ବାୟୁସେନା ଦିବସରେ ବାୟୁ ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

October 08th, 09:58 am

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାୟୁସେନା ଦିବସରେ ସମସ୍ତ ସାହସୀ ବାୟୁ ଯୋଦ୍ଧା ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ।

Prime Minister visits AFS Adampur to meet brave air warriors and soldiers

May 13th, 01:04 pm

PM Modi visited AFS Adampur on May 13, 2025, to meet the brave air warriors and soldiers. Calling it a special experience, he lauded their courage, determination, and fearlessness. He affirmed that India remains eternally grateful to the armed forces for their selfless service.