ଶ୍ରୀ ଆନନ୍ଦ ଶଙ୍କର ପାଣ୍ଡ୍ୟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

November 11th, 10:02 am

ପ୍ରଖ୍ୟାତ ଲେଖକ ଓ ବୁଦ୍ଧିଜୀବି ଶ୍ରୀ ଆନନ୍ଦ ଶଙ୍କର ପାଣ୍ଡ୍ୟା ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଛନ୍ତି ।