ଆର୍ଟ ଅଫ୍ ଲିଭିଂରେ ଶ୍ରୀ ରବିଶଙ୍କର ଜୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ
May 10th, 07:05 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂ ପରିଦର୍ଶନ ସମୟରେ ଆଧ୍ୟାତ୍ମିକ ନେତା ଶ୍ରୀ ଶ୍ରୀ ରବି ଶଙ୍କରଙ୍କୁ ଭେଟିଥିଲେ।Art of Living institution has always worked by carrying along the strength of society: PM Modi in Bengaluru
May 10th, 11:05 am
PM Modi inaugurated the Dhyan Mandir and launched various initiatives during the 45th anniversary celebrations of The Art of Living in Bengaluru. Emphasising the importance of spirituality, service and social responsibility, he highlighted the role of youth, mental well-being and collective participation in building a Viksit Bharat.କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ୍ ଲିଭିଂ ପ୍ରତିଷ୍ଠାର ୪୫ତମ ବାର୍ଷିକୀ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
May 10th, 11:00 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁଠାରେ ଆର୍ଟ ଅଫ ଲିଭିଂର ୪୫ତମ ବାର୍ଷିକୀ ପାଳନ ସମାରୋହରେ ଯୋଗଦେଇଛନ୍ତି। ଏହି ଅବସରର ପବିତ୍ରତା କଥା ପ୍ରକାଶ କରି ସେ କହିଥିଲେ ଯେ ପିଲାମାନଙ୍କ ବେଦବାଣୀ, ଭଗବାନ ଗଣେଶଙ୍କ ଦର୍ଶନ, ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୭୦ତମ ବର୍ଷ ଓ ଆର୍ଟ ଅଫ ଲିଭିଂର ୪୫ତମ ବାର୍ଷିକୀ ଦ୍ବାରା ଆଜିର ସକାଳଟି ସମୃଦ୍ଧ ହୋଇଛି। “ଏସବୁ କ୍ଷଣଗୁଡ଼ିକ ସବୁବେଳ ମୋ ମାନସପଟ୍ଟରେ ରହିବ’’ ସେ କହିଥିଲେ।ତାମିଲନାଡୁର ଚେନ୍ନାଇରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଉଦ୍ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
January 19th, 06:33 pm
ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର.ଏନ. ରବି ଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ଏମ.କେ. ଷ୍ଟାଲିନ ଜୀ, କେନ୍ଦ୍ର କ୍ୟାବିନେଟରେ ମୋର ସହଯୋଗୀ, ଅନୁରାଗ ଠାକୁର, ଏଲ.ମୁରୁଗାନ ଏବଂ ନିଶିଥ ପ୍ରାମାଣିକ, ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏବଂ ଭାରତର କୋଣ ଅନୁକୋଣରୁ ଆସିଥିବା ମୋର ଯୁବ ସାଥିମାନେ।ତାମିଲନାଡୁର ଚେନ୍ନାଇରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୩ ର ଉଦଘାଟନୀ ସମାରୋହକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ
January 19th, 06:06 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଚେନ୍ନାଇଠାରେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ୨୦୨୩ର ଉଦଘାଟନୀ ସମାରୋହକୁ ଉଦଘାଟନ କରିଛନ୍ତି । ଶ୍ରୀ ମୋଦୀ ବ୍ରଡକାଷ୍ଟିଂ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୨୫୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ସେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଥିଲେ। ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଉଦଘାଟନ ଅବସରରେ ସେ ଦୁଇ ଜଣ ଆଥଲେଟଙ୍କ ଦ୍ୱାରା ହସ୍ତାନ୍ତର କରାଯାଇଥିବା କ୍ରୀଡ଼ାର ମଶାଲ ମଧ୍ୟ ରଖିଥିଲେ।ନିଶାମୁକ୍ତ ଭାରତ ଅଭିଯାନ ଲାଗି ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
February 19th, 07:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ନିଶାମୁକ୍ତ ଭାରତ ଅଭିଯାନ’ କୁ ଆଜି (ମଙ୍ଗଳବାର) ଭିଡିଓ କନଫରେନସିଂ ଜରିଆରେ ଉଦବୋଧନ ଦେଇଥିଲେ । ଆର୍ଟ ଅଫ ଲିଭିଙ୍ଗ ଫାଉଣ୍ଡେସନ ଦ୍ୱାରା ଗୁରୁ ଜମ୍ବେଶ୍ୱର ବିଶ୍ୱବିଦ୍ୟାଳୟ, ହିସାରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏହି ବାର୍ତ୍ତା ପ୍ରଦର୍ଶୀତ କରାଯାଇଥିଲା ।ଅହମ୍ମଦାବାଦ ସପିଙ୍ଗ ଫେଷ୍ଟିଭାଲ-2019କୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
January 17th, 06:00 pm
ଅହମ୍ମଦାବାଦର ସାବରମତୀ ନଦୀକୂଳରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅହମ୍ମଦାବାଦ ସପିଙ୍ଗ ଫେଷ୍ଟିଭାଲ-2019ର ଉଦଘାଟନ କରିଛନ୍ତି । ସମଗ୍ର ଗୁଜରାଟର ରାସ୍ତା ବିକାଳିଙ୍କଠାରୁ ଆରମ୍ଭ କରି ସପିଙ୍ଗ ମଲ ପର୍ଯ୍ୟନ୍ତ ଏବଂ ଶିଳ୍ପକାରଙ୍କଠାରୁ ଆରମ୍ଭ କରି ହୋଟେଲ-ରେସ୍ତୁରାଂ ସହିତ ସମ୍ପର୍କିତ ସମସ୍ତ ବ୍ୟବସାୟ ସେମାନଙ୍କର ଉତ୍ପାଦର ପ୍ରଦର୍ଶନ ଏବଂ ପ୍ରସାର ପାଇଁ ଏଠାକୁ ଆସିଥିଲେ । ଏହି ଫେଷ୍ଟିଭାଲ ଅନନ୍ୟ ଯେହେତୁ ଏହା ଗୁଜରାଟ ଉଦ୍ୟୋଗ ସମ୍ମିଳନୀ ସହ ଏକାସଙ୍ଗେ ଆୟୋଜିତ ହେଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ସେ କହିଥିଲେ, “ସାଧାରଣତଃ କେବଳ ବିଦେଶରେ ଏପରି ବୃହତ ବାଣିଜ୍ୟ ସମ୍ମିଳନୀର ଆୟୋଜନ କରାଯାଇଥାଏ । ଏବେ ଉଦ୍ୟୋଗ ଗୁଜରାଟ ଏବଂ ଅହମ୍ମଦାବାଦ ସପିଙ୍ଗ ଫେଷ୍ଟିଭାଲର ପ୍ରାରମ୍ଭ ଏକ ପ୍ରଶଂସନୀୟ ପଦକ୍ଷେପ ।The government is constantly working to create conducive environment for doing business in the country: PM
January 17th, 06:00 pm
PM Modi today inaugurated Ahmedabad Shopping Festival. Addressing a gathering at the event, PM Modi spoke about the measures being undertaken to enhance Ease of Doing Business in India as well as steps being taken for welfare of the MSME sector through portals like GeM and loans of up to Rs. 1 crore in 59 minutes.World Culture Festival is a Kumbh Mela of culture: PM Modi
March 11th, 08:02 pm
PM addresses inaugural ceremony of World Culture Festival
March 11th, 08:01 pm