାଲେସିଆ ଆସିଛି।India Malaysia Joint Statement on the occasion of the Official visit by Prime minister of India to Malaysia
February 08th, 08:30 am
At the invitation of Prime Minister of Malaysia, His Excellency, Dato’ Seri Anwar Ibrahim, His Excellency, Shri Narendra Modi, Prime Minister of the Republic of India, undertook an official visit to Malaysia from 7 to 8 February 2026. The visit reflected the deep-rooted friendship and enduring people-to-people ties, based on civilizational connections between the two countries. It reaffirmed the shared commitment of the two Leaders to further consolidate and expand the India–Malaysia Comprehensive Strategic Partnership.India wants to take relationship with Malaysia to a new level: PM Modi at India and Malaysia delegation-level talks
February 08th, 08:20 am
During delegation-level talks with Malaysian PM Anwar Ibrahim, PM Modi expressed his happiness at receiving a warm welcome in Malaysia. He highlighted that India–Malaysia cooperation is deepening across every sector, from agriculture and manufacturing to clean energy and semiconductors. He noted that, as maritime neighbours, India and Malaysia must realise the full potential of their relationship.22ତମ ଆସିଆନ-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
October 25th, 09:48 am
ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ 26 ଅକ୍ଟୋବର, 2025 ରେ 22ତମ ଆସିଆନ - ଭାରତ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ । ଆମର ଆକ୍ଟ ଇଷ୍ଟ ପଲିସି ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦୀ ଆସିଆନ ନେତାମାନଙ୍କ ସହ ଆସିଆନ-ଭାରତ ସମ୍ପର୍କର ଅଗ୍ରଗତିର ମିଳିତ ସମୀକ୍ଷା କରିବେ ।ଆସିଆନର ଅଧ୍ୟକ୍ଷତା ପାଇଁ ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
October 23rd, 10:55 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଲେସିଆ ପ୍ରଧାନମନ୍ତ୍ରୀ ଶ୍ରୀ ଅନୱର ଇବ୍ରାହିମଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଛନ୍ତି ।We are elevating the India-Philippines relationship to the level of a strategic partnership: PM Modi
August 05th, 03:45 pm
In his remarks during the meeting with Philippines President Marcos Jr, PM Modi announced that India-Philippines relations are elevated to the level of a Strategic Partnership. He expressed satisfaction that over the past few years, relationship between the two countries has progressed in all areas and are now formulating a Plan of Action for the next five years.ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
November 19th, 06:09 am
ପ୍ରଧାନମନ୍ତ୍ରୀ ନବନିର୍ବାଚିତ ହୋଇ ଦାୟିତ୍ୱ ଗ୍ରହଣ କରିଥିବାରୁ ରାଷ୍ଟ୍ରପତି ସୁବିଆନ୍ତୋଙ୍କୁ ଅଭିନନ୍ଦନ ଜଣାଇଥିଲେ । ଦୁଇ ନେତା ସେମାନଙ୍କର ବିସ୍ତୃତ ରଣନୀତିକ ଭାଗିଦାରୀ ଢ଼ାଞ୍ଚାରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବାକୁ ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି । ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା ଏବଂ ନିରାପତ୍ତା, ଯୋଗାଯୋଗ, ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ କ୍ଷେତ୍ରରେ ସହଯୋଗ ଉପରେ ସେମାନେ ଆଲୋଚନା କରିଥିଲେ। ଭାରତ ଓ ଇଣ୍ଡୋନେସିଆ କୂଟନୀତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପୂର୍ତ୍ତୀ ପାଳନ କରୁଛନ୍ତି ବୋଲି ଦୁଇ ନେତା ଉଲ୍ଲେଖ କରିଥିଲେ ଏବଂ ଏହି ଉତ୍ସବକୁ ଉପଯୁକ୍ତ ଢ଼ଙ୍ଗରେ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ।ଭିଏଣ୍ଟିଆନେ, ଲାଓ ପିଡିଆରରେ ୧୯ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
October 11th, 08:15 am
ଭାରତ କ୍ରମାଗତ ଭାବରେ ଆସିଆନର ଏକତା ଏବଂ କେନ୍ଦ୍ରୀୟତାକୁ ସମର୍ଥନ କରିଆସିଛି । ଆସିଆନ ଭାରତର ଭାରତ-ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣ ଏବଂ କ୍ୱାଡ୍ ସହଯୋଗ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଭାରତର ଭାରତ-ପ୍ରଶାନ୍ତ ମହାସାଗର ପଦ୍ଧକ୍ଷେପ ଏବଂ ଭାରତ-ପ୍ରଶାନ୍ତ ମହାସାଗର ଉପରେ ଆସିଆନ୍ ଆଉଟଲୁକ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସାମଞ୍ଜସ୍ୟ ରହିଛି । ସମଗ୍ର ଅଞ୍ଚଳର ଶାନ୍ତି ଓ ପ୍ରଗତି ପାଇଁ ଏକ ମୁକ୍ତ, ମୁକ୍ତ, ସମାବେଶୀ, ସମୃଦ୍ଧ ଏବଂ ନିୟମ ଭିତ୍ତିକ ଭାରତ-ପ୍ରଶାନ୍ତ ମହାସାଗର ୀୟ ଅଞ୍ଚଳ ଗୁରୁତ୍ୱପୂର୍ଣ୍ଣ ।୧୯ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ
October 11th, 08:10 am
ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବର ୨୦୨୪ରେ ଲାଓ ପିଡିଆର୍ ର ଭିଏଣ୍ଟିଆନେଠାରେ ୧୯ତମ ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ୍ )ରେ ଯୋଗ ଦେଇଛନ୍ତି ।We are committed to strengthening the Comprehensive Strategic Partnership: PM Modi at ASEAN-India Summit
October 10th, 08:37 pm
During the 21st ASEAN-India Summit held in Vientiane, Lao PDR, PM Modi, while delivering India's national statement, reaffirmed the commitment to strengthening the Comprehensive Strategic Partnership between India and ASEAN. The Prime Minister expressed confidence that all partners will continue working together towards human welfare, regional peace, stability, and prosperity.We will continue to collaborate for regional peace and prosperity: PM Modi at ASEAN-India Summit
October 10th, 08:13 pm
Prime Minister Narendra Modi addressed the closing session of the 21st ASEAN-India Summit in Vientiane, Laos. He appreciated everyone for the adoption of two joint statements aimed at strengthening digital transformation and mutual comprehensive strategic partnerships. The Prime Minister reaffirmed India's commitment to continue collaborating for regional peace, stability, and prosperity.ଆସିଆନ -ଭାରତ ଶିଖର ସମ୍ମିଳନୀ ଅବସରରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 10th, 07:18 pm
ଭିଏତନାମର ଲାଓ-ପିଡିଆର ଠାରେ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟାଫର ଲକ୍ସନଙ୍କୁ ଭେଟିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ ।ଆସିଆନ -ଭାରତ ଶିଖର ସମ୍ମିଳନୀ ଅବସରରେ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
October 10th, 07:12 pm
ଲାଓସ ଠାରେ ଆସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ଜାପାନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ଶିଗେରୁ ଇଶିବାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦ୍ୱିପାକ୍ଷିକ ସମ୍ପର୍କ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।ଡିଜିଟାଲ ରୂପାନ୍ତରଣକୁ ଆଗେଇ ନେବା ପାଇଁ ଏସିଆନ-ଭାରତ ମିଳିତ ବିବୃତି
October 10th, 05:42 pm
10.10.2024 : ୧୦ ଅକ୍ଟୋବର ୨୦୨୪ରେ ଲାଓ ପିଡିଆରର ଭିଏଣ୍ଟିଆନେଠାରେ ୨୧ତମ ଏସିଆନ-ଭାରତ ଶିଖର ସମ୍ମିଳନୀ ଅବସରରେ ଏସିଆନ୍ ଆସୋସିଏସନ୍ ଅଫ୍ ସାଉଥଇଷ୍ଟ ଏସିଆନ୍ ନେସନ୍ସ (ଏସିଆନ) ଏବଂ ଭାରତ ଗଣତନ୍ତ୍ରର ସଦସ୍ୟ ରାଷ୍ଟ୍ର ଭାବରେ ଆମେ; ଏସିଆନ-ଭାରତ ବ୍ୟାପକ ରଣନୈତିକ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ତଥା ୧୯୯୨ ମସିହାରେ ଏସିଆନ-ଭାରତ ଆଲୋଚନା ସମ୍ପର୍କ ପ୍ରତିଷ୍ଠା ପରଠାରୁ ଏସିଆନ-ଭାରତ ଆଲୋଚନା ସମ୍ପର୍କକୁ ଆଗେଇ ନେଉଥିବା ମୌଳିକ ନୀତି, ଅଂଶୀଦାର ମୂଲ୍ୟବୋଧ ଏବଂ ମାନଦଣ୍ଡ ଦ୍ୱାରା ପରିଚାଳିତ, ଏସିଆନ-ଭାରତ ସ୍ମାରକୀ ଶିଖର ସମ୍ମିଳନୀର ଭିଜନ ଷ୍ଟେଟମେଣ୍ଟ (୨୦୧୨), ଏସିଆନ-ଭାରତ ସ୍ମାରକୀ ଶିଖର ସମ୍ମିଳନୀର ଦିଲ୍ଲୀ ଘୋଷଣାନାମା (୨୦୧୮), ଏହି ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଭାରତ-ପ୍ରଶାନ୍ତ ମହାସାଗରରେ ଏସିଆନ୍ ଦୃଷ୍ଟିକୋଣରେ ସହଯୋଗ ଉପରେ ଏସିଆନ୍-ଭାରତ ମିଳିତ ବିବୃତି (୨୦୨୧), ଏସିଆନ-ଭାରତ ବ୍ୟାପକ ରଣନୈତିକ ଭାଗିଦାରୀ ଉପରେ ମିଳିତ ବିବୃତି (୨୦୨୨), ସାମୁଦ୍ରିକ ସହଯୋଗ ଉପରେ ଏସିଆନ-ଭାରତ ମିଳିତ ବିବୃତି (୨୦୨୩) ଏବଂ ସଙ୍କଟର ପ୍ରତିକ୍ରିୟାରେ ଖାଦ୍ୟ ସୁରକ୍ଷା ଏବଂ ପୋଷଣକୁ ସୁଦୃଢ଼ କରିବା ଉପରେ ଆସିଆନ-ଭାରତ ଯୁଗ୍ମ ନେତାଙ୍କ ବିବୃତି (୨୦୨୩); ଆମର ପ୍ରତିବଦ୍ଧତାକୁ ଦୋହରାଉଛୁ।ଲାଓସର ଭିଏନ୍ଶେନଠାରେ ୨୧ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ଅଭିଭାଷଣ
October 10th, 02:35 pm
୧୦ ବର୍ଷ ତଳେ ମୁଁ ଭାରତର ‘ଆକ୍ଟ ଇଷ୍ଟ’ ନୀତି ଘୋଷଣା କରିଥିଲି। ଗତ ଏକ ଦଶନ୍ଧି ମଧ୍ୟରେ ଏହି ପଦକ୍ଷେପ ଭାରତ ଓ ଆସିଆନ ରାଷ୍ଟ୍ରମାନଙ୍କ ମଧ୍ୟରେ ଐତିହାସିକ ସମ୍ପର୍କକୁ ପୁନର୍ଜୀବିତ କରିଛି ଏବଂ ଏହାକୁ ନୂତନ ଶକ୍ତି, ଦିଗ ଏବଂ ଗତି ପ୍ରଦାନ କରିଛି ।ଲାଓସର ଭିଏନ୍ଶେନଠାରେ ୨୧ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ଅଭିଭାଷଣ
October 10th, 02:30 pm
ଆଜି ଆସିଆନ ପରିବାର ସହିତ ଏକାଦଶ ଥର ପାଇଁ ଏହି ବୈଠକରେ ଅଂଶଗ୍ରହଣ କରି ମୁଁ ଗୌରବାନ୍ୱିତ ଅନୁଭବ କରୁଛି ।Prime Minister’s Departure Statement ahead of his visit to Vientiane, Lao People’s Democratic Republic
October 10th, 07:00 am
At the invitation of H.E. Mr. Sonexay Siphandone, Prime Minister of the Lao People’s Democratic Republic, Prime Minister Shri Narendra Modi will visit Vientiane, Lao PDR, on 10-11 October 2024.During the visit, Prime Minister will attend the 21st ASEAN-India Summit and the 19th East Asia Summit being hosted by Lao PDR as the current Chair of ASEAN.Prime Minister Narendra Modi to visit Vientiane, Laos
October 09th, 09:00 am
At the invitation of H.E. Mr. Sonexay Siphandone, Prime Minister of the Lao People’s Democratic Republic, Prime Minister Shri Narendra Modi will visit Vientiane, Lao PDR, on 10-11 October 2024.During the visit, Prime Minister will attend the 21st ASEAN-India Summit and the 19th East Asia Summit being hosted by Lao PDR as the current Chair of ASEAN.୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ
September 07th, 11:47 am
ପ୍ରଧାନମନ୍ତ୍ରୀ ୭ ସେପ୍ଟେମ୍ବର ୨୦୨୩ରେ ଜାକର୍ତ୍ତାଠାରେ ୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ୧୮ତମ ପୂର୍ବ ଏସିଆ ସମ୍ମିଳନୀ (ଇଏଏସ୍ )ରେ ଯୋଗ ଦେଇଥିଲେ ।