ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଶ୍ରୀ ଆଲୋକ ମେହେଟ୍ଟା
December 27th, 12:02 pm
ଶ୍ରୀ ଆଲୋକ ମେହେଟ୍ଟା ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ସେ ତାଙ୍କ ପୁସ୍ତକ ରିଭୋଲ୍ୟୁସନାରୀ ରାଜ : ନରେନ୍ଦ୍ର ମୋଦୀଙ୍କ ୨୫ ବର୍ଷ ର ପ୍ରଥମ କପି ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।