ପବିତ୍ର ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ ଅବସରରେ ଭଗବାନ ଶିବଙ୍କ ସମସ୍ତ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
July 03rd, 03:56 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ପବିତ୍ର ଶ୍ରୀ ଅମରନାଥ ଯାତ୍ରା ଆରମ୍ଭ ହେବା ଅବସରରେ ଭଗବାନ ଶିବଙ୍କ ସମସ୍ତ ଭକ୍ତଙ୍କୁ ଶୁଭେଚ୍ଛା ଜଣାଇ ଏକ ସଂସ୍କୃତ ସୁଭାଶିତମ୍ ସେୟାର କରିଛନ୍ତି ।ପବିତ୍ର ତୀର୍ଥଯାତ୍ରାକୁ ପାଞ୍ଚଟି ସଂକଳ୍ପ ସହିତ ଯୋଡ଼ିବା ପାଇଁ ଅମରନାଥ ଯାତ୍ରା ତୀର୍ଥଯାତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ପ୍ରଧାନମନ୍ତ୍ରୀ
July 03rd, 03:53 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାର୍ଷିକ ଅମରନାଥ ଯାତ୍ରା କରୁଥିବା ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ତୀର୍ଥଯାତ୍ରା ସବୁ ଦୃଷ୍ଟିରୁ ନିରାପଦ ଏବଂ ଶୁଭ ହେଉ ବୋଲି ଆଶା ବ୍ୟକ୍ତ କରିଛନ୍ତି। ଶ୍ରୀ ମୋଦୀ କହିଥିଲେ, ବାବା ବର୍ଫାନୀଙ୍କ ଦର୍ଶନ ସହିତ ଯୋଡ଼ି ହୋଇଥିବା ଅମରନାଥ ଯାତ୍ରା ହେଉଛି ଆମର ଆଧ୍ୟାତ୍ମିକ ପରମ୍ପରା ଏବଂ ସାଂସ୍କୃତିକ ଏକତାର ଏକ ଚିରନ୍ତନ ଅଧ୍ୟାୟ।’’