ଜାତୀୟ ରେସ ୱାକିଂ ଚାମ୍ପିୟନସିପ ବିଜେତା ଅକ୍ଷଦୀପ ସିଂହ ଓ ପ୍ରିୟଙ୍କା ଗୋସ୍ୱାମୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

February 15th, 10:17 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ରେସ ୱାକିଂ ଚାମ୍ପିୟନସିପ ବିଜେତା ରେସ ୱାକର୍ସ ଅକ୍ଷଦୀପ ସିଂହ ଓ ପ୍ରିୟଙ୍କା ଗୋସ୍ୱାମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ ସେମାନଙ୍କ ଆଗାମୀ ପ୍ରୟାସ ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି ।