ବିଶ୍ୱକପ୍ ବିଜୟ ପାଇଁ ଭାରତୀୟ ସ୍କ୍ୱାଶ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
December 15th, 10:16 am
ଶ୍ରୀ ମୋଦୀ ଜୋଶନା ଚିନ୍ନାପ୍ପା, ଅଭୟ ସିଂହ, ଭେଲାବନ ସେନ୍ଥିଲ କୁମାର ଏବଂ ଅନାହତ ସିଂହଙ୍କ ଅସାଧାରଣ ପ୍ରଦର୍ଶନକୁ ପ୍ରଶଂସା କରି କହିଥିଲେ ଯେ, ସେମାନଙ୍କ ସମର୍ପଣ, ଶୃଙ୍ଖଳା ଏବଂ ଦୃଢ ସଂକଳ୍ପ ଦେଶ ପାଇଁ ଅପାର ଗର୍ବ ଆଣିଛି। ସେ କହିଥିଲେ ଯେ ଏହି ଉଲ୍ଲେଖନୀୟ ସଫଳତା ବିଶ୍ୱ ସ୍ତରରେ ଭାରତୀୟ କ୍ରୀଡ଼ାର ବୃଦ୍ଧି ପାଉଥିବା ସାମର୍ଥ୍ୟକୁ ପ୍ରତିଫଳିତ କରୁଛି।ସ୍କ୍ବାସ ମିକ୍ସଡ ଡବଲ୍ସ ରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ ଅଭୟ ସିଂ ଏବଂ ଅନାହତ ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
October 04th, 08:04 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସିଆନ୍ ଗେମ୍ ରେ ସ୍କ୍ବାସ ମିକ୍ସଡ୍ ଡବଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ହେତୁ ଅଭୟ ସିଂ ଓ ଅନାହତ ସିଂଙ୍କୁ ଅଭିନନ୍ଦନ ଜଣାଇଛନ୍ତି।ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ମହିଳା ସ୍କ୍ୱାସ୍ ଟିମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
September 29th, 08:09 pm
ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ମହିଳା ସ୍କ୍ୱାସ୍ ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା