2030 ପଥେ : ଏକ ମିଳିତ ଭାରତ-ୟୁରୋପୀୟ ସଂଘ ବିସ୍ତୃତ ରଣନୈତିକ ଏଜେଣ୍ଡା
January 27th, 06:48 pm
27 ଜାନୁୟାରୀ 2026 ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଷୋଡଶ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ଅନୁମୋଦିତ ମିଳିତ ଭାରତ-ୟୁରୋପୀୟ ସଂଘ ବ୍ୟାପକ ରଣନୀତିକ ଏଜେଣ୍ଡାର ଉଦ୍ଦେଶ୍ୟ ହେଉଛି ଉଭୟ ଅଂଶୀଦାର ଏବଂ ବ୍ୟାପକ ବିଶ୍ୱ ପାଇଁ ପାରସ୍ପରିକ ଲାଭଦାୟକ, ଦୃଢ଼ ଏବଂ ପରିବର୍ତ୍ତନଶୀଳ ଫଳାଫଳ ପ୍ରଦାନ କରିବା ପାଇଁ ୟୁରୋପୀୟ ସଂଘ-ଭାରତ ସହଯୋଗକୁ ବିସ୍ତାର, ଗଭୀର ଏବଂ ଉନ୍ନତ ସମନ୍ୱୟ ମାଧ୍ୟମରେ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବା ।ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଏବଂ ୟୁରୋପୀୟ ଆୟୋଗ ଅଧ୍ୟକ୍ଷଙ୍କ ଭାରତ ଗସ୍ତ ଏବଂ 16ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀ ଉପରେ ଭାରତ-ୟୁରୋପୀୟ ସଂଘ ମିଳିତ ବିବୃତ୍ତି
January 27th, 06:15 pm
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣ କ୍ରମେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ ଆୟୋଗର ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲିଏନ୍ ଭାରତର 77ତମ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଭାରତ ଗସ୍ତରେ ଆସିଛନ୍ତି । ଏହି ଗସ୍ତ ସମୟରେ ନେତାମାନେ ଐତିହାସିକ ଭାରତ-ୟୁରୋପୀୟ ସଂଘ ଏଫଟିଏ ଉପରେ ଆଲୋଚନାର ସଫଳ ସମାପ୍ତିକୁ ପ୍ରଶଂସା କରିଥିଲେ ଏବଂ 2030 ପଥେ: ଭାରତ-ୟୁରୋପୀୟ ସଂଘ ମିଳିତ ବିସ୍ତୃତ ରଣନୀତିକ ଏଜେଣ୍ଡା ଗ୍ରହଣ କରିଥିଲେ ।List of Outcomes: Visit of President of the European Council and President of the European Commission to India
January 27th, 02:53 pm
The visit of the President of the European Council and the President of the European Commission to India led to a joint announcement on the conclusion of negotiations for the India–EU Free Trade Agreement. Several agreements and MoUs were signed in key areas, including Defence & Security, Skilling and Mobility, Disaster Management, Clean Energy, Science & Technology, Research & Innovation and connectivity.India–European Union cooperation is a partnership for the global good: PM Modi
January 27th, 01:30 pm
At the joint press meet with European Commission President & European Council President, PM Modi remarked that India-EU partnership is reaching new heights based on shared democratic values, economic synergy and strong people-to-people ties. He noted that the India-EU FTA will help farmers and small industries access European markets, create new opportunities in manufacturing and further strengthen cooperation between our services sectors.ଉତ୍ସାହ ଏବଂ ରାଷ୍ଟ୍ର ଗୌରବରେ ପରିପୂର୍ଣ୍ଣ ସାଧାରଣତନ୍ତ୍ର ଦିବସ ସମାରୋହକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
January 26th, 04:50 pm
ଭାରତ ସାଧାରଣତନ୍ତ୍ର ଦିବସ ସମାରୋହକୁ ଅତ୍ୟନ୍ତ ଉତ୍ସାହ ଏବଂ ଗୌରବର ସହିତ ପାଳନ କରିଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ 77ତମ ଗଣତନ୍ତ୍ର ଦିବସ
January 26th, 08:12 am
କର୍ତ୍ତବ୍ୟ ପଥରେ 77ତମ ଗଣତନ୍ତ୍ର ଦିବସ ପାଳନ ଭାରତର ଏକତା, ଶକ୍ତି ଏବଂ ଐତିହ୍ୟକୁ ପ୍ରଦର୍ଶିତ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ସମର ସ୍ମାରକରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସାହସୀ ସୈନିକମାନଙ୍କୁ ଦେଶ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।PM Modi expresses gratitude to world leaders for birthday wishes
September 17th, 03:03 pm
The Prime Minister Shri Narendra Modi expressed his gratitude to the world leaders for greetings on his 75th birthday, today.Prime Minister interacts with President of the European Council during G7 summit
June 18th, 05:03 pm
The Prime Minister Shri Narendra Modi had a productive conversation with the President of the European Council, Mr. António Costa during the G7 Summit at Kananaskis, Canada on 17th June 2025.President of the European Council, Antonio Costa calls PM Narendra Modi
January 07th, 08:31 pm
Prime Minister Shri. Narendra Modi received a telephone call today from H.E. Mr. Antonio Costa, President of the European Council.Prime Minister congratulates H.E António Costa on being elected as President of the European Council
June 28th, 08:28 pm
The Prime Minister, Shri Narendra Modi has congratulated H.E António Costa on being elected as next President of the European Council.ପ୍ରଧାନମନ୍ତ୍ରୀ ପୁନଃ ନିର୍ବାଚିତ ହୋଇଥିବା ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ମାନ୍ୟବର ଆଣ୍ଟୋନିଓ କୋଷ୍ଟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି
January 31st, 08:02 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପର୍ତ୍ତୁଗାଲରେ ହୋଇଥିବା ସଂସଦୀୟ ର୍ନିବାଚନରେ ପୁନର୍ବାର ଉତ୍ତମ ପ୍ରଦର୍ଶନ ପାଇଁ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ମାନ୍ୟବର ଆଣ୍ଟୋନିଓ କୋଷ୍ଟାଙ୍କୁ ଅଭିନନ୍ଦନ ଜଣାଇବା ସହ ପର୍ତ୍ତୃଗାଲ ସହିତ ଉତ୍ତମ ଏବଂ ସମୟ ପରୀକ୍ଷିତ ଗଭୀର ସମ୍ପର୍କ ସ୍ଥାପନ ପାଇଁ ଇଚ୍ଛାବ୍ୟକ୍ତ କରିଛନ୍ତି ।ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ପର୍ତ୍ତୁଗୀଜ ପ୍ରଧାନମନ୍ତ୍ରୀ ମହାମହିମ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଦା କୋଷ୍ଟାଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ
March 16th, 07:13 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପର୍ତ୍ତୁଗୀଜ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଦା କୋଷ୍ଟାଙ୍କ ସହ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ କରିଛନ୍ତି ।Phone call between Prime Minister Shri Narendra Modi and H.E. Antonio Costa, Prime Minister of Portugal
May 05th, 07:06 pm
PM Narendra Modi had a phone call with Antonio Costa, Prime Minister of Portugal. The two leaders discussed the state of COVID-19 pandemic and the steps being taken by both countries to control its health and economic impact.ସାଧାରଣ ନିର୍ବାଚନରେ ବିଜୟ ପାଇଁ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ମି.ଆଣ୍ଟୋନିଓ କୋଷ୍ଟା ଓ ତାଙ୍କ ସୋସିଆଲିଷ୍ଟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
October 09th, 02:07 pm
ପର୍ତ୍ତୁଗାଲ ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମି. ଆଣ୍ଟୋନିଓ କୋଷ୍ଟା ଓ ତାଙ୍କ ସୋସିଆଲିଷ୍ଟ ଦଳକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି । ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ମି. ଆଣ୍ଟୋନିଓ କୋଷ୍ଟା ମଧ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ।ୟୁନିକ ଷ୍ଟାର୍ଟ-ଅପ ପୋର୍ଟାଲର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ ଓ ପ୍ରଧାନମନ୍ତ୍ରୀ କୋଷ୍ଟା
June 24th, 08:52 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା ଲିସବନଠାରେ ଏକ ୟୁନିକ ଷ୍ଟାର୍ଟ-ଅପ ପୋର୍ଟାଲ - ପର୍ତ୍ତୁଗାଲ ଆନ୍ତର୍ଜାତିକ ଷ୍ଟାର୍ଟ-ଅପ ହବର ଶୁଭାରମ୍ଭ କରିଛନ୍ତି । ଷ୍ଟାର୍ଟ-ଅପ ଇଣ୍ଡିଆ ଦ୍ୱାରା ଏହି ଉଦ୍ୟମକୁ ପ୍ରୋତ୍ସାହିତ କରାଯାଇଛି ଏବଂ ଭାରତ ସରକାରଙ୍କ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏବଂ ଷ୍ଟାର୍ଟ-ଅପ ପର୍ତ୍ତୁଗାଲ ଏହାକୁ ଆବଶ୍ୟକ ସହଯୋଗ ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଉଭୟ ରାଷ୍ଟ୍ରଙ୍କ ପାରସ୍ପରିକ ସହଯୋଗକ୍ଷମ ଉଦ୍ୟୋଗ ସହଭାଗୀତା ସୃଷ୍ଟି କରିବାରେ ସହାୟକ ହେବ ।ପର୍ତ୍ତୁଗାଲ ଗସ୍ତ (ଜୁନ 24, 2017) ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେସ ବିବୃତି
June 24th, 08:15 pm
ମହାନୁଭବ ପ୍ରଧାନମନ୍ତ୍ରୀ ଆଣ୍ଟୋନିଓ କୋଷ୍ଟା, ବିଶିଷ୍ଟ ପ୍ରତିନିଧିଗଣ ଏବଂ ଗଣମାଧ୍ୟମର ସଦସ୍ୟବୃନ୍ଦ, ପ୍ରଥମେ, ଗତ ସପ୍ତାହରେ ପର୍ତ୍ତୁଗାଲରେ ସଂଘଟିତ ଭୟାବହ ବନାଗ୍ନିରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ମୁଁ ଗଭୀର ଶୋକ ଓ ସମବେଦନା ଜଣାଉଛି । ଏହି ଦୁଃଖଦ ଘଟଣାରେ ପ୍ରାଣ ହରାଇଥିବା ଲୋକ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସହ ଆମେ ସମଦୁଃଖୀ । ବନ୍ଧୁଗଣ, ଆମ ଦୁଇ ଦେଶ ମଧ୍ୟରେ ଗଭୀର ଐତିହାସିକ ସମ୍ପର୍କ ଏବଂ ସୁଦୃଢ଼ ଆର୍ଥିକ ତଥା ଜନ ସମ୍ପର୍କ ରହିଛି । ତେଣୁ ମୋତେ ଏକଥା ଭାବି ଆଶ୍ଚର୍ଯ୍ୟ ଲାଗୁଛି ଯେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ଦ୍ୱିପାକ୍ଷିକ ଗସ୍ତ କାହିଁକି ଘଟିନଥିଲା ।PM Modi meets Portuguese Prime Minister at Palacio das Necessidades
June 24th, 06:15 pm
Prime Minister Narendra Modi today held wide ranging talks with Portuguese Prime Minister Antonio Costa. The leaders met at the Palacio das Necessidades and deliberated on ways to further strengthen India-Portugal ties.PMs statement before his upcoming visit to Portugal, USA and Netherlands
June 23rd, 07:25 pm
PM Narendra Modi will embark his visit to Portugal, USA and Netherlands tomorrow. The PM said that this visit is aimed at enhancing the bilateral engagement in various areas.ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ଅବସରରେ ଗଣମାଧ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ବିବୃତି
January 07th, 07:16 pm
PM Modi & PM Costa of Portugal held extensive discussions to further the bilateral ties between India and Portugal. At the joint press briefing, PM Modi said that India and Portugal have built a modern bilateral partnership. PM Modi added that partnership being forged between Start-up Portugal and Start-up India will help us in our mutual quest to innovate and progress. Shri Modi also thanked PM Costa for Portugal’s consistent support for India’s permanent membership of the UN Security Council.