ସମ୍ମାନନୀୟ ଜର୍ଜ ଜ୍ୟାକବ୍ କୁୱାକାଡ୍ଙ୍କୁ ପରମ ପୂଜ୍ୟ ପୋପ୍ ଫ୍ରାନ୍ସିସ୍ଙ୍କ ଦ୍ୱାରା ପବିତ୍ର ରୋମାନ୍ କ୍ୟାଥଲିକ୍ ଚର୍ଚର କାର୍ଡିନଲ୍ କରାଯାଇଥବାରୁ ଆନନ୍ଦିତ : ପ୍ରଧାନମନ୍ତ୍ରୀ
December 08th, 09:48 am
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପରମ ପୂଜ୍ୟ ପୋପ୍ ଫ୍ରାନ୍ସିସ୍ଙ୍କ ଦ୍ୱାରା ସମ୍ମାନନୀୟ ଜର୍ଜ ଜ୍ୟାକବ୍ କୁୱାକାଡ୍ଙ୍କୁ ପବିତ୍ର ରୋମାନ୍ କ୍ୟାଥଲିକ୍ ଚର୍ଚର କାର୍ଡିନଲ୍ କରାଯାଇଥବାରୁ ସେ ଅତ୍ୟନ୍ତ ଆନନ୍ଦିତ ।It is a matter of immense pride for India that Archbishop George Koovakad will be created as a Cardinal by His Holiness Pope Francis: Prime Minister
December 07th, 09:31 pm
The Prime Minister remarked today that it was a matter of immense pride for India that Archbishop George Koovakad will be created as a Cardinal by His Holiness Pope Francis.