ଏସୀୟ କ୍ରୀଡାରେ ଘୋଡାସବାରୀ ଡେସେଜ୍ ବ୍ୟକ୍ତିଗତ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଅନୁଷ୍ ଅଗ୍ରୱାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି

September 28th, 08:20 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନୁଷ୍ ଅଗ୍ରୱାଲାଙ୍କୁ ଏସୀୟ କ୍ରୀଡାରେ ଘୋଡାସବାରୀ ଡେସେଜ୍ ବ୍ୟକ୍ତିଗତ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି ।