ଜି-୨୦ରେ ଭାରତର ଅଧ୍ୟକ୍ଷତା ଏବଂ ଶିଖର ସମ୍ମିଳନୀ ସମ୍ପର୍କରେ ଶ୍ରୀ ଅମିତାଭ କାନ୍ତଙ୍କ ପୁସ୍ତକକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା

January 21st, 03:44 pm

ଭାରତର ଜି-୨୦ ଅଧ୍ୟକ୍ଷତା ଏବଂ ଶିଖର ସମ୍ମିଳନୀ,୨୦୨୩ ସମ୍ପର୍କରେ ପୁସ୍ତକ ରଚନା ସକାଶେ ଶ୍ରୀ ଅମିତାଭ କାନ୍ତଙ୍କ ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରି କହିଛନ୍ତି, ବିଶ୍ୱରେ ମାନବ କୈନ୍ଦ୍ରିକ ବିକାଶକୁ ଆଗକୁ ବଢ଼ାଇବା ଦିଗରେ ଭାରତର ପ୍ରୟାସକୁ ସେ ଏକ ସ୍ପଷ୍ଟ ଦୃଷ୍ଟିକୋଣ ପ୍ରଦାନ କରିଛନ୍ତି ।

ଆନ୍ତର୍ଜାତିକ ତୈଳ ଓ ଗ୍ୟାସ ଉଦ୍ୟୋଗର ସିଇଓ ତଥା ବିଶେଷଜ୍ଞଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

October 09th, 02:26 pm

ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଭାରତରେ ଗତ ତିନି ବର୍ଷ ମଧ୍ୟରେ ଘଟିଥିବା ପ୍ରଗତି ଓ ସଂସ୍କାରମୂଳକ କାର୍ଯ୍ୟକୁ ବିଶ୍ଵର ବିଭିନ୍ନ ତୈଳ ଓ ବାଷ୍ପ ଉଦ୍ୟୋଗର ସିଇଓ ତଥା ବିଶେଷଜ୍ଞମାନେ ବେଶ ପସନ୍ଦ କରିଛନ୍ତି । ବିଶେଷକରି ଶକ୍ତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି ଏବଂ ଯେଉଁ ଗତିରେ ପଦକ୍ଷେପମାନ ନିଆଯାଉଛି ତାକୁ ସେମାନେ ପ୍ରଶଂସା କରିଛନ୍ତି ।