ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜୋର୍ଡାନ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି
December 16th, 03:56 pm
ଜୋର୍ଡାନ ହାସେମାଇଟ୍ ରାଜ୍ୟର ମହାମହିମ ରାଜା ଅବଦୁଲ୍ଲା ଦ୍ୱିତୀୟ ଇବନ୍ ଅଲ୍ ହୁସେନଙ୍କ ନିମନ୍ତ୍ରଣ କ୍ରମେ, ଭାରତୀୟ ଗଣରାଜ୍ୟର ମାନ୍ୟବର ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୧୫-୧୬, ୨୦୨୫ରେ ଜୋର୍ଡାନ ହାସେମାଇଟ୍ ରାଜ୍ୟ ଗସ୍ତ କରିଥିଲେ।ଜୋର୍ଡାନର ଓମାନରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ
February 09th, 06:50 pm
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋର୍ଡାନର ଓମାନରେ ପହଂଚିଛନ୍ତି । ସେଠାରେ ସେ ଜୋର୍ଡାନ ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କୁ ସାକ୍ଷାତ କରିବେ ।