The strong foundation of Viksit Rajasthan is giving more strength to the resolution of Viksit Bharat: PM Modi

March 07th, 03:15 pm

PM Modi addressed the foundation stone-laying ceremony of the Kota Airport, calling it a day of new hope for Kota. He remarked that enhanced air connectivity would bring global tourists to the region, benefiting people. Listing the major infrastructure progress around the Kota region, he lauded Kota MP and Lok Sabha Speaker Om Birla for his dedication to the region’s development and his role in Parliament.

PM Modi lays Foundation Stone of Kota Airport; Highlights transformation of Hadoti Region

March 07th, 02:45 pm

PM Modi addressed the foundation stone-laying ceremony of the Kota Airport, calling it a day of new hope for Kota. He remarked that enhanced air connectivity would bring global tourists to the region, benefiting people. Listing the major infrastructure progress around the Kota region, he lauded Kota MP and Lok Sabha Speaker Om Birla for his dedication to the region’s development and his role in Parliament.

The HPV vaccination campaign, launched from Ajmer, marks a significant step towards empowering the nation’s Nari Shakti: PM Modi in Rajasthan

February 28th, 12:00 pm

At a public gathering in Ajmer, PM Modi expressed satisfaction that the “double-engine government” in Rajasthan has completed two years of rapid progress. He launched projects worth approximately ₹17,000 crore and handed over appointment letters to youth. The PM also launched the nationwide HPV vaccination campaign, describing it as a pivotal step toward empowering India’s ‘Nari Shakti’ (women power) and ensuring the health of mothers and daughters.

ରାଜସ୍ଥାନରେ ଏଚପିଭି ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ

February 28th, 11:30 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆଜମେରଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହା ରାଜସ୍ଥାନର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଥିଲା। ପ୍ରଧାନମନ୍ତ୍ରୀ ଏହି ଅଞ୍ଚଳର ସାଂସ୍କୃତିକ ଏବଂ ବୀରତ୍ୱପୂର୍ଣ୍ଣ ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେ ସୁରସୁରାର ତେଜାଜୀ ଧାମ ଏବଂ ହାଇଫାକୁ ମୁକ୍ତ କରିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଏବେ ବି ଇସ୍ରାଏଲରେ ସମ୍ମାନିତ ମେଜର ଦଲପତ ​​ସିଂହଙ୍କ ସାହସିକତା ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ।

୨୮ ଫେବୃଆରୀରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

February 27th, 03:35 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୮ ଫେବୃଆରୀ ୨୦୨୬ରେ ରାଜସ୍ଥାନର ଆଜମେର ଗସ୍ତ କରିବେ । ଦିନ ପ୍ରାୟ ୧୧:୩୦ ସମୟରେ ପ୍ରଧାନମନ୍ତ୍ରୀ ୧୬,୬୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ, ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ । ଏହି ଅବସରରେ ସେ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହି ପ୍ରକଳ୍ପଗୁଡିକ ସହରାଞ୍ଚଳ ବିକାଶ, ପାନୀୟ ଜଳ ଯୋଗାଣ, ସଡକ, ଜଳସେଚନ, ଶକ୍ତି, ଶିଳ୍ପ ଭିତ୍ତିଭୂମି ସମେତ ପ୍ରମୁଖ କ୍ଷେତ୍ରଗୁଡିକୁ ବ୍ୟାପିଛି ।

ସେପ୍ଟେମ୍ବର ୨୫ରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ଗସ୍ତ

September 24th, 06:25 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ରେ ଉତ୍ତର ପ୍ରଦେଶ ଓ ରାଜସ୍ଥାନ ଗସ୍ତ କରିବେ। ସକାଳ ପ୍ରାୟ ୯ଟା ୩୦ରେ ସେ ଗ୍ରେଟର ନୋଏଡ଼ାରେ ଉତ୍ତର ପ୍ରଦେଶ ଆନ୍ତର୍ଜାତିକ ବାଣିଜ୍ୟ-ଶୋ ୨୦୨୫କୁ ଉଦଘାଟନ କରି ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

Only BJP can provide the pace of development needed for the country: PM Modi in Ajmer

April 06th, 03:00 pm

Prime Minister Narendra Modi addressed a public gathering in Ajmer, Rajasthan, highlighting the rich cultural heritage and significant strides towards development in the region of Ajmer-Nagaur. Speaking on the auspicious occasion of the Sthapana Diwas of the BJP, PM Modi emphasized the spiritual significance and valorous history of the region, paying homage to revered figures like Veer Tejaji Maharaj, Meera Bai, and Prithviraj Chauhan.

Prime Minister Narendra Modi addresses a public meeting in Ajmer, Rajasthan

April 06th, 02:30 pm

Prime Minister Narendra Modi addressed a public gathering in Ajmer, Rajasthan, highlighting the rich cultural heritage and significant strides towards development in the region of Ajmer-Nagaur. Speaking on the auspicious occasion of the Sthapana Diwas of the BJP, PM Modi emphasized the spiritual significance and valorous history of the region, paying homage to revered figures like Veer Tejaji Maharaj, Meera Bai, and Prithviraj Chauhan.

Nine years of the BJP Government has been dedicated towards Seva, Sushasan and Garib Kalyan: PM Modi

May 31st, 04:37 pm

Addressing a massive rally in Ajmer, PM Modi remembered the greats of Rajasthan who have nurtured the great land. PM Modi acknowledged the contributions of Prithiviraj Chauhan’s valour, Mirabai’s devotion and Pathik Singhji’s courage. He also paid tributes to Ahilyabai Holkar on her anniversary who championed the cause of women empowerment guiding India towards freedom.

PM Modi addresses mega public rally at Ajmer, Rajasthan

May 31st, 04:35 pm

Addressing a massive rally in Ajmer, PM Modi remembered the greats of Rajasthan who have nurtured the great land. PM Modi acknowledged the contributions of Prithiviraj Chauhan’s valour, Mirabai’s devotion and Pathik Singhji’s courage. He also paid tributes to Ahilyabai Holkar on her anniversary who championed the cause of women empowerment guiding India towards freedom.

ଆଜମେର ଏବଂ ଦିଲ୍ଲୀ ଛାଉଣୀକୁ ସଂଯୋଗ କରୁଥିବା ବଂଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

April 12th, 11:01 am

ନମସ୍କାର, ରାଜସ୍ଥାନର ରାଜ୍ୟପାଳ କଲରାଜ ମିଶ୍ର ଜୀ, ରାଜସ୍ଥାନର ମୋର ମିତ୍ର ଶ୍ରୀମାନ ଅଶୋକ ଗେହଲଟ୍ ଜୀ, ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀ, ରାଜସ୍ଥାନ ସରକାରଙ୍କ ମନ୍ତ୍ରୀଗଣ, ବିଧାନସଭା ଏବଂ ବିଧାନ ପରିଷଦର ବିରୋଧୀ ଦଳର ନେତା, ମଞ୍ଚ ଉପରେ ଉପସ୍ଥିତ ସମସ୍ତ ସାଂସଦ ଗଣ, ବିଧାୟକ ଗଣ, ଅନ୍ୟ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମୋର ରାଜସ୍ଥାନର ପ୍ରିୟ ଭାଇ ଓ ଭଉଣୀମାନେ,

ଆଜମେର ଓ ଦିଲ୍ଲୀ ଛାଉଣୀ ମଧ୍ୟରେ ରାଜସ୍ଥାନର ପ୍ରଥମ ବଂଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

April 12th, 11:00 am

ସମବେତ ଜନତାଙ୍କୁ ଉଦବୋଧନ ଦେଇ ଶୌର୍ଯ୍ୟଭୂମି ରାଜସ୍ଥାନର ପ୍ରଥମ ବଂଦେ ଭାରତ ଟ୍ରେନର ପତାକା ଦେଖାଇ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଏହା ଜୟପୁର ଓ ଦିଲ୍ଲୀ ମଧ୍ୟରେ ଯାତ୍ରାକୁ ସୁଗମ କରିବା ସହ ରାଜସ୍ଥାନର ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ଅଭିବୃଦ୍ଧିର ସୁଯୋଗ ପ୍ରଦାନ କରିବ । ଏହା ବିଶ୍ୱାସର ସ୍ଥଳ ତୀର୍ଥରାଜ ପୁସ୍କର ଓ ଆଜମେର ସରିଫକୁ ଯାତ୍ରା କରିବାର ବାଟ ଖୋଲିବ ।

ଏପ୍ରିଲ ୧୨ ତାରିଖରେ ରାଜସ୍ଥାନର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

April 10th, 07:39 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ୧୨ ଏପ୍ରିଲ, ୨୦୨୩ ରେ ରାଜସ୍ଥାନର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ । ଉଦଘାଟନୀ ଟ୍ରେନ୍ ଜୟପୁର ଏବଂ ଦିଲ୍ଲୀ କ୍ୟାଣ୍ଟ ରେଳ ଷ୍ଟେସନ ମଧ୍ୟରେ ଚାଲିବ । ଏହି ବନ୍ଦେ ଭାରତ ଏକ୍ସପ୍ରେସର ନିୟମିତ ସେବା ୧୩ ଏପ୍ରିଲ, ୨୦୨୩ ରୁ ଆରମ୍ଭ ହେବ ଏବଂ ଜୟପୁର, ଅଲୱାର ଏବଂ ଗୁରୁଗାଓଁ ଠାରେ ରହଣି ସହିତ ଅଜମେର ଏବଂ ଦିଲ୍ଲୀ କ୍ୟାଣ୍ଟ ମଧ୍ୟରେ ଚଳାଚଳ କରିବ ।

PM hands over a Chadar for Ajmer Sharif Dargah

February 15th, 06:30 pm

The Prime Minister, Shri Narendra Modi has handed over a Chadar that would be offered at the Ajmer Sharif Dargah on the 809th Urs of Khwaja Moinuddin Chisti.

ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ସନୱାର ଲାଲ ଜାଠଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

August 09th, 10:49 am

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସନୱାର ଲାଲ ଜାଠଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।“ସାଂସଦ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଶ୍ରୀ ସନୱର ଲାଲ ଜାଠଙ୍କ ବିୟୋଗରେ ମର୍ମାହତ । ଏହା ବିଜେପି ଏବଂ ସାରା ଦେଶ ପାଇଁ ଏକ ବଡ଼ କ୍ଷତି । ମୁଁ ମୋର ସମବେଦନା ଜଣାଉଛି ।

ଖ୍ୱାଜା ମଇନୁଦ୍ଦିନ ଚିସ୍ତି ଦରଘାରେ ଅର୍ପଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପଠାଇଲେ ଚଦର

March 24th, 01:49 pm

PM Narendra Modi today handed over 'Chaadar' to be offered at Dargah of Khwaja Moinuddin Chishti, Ajmer Sharif, to the Minister of State for Minority Affairs and Parliamentary Affairs, Shri Mukhtar Abbas Naqvi and MoS PMO, Shri Jitendra Singh.

Sayed Fakhar Kazmi Chisty Gaddi Nashin of Ajmer Shariff calls on PM Modi

May 02nd, 04:00 pm

PM hands over chaadar to be offered at Dargah of Khwaja Moinuddin Chishti

April 09th, 03:45 pm