ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ୧୫୦୦ ମିଟର ଫାଇନାଲରେ ଅଜୟ କୁମାର ସରୋଜଙ୍କ ଦ୍ୱାରା ରୌପ୍ୟ ପଦକ ହାସଲକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଖୁସି
October 01st, 10:30 pm
ହାଙ୍ଗଝୌରେ ଚାଲିଥିôବା ଏସୀୟ କ୍ରୀଡ଼ା ୨୦୨୨ରେ ପୁରୁଷ ୧୫୦୦ ମିଟର ଫାଇନାଲରେ ଅଜୟ କୁମାର ସରୋଜ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।