ଏସିଆନ୍ ପାରା ଗେମ୍ସରେ ପୁରୁଷ ୪୦୦ ମିଟର-ଟି୬୪ରେ ରୌପ୍ୟ ପଦକ ଜିତିଥିବା ଅଜୟ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

October 24th, 06:58 pm

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ପାରା ଗେମ୍ସରେ ପୁରୁଷ ୪୦୦ ମିଟର-ଟି୬୪ରେ ରୌପ୍ୟ ପଦକ ଜିତିଥିବା ଅଜୟ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।