We've to take Indian economy out of 'command and control' and take it towards 'plug and play': PM

June 11th, 10:36 am

PM Narendra Modi addressed the Annual Plenary Session of the Indian Chamber of Commerce (ICC) via video conferencing. He said that India should convert the COVID-19 crisis into a turning point towards becoming a self-reliant nation.

PM Modi addresses Annual Plenary Session of the ICC via video conferencing

June 11th, 10:35 am

PM Narendra Modi addressed the Annual Plenary Session of the Indian Chamber of Commerce (ICC) via video conferencing. He said that India should convert the COVID-19 crisis into a turning point towards becoming a self-reliant nation.

PM addresses SPIC MACAY’s International Convention

June 01st, 06:32 pm

PM Modi addressed the Spic Macay's International Convention via video conference. The PM appreciated the fact that even under these trying circumstances, the spirits of the musicians remained undeterred and that the theme of the convention is focusing on how to alleviate the stress amongst the youth owing to the COVID -19 pandemic.

ମନର କଥା 2.0 (ଅଷ୍ଟମ ଅଧ୍ୟାୟ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍”ର ଓଡ଼ିଆ ଭାଷାନ୍ତ

February 23rd, 11:30 am

ମୋର ପ୍ରିୟ ଦେଶବାସୀଗଣ, ଏହା ମୋର ସୌଭାଗ୍ୟ ଯେ ‘ମନ୍ କି ବାତ୍‌’ ମାଧ୍ୟମରେ ମୋତେ କଚ୍ଛରୁ କୋହିମା, କଶ୍ମୀରରୁ କନ୍ୟାକୁମାରୀ ଯାଏ ସାରା ଦେଶର ସମସ୍ତ ନାଗରିକଙ୍କୁ ପୁଣିଥରେ ନମସ୍କାର କରିବାର ସୁଯୋଗ ମିଳିଛି । ଆପଣ ସମସ୍ତଙ୍କୁ ନମସ୍କାର । ଆମ ଦେଶର ବିଶାଳତା ଏବଂ ବିବିଧତାକୁ ସ୍ମରଣ କରିବା, ଏହାକୁ ପ୍ରଣାମ କରିବା – ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଇଥାଏ ।

କୋଲକାତାରେ ପୁନରୁଦ୍ଧାର ହୋଇଥିବା 4ଟି ଐତିହ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

January 11th, 05:31 pm

ଆଜି ଯେତେବେଳେ ଆପଣଙ୍କ ଗହଣରେ ଥିଲି, ଏହିସବୁ କଥାକୁ ଦେଖୁଥିଲି ତ ମନ ସେହି ସବୁ ଭାବରେ ଭରିଯାଉଥିଲା । ଆଉ ଏହି ପ୍ରଦର୍ଶନୀ, ଏପରି ଲାଗୁଥିଲା ଯେପରି ସେହିକ୍ଷଣ ମଧ୍ୟରେ ମୁଁ ସ୍ୱୟଂ ଜୀଇଁଛି ଯାହା ସେହି ମହାନ ଚିତ୍ରକରମାନେ, ରଙ୍ଗକାରମାନେ, କଳାକାରମାନେ ରଚନା କରିଛନ୍ତି, ଜୀଇଁଛନ୍ତି । ବଙ୍ଗଳା ଭୂମିର, ବଙ୍ଗଳା ମାଟିର ଏହି ଅଦ୍ଭୁତ ଶକ୍ତି, ମୋହିତ କରିବା ଭଳି । ମହକକୁ ପ୍ରଣାମ କରିବାର ଇଏ ହେଉଛି ମୋ ପାଇଁ ଅବସର । ଏହା ସହିତ ଜଡିତ ଅତୀତ ଏବଂ ବର୍ତ୍ତମାନର ସମସ୍ତ ଲୋକଙ୍କୁ ମଧ୍ୟ ମୁଁ ଶ୍ରଦ୍ଧାସୁମନ ଅର୍ପଣ କରୁଛି ।

କୋଲକାତାରେ ପୁନରୁଦ୍ଧାର ହୋଇଥିବା 4ଟି ଐତିହ୍ୟ ଅଟ୍ଟାଳିକା ରାଷ୍ଟ୍ରକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ

January 11th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଲକାତାରେ ପୁନରୁଦ୍ଧାର କରାଯାଇଥିବା 4ଟି ଐତିହାସିକ ଅଟ୍ଟାଳିକାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିରେ ଓଲ୍ଡ କରେନ୍ସିଂ ବିଲ୍ଡିଂ, ବେଲଭେଡିଅର ହାଉସ, ଭିକ୍ଟୋରିଆ ମେମୋରିଆଲ ହଲ ଏବଂ ମେଟକାଫେ ହାଉସ ସାମିଲ ରହିଛି ।

ଦିଲ୍ଲୀର ଦ୍ୱାରକା, ଡିଡିଏ ମୈଦାନରେ ଦଶହରା ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

October 08th, 05:31 pm

ଭାରତ ହେଉଛି ଉତ୍ସବମାନଙ୍କର ଭୂମି । ବୋଧହୁଏ 365 ଦିନରେ ଏପରି କୌଣସି ଦିନ ରହି ଯାଇନଥିବ, ଯେଉଁଦିନ ହିନ୍ଦୁସ୍ଥାନର କୌଣସି ନା କୌଣସି କୋଣ ଅନୁକୋଣରେ କୌଣସି ନା କୌଣସି ଉତ୍ସବ ପାଳନ କରାଯାଉ ନଥିବ ।

ଦ୍ୱାରକାର ଡିଡିଏ ପଡିଆରେ ଆୟୋଜିତ ଦଶହରା ଉତ୍ସବରେ ପ୍ରଧାନମନ୍ତ୍ରୀ

October 08th, 05:30 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀଠାରେ ଦ୍ୱାରକାର ଡିଡିଏ ପଡିଆରେ ଆୟୋଜିତ ଦଶହରା ସମାରୋହରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ବିଜୟା ଦଶମୀ ଅବସରରେ ଦେଶର ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ଜାମ୍ବିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଆଦାନ ପ୍ରଦାନ କରାଯାଇଥିବା ବୁଝାମଣା ପତ୍ର/ରାଜିନାମା ପତ୍ରର ସୂଚୀ

August 21st, 01:41 pm

ଜାମ୍ବିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଅବସରରେ ଆଦାନ ପ୍ରଦାନ କରାଯାଇଥିବା ବୁଝାମଣା ପତ୍ର/ରାଜିନାମା ପତ୍ରର ସୂଚୀ

Sant Kabir represents the essence of India's soul: PM Modi in Maghar

June 28th, 12:35 pm

The Prime Minister, Shri Narendra Modi, visited Maghar in SantKabir Nagar district of Uttar Pradesh today. He offered floral tributes at SantKabir Samadhi, on the occasion of the 500th death anniversary of the great saint and poet, Kabir. He also offered Chadar at SantKabirMazaar. He visited the SantKabir Cave, and unveiled a plaque to mark the laying of Foundation Stone of SantKabir Academy, which will highlight the great saint’s teachings and thought.

ସନ୍ଥ କବୀର ନଗରରେ ମହାନ କବି ଓ ସନ୍ଥ କବୀରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧା ସୁମନ ଅର୍ପଣ

June 28th, 12:35 pm

ମହାନ ସାଧୁ ଏବଂ କବି ସନ୍ଥ କବୀରଙ୍କ 500ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ସେ ସନ୍ଥ କବୀର ସମାଧି ପୀଠରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସେ ମଧ୍ୟ ସନ୍ଥ କବୀର ମଜରରେ ଚାଦର ଅର୍ପଣ କରିଛନ୍ତି । ସେ ସନ୍ଥ କବୀର ଗୁମ୍ଫା ପରିଦର୍ଶନ କରିଥିଲେ ଏବଂ ଫଳକ ଉନ୍ମୋଚନ ପୂର୍ବକ ସନ୍ଥ କବୀର ଏକାଡେମୀର ଆଧାରଶିଳା ରଖିଥିଲେ । ଏହି ଏକାଡେମୀ ମହାନ ସନ୍ଥଙ୍କର ଶିକ୍ଷା ଓ ଚିନ୍ତାଧାରାକୁ ଗୁରୁତ୍ୱ ପ୍ରଦାନ କରିବ ।

ଯୁବ ଉଦ୍ଭାବକ, ଷ୍ଟାର୍ଟ-ଅପ ଉଦ୍ୟୋଗୀଙ୍କ ସହ ଭିଡିଓ ବ୍ରିଜ ଜରିଆରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

June 06th, 11:15 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବ୍ରିଜ କାର୍ଯ୍ୟକ୍ରମ ଜରିଆରେ ଦେଶର ବିଭିନ୍ନ ସ୍ଥାନରେ ଥିବା ଯୁବ ଉଦ୍ଭାବକ ଏବଂ ଷ୍ଟାର୍ଟ ଅପ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି । ବିଭିନ୍ନ ସରକାରୀ କାର୍ଯ୍ୟକ୍ରମର ହିତାଧିକାରୀମାନଙ୍କ ସହ ଭିଡିଓ ବ୍ରିଜ ଜରିଆରେ ମତ ବିନିମୟ କରିବା – ପ୍ରଧାନମନ୍ତ୍ରୀଙ୍କ ଏହା ଚତୁର୍ଥ କାର୍ଯ୍ୟକ୍ରମ ।

ପ୍ରଧାନମନ୍ତ୍ରୀ ମୋଦୀ ଭାରତୀୟ ଐତିହ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ,ରୂପେ କାର୍ଡର ଉପଯୋଗ କରି ମଧୁବନି ପେଣ୍ଟିଙ୍ଗ କ୍ରୟ କରିଛନ୍ତି

June 02nd, 12:01 pm

ପ୍ରଧାନମନ୍ତ୍ରୀ ମୋଦୀ ଆଜି ସିଙ୍ଗାପୁରରେ ଭାରତୀୟ ଐତିହ୍ୟ କେନ୍ଦ୍ର ପରିଦର୍ଶନ କରିଛନ୍ତି ,ସେଠାରେ ରୂପେ କାର୍ଡର ଉପଯୋଗ କରି ମଧୁବନି ପେଣ୍ଟିଙ୍ଗ କ୍ରୟ କରିଛନ୍ତି ।

ପଶ୍ଚିମବଙ୍ଗର ଶାନ୍ତିନିକେତନରେ ବିଶ୍ଵଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

May 25th, 05:12 pm

ମଞ୍ଚ ଉପରେ ବିରାଜମାନ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ମହାଶୟା, ପଶ୍ଚିମବଙ୍ଗର ରାଜ୍ୟପାଳ ଶ୍ରୀମାନ କେଶରୀ ନାଥ ତ୍ରିପାଠୀ ମହାଶୟ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ମହାଶୟା, ବିଶ୍ୱଭାରତୀର ଉପାଚାର୍ଯ୍ୟ ତଥା ଉପକୁଳପତି ପ୍ରଫେସର ସବୁଜ କଲୀ ସେନ ଏବଂ ରାମକୃଷ୍ଣ ମିଶନ ବିବେକାନନ୍ଦ ପ୍ରତିଷ୍ଠାନର ଉପାଚାର୍ଯ୍ୟ ଓ ଉପକୁଳପତି ପୂଜ୍ୟ ସ୍ୱାମୀ ଆତ୍ମପ୍ରିୟାନନ୍ଦ ଜୀ ଏବଂ ଏଠାରେ ଉପସ୍ଥିତ ବିଶ୍ୱଭାରତୀର ଅଧ୍ୟାପକଗଣ ଆଉ ମୋର ପ୍ରିୟ ଯୁବ ସାଥୀଗଣ ।

ପଶ୍ଚିମବଙ୍ଗର ଶାନ୍ତିନିକେତନରେ ବାଂଲାଦେଶ ଭବନ ଉଦ୍ଘାଟନ ବେଳେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

May 25th, 02:41 pm

ମିତ୍ର ରାଷ୍ଟ୍ର ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହାସିନା ମହାଶୟା, ସମ୍ମାନନୀୟ ଅତିଥିଗଣ, ମୁଖ୍ୟମନ୍ତ୍ରୀ ମହାଶୟା, ପଶ୍ଚିମବଙ୍ଗର ରାଜ୍ୟପାଳ ମହାଶୟ, ସାଥୀଗଣ ।

ପ୍ରଧାନମନ୍ତ୍ରୀଙ୍କ ଶାନ୍ତିନିକେତନ ଗସ୍ତ, ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗଦେଲେ, ବାଂଲାଦେଶ ଭବନ ଉଦ୍ଘାଟନ

May 25th, 01:40 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଶାନ୍ତିନିକେତନ ଗସ୍ତ କରିଥିଲେ ।

ନେପାଳର କାଠମାଣ୍ଡୁ ରାଷ୍ଟ୍ରୀୟ ସଭାଗୃହରେ ନାଗରିକ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

May 12th, 04:39 pm

କାଠମାଣ୍ଡୁର ମହାନଗର ପାଳିକା ମୋ ପାଇଁ ଏହି ସ୍ୱାଗତ ସମାରୋହର ଆୟୋଜନ କରିଛନ୍ତି । ମୁଁ ଏଥିପାଇଁ ଆପଣ ସମସ୍ତଙ୍କ ନିକଟରେ ହୃଦୟର ସହିତ ବହୁତ ବହୁତ କୃତଜ୍ଞ । ଏହା କେବଳ ମୋର ନୁହେଁ ଏ ହେଉଛି ସମ୍ପୂର୍ଣ୍ଣ ଭାରତର ସମ୍ମାନ । କେବଳ ମୁଁ ହିଁ ନୁହେଁ, ଶହେ ପଚିଶ କୋଟି ଭାରତୀୟ ମଧ୍ୟ କୃତଜ୍ଞ । କାଠମାଣ୍ଡୁ ସହିତ ଏବଂ ନେପାଳ ସହିତ, ପ୍ରତ୍ୟେକ ଭାରତୀୟଙ୍କର ଏକ ନିଜସ୍ୱ ଭାବଗତ ସଂପର୍କ ରହିଛି ଆଉ ଏହି ସୌଭାଗ୍ୟ ମୋତେ ମଧ୍ୟ ମିଳିଛି ।

Pt. Deen Dayal Upadhyaya’s Antyodaya is the BJP’s guiding principle: PM Modi

May 10th, 10:03 am

In his interaction with the SC/ST, OBC, Minority and Slum Morcha of the Karnataka BJP through the ‘Narendra Modi Mobile App’, the Prime Minister said that they had a paramount role in connecting directly with people and furthering the party’s reach. Noting that the BJP had the maximum number of MPs from the SC, ST, OBC and minorities communities, he appreciated them for their efforts.

ପ୍ରଧାନମନ୍ତ୍ରୀ ମୋଦୀ କର୍ଣ୍ଣାଟକ ବିଜେପିର ବିଭିନ୍ନ ମୋର୍ଚ୍ଚା ସହ ମତ ବିନିମୟ କରିଛନ୍ତି

May 10th, 09:55 am

ନରେନ୍ଦ୍ର ମୋଦୀ ମୋବାଇଲ ଆପ ମାଧ୍ୟମରେ କର୍ଣ୍ଣାଟକର ଏସସି/ଏସଟି ,ଓବିସି ଏବଂ ସଂଖ୍ୟାଲଘୁ ମୋର୍ଚ୍ଚା ସହିତ ମତ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀ କହିଲେ ଯେ ଲୋକମାନଙ୍କ ସହିତ ସିଧା ସଂଯୋଗ ଏବଂ ଦଳର ପହଂଚକୁ ଆଗକୁ ବଢ଼େଇବା ପାଇଁ ସମସ୍ତ କର୍ମକର୍ତ୍ତାମାନଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି । ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇ କହିଲେ ଯେ ବିଜେପିର ଅଧିକ ସାଂସଦ ଏସସି/ଏସଟି ,ଓବିସି ଏବଂ ସଂଖ୍ୟାଲଘୁ ସମୁଦାୟର ଅଛନ୍ତି । ପ୍ରଧାନମନ୍ତ୍ରୀ ଏହି କଥା ପାଇଁ କର୍ମକର୍ତ୍ତାମାନଙ୍କ ପ୍ରୟାସକୁ ପ୍ରସଂଶା କରିଛନ୍ତି ।

ପୂର୍ବୋତ୍ତର ପାଇଁ ମୋ ଭିଜନ 'ଟ୍ରାନ୍ସପୋର୍ଟେସନ ରୁ ଟ୍ରାନ୍ସଫୋରମେସନ': ନାଗାଲାଣ୍ଡରେ ପ୍ରଧାନମନ୍ତ୍ରୀ ମୋଦୀ

February 22nd, 12:21 pm

ନାଗାଲାଣ୍ଡରେ ଆଜି ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ 'ସବକା ସାଥ ,ସବକା ବିକାଶ' ର ମନ୍ତ୍ର ସହ ସରକାର ସମାଜର ସମସ୍ତ ବର୍ଗକୁ ଏକଜୁଟ କରି ରାଷ୍ଟ୍ର ପାଇଁ କାମ କରୁଛନ୍ତି ।