ସାଉଦି ଆରବର ଗ୍ରାଣ୍ଡ ମୁଫତି ଶେଖ ଅବଦୁଲ ଅଜିଜ ବିନ ଅବଦୁଲ୍ଲା ବିନ ମହମ୍ମଦ ଅଲ ଅଲଶେଖଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
September 24th, 08:49 am
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାଉଦି ଆରବର ଗ୍ରାଣ୍ଡ ମୁଫତି ଶେଖ ଅବଦୁଲ ଅଜିଜ ବିନ ଅବଦୁଲ୍ଲା ବିନ ମହମ୍ମଦ ଅଲ ଅଲଶେଖଙ୍କ ଦୁଃଖଦ ନିଧନରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।