Prime Minister’s meeting with UN Secretary-General on the sidelines of the AI Impact Summit
February 20th, 09:52 pm
On the sidelines of the AI Impact Summit, PM Modi met UN Secretary-General Antonio Guterres. UNSG congratulated PM for organizing the AI Impact Summit while PM appreciated UNSG’s efforts in creating an Independent International Scientific Panel on AI. The two leaders underlined the imperative for urgent reform of the United Nations, particularly the UN Security Council (UNSC).ଜାତିସଂଘ ମହାସଚିବଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ
December 01st, 06:45 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧ ଡିସେମ୍ବର ୨୦୨୩ରେ ଦୁବାଇରେ ସିଓପି ୨୮ ଶିଖର ସମ୍ମିଳନୀ ଅବସରରେ ଜାତିସଂଘ ମହାସଚିବ (ୟୁଏନଏସଜି) ମହାମହିମ ଶ୍ରୀ ଆଣ୍ଟୋନିଓ ଗୁଟେରେସଙ୍କୁ ସାକ୍ଷାତ କରିଛନ୍ତି ।ପ୍ରଧାନମନ୍ତ୍ରୀ ଏବଂ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଯୋଗର ଗୁରୁତ୍ୱକୁ ସୂଚୀତ କରିଛନ୍ତି
June 21st, 09:18 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ମହାସଚିବ ଆଣ୍ଟେନିଓ ଗୁଟେରସ୍ଙ୍କ ସହ ଯୋଗର ଗୁରୁତ୍ୱ ଉପରେ ସହମତି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମଧ୍ୟ ଇଚ୍ଛା ପ୍ରକଟ କରିଛନ୍ତି ଯେ ଯୋଗ ଦିବସ ଆମ ସମସ୍ତଙ୍କୁ ନିକଟତର କରି ଆମ ପୃଥିବୀର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ ।ମିଳିତ ଜାତିସଂଘ ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ: ପ୍ରଧାନମନ୍ତ୍ରୀ
December 15th, 08:10 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ମିଳିତ ଜାତିସଂଘ ମୁଖ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ ।Lifestyle of the planet, for the planet and by the planet: PM Modi at launch of Mission LiFE
October 20th, 11:01 am
At the launch of Mission LiFE in Kevadia, PM Modi said, Mission LiFE emboldens the spirit of the P3 model i.e. Pro Planet People. Mission LiFE, unites the people of the earth as pro planet people, uniting them all in their thoughts. It functions on the basic principles of Lifestyle of the planet, for the planet and by the planet.PM launches Mission LiFE at Statue of Unity in Ekta Nagar, Kevadia, Gujarat
October 20th, 11:00 am
At the launch of Mission LiFE in Kevadia, PM Modi said, Mission LiFE emboldens the spirit of the P3 model i.e. Pro Planet People. Mission LiFE, unites the people of the earth as pro planet people, uniting them all in their thoughts. It functions on the basic principles of Lifestyle of the planet, for the planet and by the planet.PM Modi's telephonic conversation with Secretary General of the United Nations
July 29th, 10:17 pm
Prime Minister Shri Narendra Modi had a telephone conversation today with the United Nations Secretary-General (UNSG), His Excellency António Guterres."ବିରିଟିଜ୍ରେ ଜି-7 ଶିଖର ସମ୍ମେଳନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈଠକ "
August 25th, 10:59 pm
ପ୍ରଧାନମନ୍ତ୍ରୀ ମୋଦୀ ବିରିଟିଜ୍ରେ ଜି-7 ଶିଖର ସମ୍ମେଳନ ଅବସରରେ ବିଶ୍ୱ ନେତାମାନଙ୍କ ସହିତ ବୈଠକ କରିଛନ୍ତି I"ପ୍ରଧାନମନ୍ତ୍ରୀ ମୋଦୀ ଜି-20 ଶିଖର ସମ୍ମିଳନୀ ଅବସରରେ ସଂଯୁକ୍ତ ରାଷ୍ଟ୍ର ପ୍ରମୁଖ ଏବଂ ସାଉଦୀ ରାଜକୁମାରଙ୍କୁ ସାକ୍ଷାତ କରିଛନ୍ତି "
November 30th, 10:23 am
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-20 ଶିଖର ସମ୍ମିଳନୀ ଅବସରରେ ସଂଯୁକ୍ତ ରାଷ୍ଟ୍ର ପ୍ରମୁଖ ଏବଂ ସାଉଦୀ ରାଜକୁମାରଙ୍କୁ ସହିତ ଆଲୋଚନା କରିଛନ୍ତି ।PM's meetings on the sidelines of St.Petersburg International Economic Forum
June 02nd, 10:38 pm
Prime Minister Narendra Modi met Mr. Christian Kern, Chancellor of Austria on the margins of SPIEF. Discussions to enhance India-Austria bilateral ties in several sectors were held.