ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ସ୍ୱର୍ଣ୍ଣ ପଦକ ବିଜେତା ଭାରୋତ୍ତୋଳକ ଅଚିନ୍ତ ଶିଉଲିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
August 01st, 12:48 pm
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ମିଂହାମ, ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ସ୍ୱର୍ଣ୍ଣପଦକ ବିଜେତା ଭାରୋତ୍ତଳକ ଅଚିନ୍ତ ଶିଉଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ, ରାଜ୍ୟଗୋଷ୍ଠୀ କ୍ରୀଡା ପାଇଁ ଭାରତୀୟ ଦଳ ପ୍ରସ୍ଥାନ କରିବା ପୂର୍ବରୁ ଅଚିନ୍ତ ଶିଉଲିଙ୍କ ସହ ହୋଇଥିବା ବାର୍ତ୍ତାଳାପ ଶେୟାର କରିଛନ୍ତି ।