ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଶିଖନ୍ତୁ 'ଅର୍ଦ୍ଧ ଚକ୍ରାସନ' !

April 05th, 09:55 am

ଚତୁର୍ଥ ଆନ୍ତର୍ଜାତିକ ଯୋଗ ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ 'ଅର୍ଦ୍ଧଚକ୍ରାସନ' ର ଅଭ୍ୟାସ କରିବାର ଏକ 3ଡି ଏନିମେଟଡ ଭିଡିଓ ସେୟାର କରିଛନ୍ତି ।